କଣ ଲଗାଇବା ଦ୍ଵାରା ପେଟ ଚର୍ବି ଖୁବ ଜଲ୍ଦି କମି ଯାଇଥାଏ ? ଏହା ସହ 15+ GK

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।
ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।
ଯାହା ଆପଣଙ୍କର ଦୈନଦିନ କାର୍ଯ୍ୟରେ ମଧ୍ୟ ଆବଶ୍ୟକତା ସମୟରେ ଲାଗିପାରେ । ଏହାକୁ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣି ପାରିଲେ ନିଶ୍ଚୟ ଉପକୃତ ହେବେ । ଏହି ସବୁ ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଓ ଏହାର ଉତ୍ତର ଖୁବ ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।
1- ଭାରତର ବୁଲବୁଲ କାହାକୁ କୁହାଯାଏ ?
ଉତ୍ତର- ସରୋଜିନୀ ନାଇଡୁ ।
2- କେଉଁ ପଶୁ କୁ ଚକୋଲେଟ ଖାଇବାକୁ ଦେଲେ ମାର୍ଟିଯାଏ ?
ଉତ୍ତର- କୁକୁର ।
3- ଏମିତି କେଉଁ ପକ୍ଷୀ ଅଛି ଯାହାର ପର ନ ଥାଏ ?
ଉତ୍ତର- ପେଙ୍ଗୁଇନ ।
4- ଭାରତର ସବୁଠୁ ଗରିବ ରାଜ୍ୟ କଣ ଅଟେ ?
ଉତ୍ତର- ବିହାର ।
5- ମନୁଷ୍ୟ ଶରୀରର କେଉଁ ଅଙ୍ଗ ନିଆଁ ରେ ପଡି ନ ଥାଏ ?
ଉତ୍ତର- ନଖ ।
6- କ୍ରିକେଟର ବିରାଟ କୋହଲି ର ଜନ୍ମ କେଉଁ ସହରରେ ହୋଇଥିଲା ?
ଉତ୍ତର- ଦିଲ୍ଲୀ ।
7- କେଉଁ ଫଳ ଖାଇବା ଦ୍ଵାରା ରକ୍ତ ସଫା ରୁହେ ?
ଉତ୍ତର- ପିଜୁଳି ।
8- ନୀଳ ରଙ୍ଗର ଗୋଲାପ ଫୁଲ କେଉଁ ଦେଶରେ ଦେଖିବାକୁ ମିଳିଥାଏ ?
ଉତ୍ତର- ଜାପାନ ।
9- ତାଜମହଲ କେଉଁ ରାଜା ନିର୍ମାଣ କରିଥିଲେ ?
ଉତ୍ତର- ଶାହଜାହାନ ।
10- ଭରତ ର ଜାତୀୟ ପର୍ବ କଣ ଅଟେ ?
ଉତ୍ତର- ଗଣତନ୍ତ୍ର ଦିବସ ।
11- ଫୁଟବଲ ଖେଳରେ ଗୋଟିଏ ଦଳରେ କେତେ ପିଲା ଖେଳିଥାନ୍ତି ?
ଉତ୍ତର- 11 ଜଣ ।
12- ଓଡିଶାର ଶଙ୍ଖ କ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର- ପୁରୀ ।
13- ଭାରତର ଜାତୀୟ ଫୁଲ କଣ ଅଟେ ?
ଉତ୍ତର- ପଦ୍ମ ।
14- ଏପରି କେଉଁ ଜୀବ ଅଛି, ଯିଏ କି ସବୁଠାରୁ ଅଧିକ ଶୋଇଥାଏ ?
ଉତ୍ତର- ସିଂହ
15- କଣ ଲଗାଇବା ଦ୍ଵାରା ପେଟ ଚର୍ବି ଖୁବ ଜଲ୍ଦି କମି ଯାଇଥାଏ ?
ଉତ୍ତର- ଲେମ୍ବୁ ପାଣି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।