ଇଂରାଜୀରେ ଏମିତି ଏକ ପୁଅର ନାମ କୁହନ୍ତୁ, ଯାହାକୁ ଓଲଟାଇଲେ ଗୋଟିଏ ଝିଅର ନାମ ହୋଇଯିବ…Fun Quiz

ଆଜିକାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତବହୁଳ ହୋଇପଡିଲାଣି । ହେଲେ ସେହିମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ତେବେ ଆଜି ଆମେ ଆପଣଙ୍କୁ କିଛି ନୂଆ ନୂଆ ତଥା ମଜାଳିଆ ଜ୍ଞାନ ବିଷୟରେ କହିବା ପାଇଁ ଯାଉଛୁ । ଯାହାକୁ ପଢିଲା ମାତ୍ରେ ହିଁ ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଚାଲିଆସିବ । ତେବେ ଆଉ ସମୟକୁ ବିଳମ୍ବ ନକରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରିନେବା ।
1- ଏହା କଣ ଯାହା ବନେଇବାରେ ବହୁତ ସମୟ ଲାଗିଯାଇଥାଏ । ହେଲେ ଭାଙ୍ଗିବାରେ କମ ସମୟ ଲାଗିଥାଏ ?
ଉତ୍ତର;- ଭରଷା ବନେଇବାର ବହୁତ ସମୟ ଲାଗିଲେ, ବି ଭାଙ୍ଗିବାକୁ କମ ସମୟ ହିଁ ଲାଗିଥାଏ ।
2- କେଉଁ ଜିନିଷକୁ ଆମେ କିଣନ୍ତି । ତରକାରୀ ବନାନ୍ତି । କିନ୍ତୁ ଖାଆନ୍ତି ନାହିଁ ।
ଉତ୍ତର;- ତେଜପତ୍ରକୁ କିଣନ୍ତି, ତରକାରୀ ବି ବନାନ୍ତି । ହେଲେ ଖାଅନ୍ତି ନାହିଁ ।
3- ସେ କିଏ ମାଟି ତଳେ ପାଦ ଛୁଏଁ, ପାଦରେ ଖିଆପିଆ କରେ ।
ଉତ୍ତର;- ଗଛ, ମାଟି ତଳେ ପାଦ ଛୁଏଁ, ପାଦରେ ଖିଆପିଆ କରେ ।
4- ଏମିତି କେଉଁ ଜିନିଷ ଦେଖିବାକୁ ଲମ୍ବା, ହଲେଇଲେ ପାଣି ବାହାରିଥାଏ ?
ଉତ୍ତର;- ନଳକୂପ, ହ୍ୟାଣ୍ଡେଲ, ଦେଖିବାକୁ ଲମ୍ବା । ତାହାକୁ ହଲେଇଲେ ସେଥିରୁ ପାଣି ବାହାରିଥାଏ ।
5- କାହାକୁ ଆମେ ନଡାକିଲେ ମଧ୍ୟ ସେ ଆପେ ଆସିଥାଏ ?
ଉତ୍ତର;- ନିଦକୁ ଆମେ ନଡାକିଲେ ମଧ୍ୟ ସେ ଆପେ ଆସିଥାଏ ।
6- ଝିଅ ମାନଙ୍କର କେଉଁ ଅଙ୍ଗରେ ହାଡ ନଥାଏ ? କିନ୍ତୁ ପିଲା ମାନଙ୍କର ଇଚ୍ଛା ପାଇବା ପାଇଁ ?
ଉତ୍ତର;- ହୃଦୟରେ ହାଡ ନଥାଏ, ହେଲେ ପିଲା ମାନଙ୍କର ପାଇବା ପାଇଁ ଇଛା ରହିଥାଏ ।
7- ହାତ ଅଛି କିନ୍ତୁ ମୁଣ୍ଡ ନାହିଁ ? ଦେହ ଅଛି କିନ୍ତୁ ଗୋଡ ନାହିଁ, ତାହା କଣ ?
ଉତ୍ତର;- ସାର୍ଟର ହାତ ଅଛି, ମୁଣ୍ଡ ନାହିଁ । ଦେହ ଅଛି କିନ୍ତୁ ଗୋଡ ନାହିଁ ।
8- ଏଭଳି କେଉଁ ପଶୁ ଅଛି, ଯାହା ଓଲଟା ଚାଲି ପାରିବ ନାହିଁ ?
ଉତ୍ତର;- କଙ୍ଗାରୁ ଜିଏକି ଏକ ପଶୁ ଓଲଟା ଚାଲି ପାରିବ ନାହିଁ ।
9- ଗୋଟିଏ ସ୍ତ୍ରୀ କେବଳ ତା’ ସ୍ଵାମୀକି ଦେଇପାରିବ । ଆଉ କାହାକୁ ନୁହେଁ ?
ଉତ୍ତର;- ଛାଡପତ୍ର ଜଣେ ସ୍ତ୍ରୀ କେବଳ ତା’ ସ୍ଵାମୀକୁ ଦେଇପାରିବ । ଆଉ କାହାକୁ ନୁହେଁ ।
10- ଇଂରାଜୀରେ ଏମିତି ଏକ ପୁଅର ନାମ କୁହନ୍ତୁ । ଯାହାକୁ ଓଲଟା ଲେଖିଲେ । ଗୋଟିଏ ଝିଅର ନାମ ହେବ ?
ଉତ୍ତର;- Anil ଓ Amir 2 ପୁଅଙ୍କ ନାମ ଯାହାକୁ ଓଲଟାଇ ଦେଖନ୍ତୁ । ତାହା ଝିଅର ନାମ ହୋଇଯିବ । ଯଦି ଏହି ମଜାଳିଆ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ