Banana Benefits: ପ୍ରତିଦିନ 2ଟି କଦଳୀ ଖାଇବାର ଫାଇଦା ଜାଣି ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଅନେକ ଲୋକଙ୍କ ମନରେ ଭଲ ଧାରଣା ରହିଛି ଯେ କଦଳୀ ଖାଇଲେ ମୋଟାପଣ ବୃଦ୍ଧି ପାଇଥାଏ ଓ ଓଜନ ବଢିଥାଏ । ଏହା ସଂପୂର୍ଣ୍ଣ ଭୁଲ ଅଟେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କଦଳୀ ଶରୀରରୁ ଓଜନ ହ୍ରାସ କରାଇଥାଏ । ଯଦି ଆପଣ ହଠାତ ଶକ୍ତି ପାଇବାକୁ ଚାହୁଁ ଛନ୍ତି ତେବେ ପ୍ରତି ଦିନ କଦଳୀ ସେବନ କରି ପାରିବେ । ଆଜି ଆମେ ଆପଣଙ୍କୁ କହିବୁ ପ୍ରତେକ ଦିନ ୨ଟି କଦଳୀ ଖାଇଲେ କେଉଁ ଚମତ୍କାରୀ ମିଳିଥାଏ ।
୧- କଦଳୀରେ ପ୍ରଚୁର ପରିମାଣରେ ଫାଇଭର ରହିଥାଏ ଯାହା ହଜମ କରିବାରେ ସହାୟକ ହୋଇଥାଏ । ତେଣୁ ପ୍ରତିଦିନ ଯଦି ୨ଟି କଦଳୀ ଖାଇଲେ ବହୁତ ସମସ୍ତ ଯାଏଁ ଭୋକ ଲାଗେ ନାହି । ଯାହା ଦ୍ଵାରା ଓଜନ ହ୍ରାସ ହୋଇଥାଏ ।
୨- କଦଳୀ ଶରୀରର ସେବନ କରିଲେ ଏହା ରକ୍ତଚାପ ବୃଦ୍ଧି ହେବାକୁ ଦିଏ ନାହି । ପ୍ରତିଦିନ ଖାଉଥିବା ଖାଦ୍ଯରେ ଅଧିକ ସୋଡିୟମ ଓ କମ ପୋଟାସିୟମ ର ପରିମାଣ ରହିଥାଏ । କିନ୍ତୁ କଦଳୀରେ ପ୍ରହକୁର ପୋଟାସିୟମ ରହିଥାଏ । ଯାହା ହାର୍ଟକୁ ସୁସ୍ଥ ରଖିଥାଏ । କଦଳୀ ଖାଇଲେ ରକ୍ତଚାପ ନିୟନ୍ତ୍ରଣ କରିବା ସହ ହୃତପିଣ୍ଡ ଜନିତ ସମସ୍ୟାରୁ ରକ୍ଷା କରିଥାଏ ।
୩- କଦଳୀ ଖାଇଲେ ମୁଡ ବହୁତ ଭଲ ହୋଇଥାଏ । ଏଥିରେ ଥିବା କେମିକାଲ ମସ୍ତିସ୍କରେ ସେରିଟନୀ ନାମକ ହରମୋନକୁ ଅବଜର୍ଭ କରିବାରେ ସାହାଜ୍ଯ କରେ । ଏହା ଦ୍ଵାରା ଆମକୁ ଖୁସି ଅନୁଭବ ହୁଏ । କଦଳୀରେ ଥିବା ମ୍ୟାଗ୍ନେସିୟମ ହାର୍ଟ, ମାଂସପେଶୀ ଓ ଇମ୍ୟୁନିଟି ପାୱାରକୁ ଠିକ ଭାବେ କାର୍ଯ୍ୟ କରିବାରେ ସାହାଜ୍ଯ କରିଥାଏ ।
୪- ଶରୀରରେ ରକ୍ତର ଅଭାବ ହେଲେ ଥକାପଣ, ଶ୍ଵାସ ଫୁଲିବା, ତ୍ଵଚା ଶୁଖିଲା ଭଳି ଲକ୍ଷଣ ଦେଖାଯାଏ । କିନ୍ତୁ କଦଳୀରେ ଆଇରନ ପ୍ରଚୁର ପରିମାଣରେ ଥାଏ । ତେଣୁ ଶରୀରରେ ରକ୍ତ ପ୍ରବାହ ପାଇଁ କଦଳୀ ଖାଇବା ଉଚିତ । ପ୍ରତିଦିନ କଦଳୀ ଖାଇଲେ ରକ୍ତ ହୀନତା ସମସ୍ଯା ଦେଖାଯାଏ ନାହି ।
୫- କଦଳୀ ସହଜରେ ହଜମ ହୋଇଯାଏ । ଏହା ଆମ ଅନ୍ତ ନଡିକୁ କ୍ଷତି ପହଞ୍ଚାଏ ନାହି । ଏଥିରେ ଥିବା କିଛି ଶର୍କରା ଆମ ଶରୀରରେ ଥିବା ଭଲ ବ୍ୟାକ୍ଟେରିୟା ର ଉପୋଯୋଗ ହୋଇଥାଏ । ଗ୍ୟାଷ୍ଟ୍ରୀକ ଓ ଡାଇରିଆ ସମସ୍ଯା ଥିଲେ କଦଳୀ ସେବନ କରିବା ନିହାତି ଉଚିତ ।
୬- କଦଳୀରେ ପ୍ରଚୁର ପରିମାନାରେ ଭିଟାମିନ ରହିଥାଏ । ପ୍ରତେକ ଦିନ ଗୋଟେ କଦଳୀର ସେବନ କରିଲେ ଏହା ଶରୀରରେ ଆବଶ୍ୟକ ହେଉଥିବା ଭିଟାମିନ-ବି ୬ ର କୋଟା ପୂରଣ କରିଥାଏ । ଏହା ଶରୀରରେ ଆମୀନୋ ଏସିଡ ତିଆରି କରିବାରେ ସାହାଜ୍ଯ କରିଥାଏ ।
୭- କଦଳୀରେ ଥିବା ପୋଟାସିୟମ ମାଂସପେଶୀରେ କ୍ରାମ୍ପ ଆସିବାକୁ ଦେଇ ନ ଥାଏ । କଦଳୀରେ ଥିବା କାର୍ବୋ ହାଇଡ୍ରେଡ ହେଭି ୱାର୍କ କରିବାରେ ଶକ୍ତି ଯୋଗାଇଥାଏ ।
୮- ଯଦି ଆପଣ ନିଜ ତ୍ଵଚାକୁ ଅଧିକ ବୟସ ଯାଏଁ ଉଜ୍ବଳ ରଖିବାକୁ ଚାହୁଁଛନ୍ତି ତେବେ କଦଳୀ ଖାଇବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।