20+GK Quiz: ଜଣେ ସ୍ତ୍ରୀ 1940ରେ ଜନ୍ମ ହେଲା ଓ 1950 ରେ ସେ ମରିଗଲା । ଯେବେ ସେ ମରିଗଲା ତାର ବୟସ 20 ବର୍ଷ ଥିଲା । କୁହ କେମିତି ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ । ଯାହା ଆପଣଙ୍କର ଦୈନଦିନ କାର୍ଯ୍ୟରେ ମଧ୍ୟ ଆବଶ୍ୟକତା ସମୟରେ ଲାଗିପାରେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।
1- ଦୁନିଆରେ ଏକମାତ୍ର ଜୀବ କିଏ ଅଛି ଯିଏ ମଣିଷ ଠାରୁ ବି ଚାଲାକ ହୋଇଥାଏ ?
ଉତ୍ତର- ଡଲଫିନ ।
2- ଦୁନିଆରେ ସବୁଠୁ ଉଚ୍ଚ ବିଲଡିଙ୍ଗ ର ନାମ କଣ ?
ଉତ୍ତର- ବୁର୍ଜ ଖଲିଫା ।
3- ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟେ ବି ପଶୁ ଦେଖାଯାଏ ନାହିଁ ?
ଉତ୍ତର- ନେଦରଲ୍ୟାଣ୍ଡ ।
4- କେଉଁ ଦେଶରେ ପେଟ୍ରୋଲ 1 ତାଙ୍କ ଠାରୁ ବି ଶସ୍ତା ହୋଇଥାଏ ?
ଉତ୍ତର- ବେନେଜୁଏଲା ।
5- ଦୁନିଆରେ ସବୁଠୁ ବଡ ରେଗିସ୍ତାନ କଣ ଅଟେ ?
ଉତ୍ତର- ଆଣ୍ଟାର୍ଟିକା ।
6- ଭାରତର ପ୍ରଥମ ୟୁନିଭର୍ସିଟି କଣ ଅଟେ ?
ଉତ୍ତର- କୋଲକାତା ୟୁନିଭର୍ସିଟି ।
7- ମଣିଷ ଶରୀରର ସବୁଠୁ କମଜୋର ହାଡ କେଉଁଠି ଅଛି ?
ଉତ୍ତର- ଆଖିପତା ।
8- ବିବାହ ଦିନ ଝିଅ ପାଖରେ କେଉଁ ଜିନିଷ ନ ଥାଏ ?
ଉତ୍ତର- ସରନେମ ।
9- କେଉଁ ଦେଶର ଲୋକେ ସବୁଠୁ ଅଧିକ ସୁନ୍ଦର ଦେଖା ଯାଆନ୍ତି ?
ଉତ୍ତର- ଦକ୍ଷିଣ ଆମେରିକା ।
10- କଣ ପାଇଁ ଶିଙ୍ଘିଣୀ ର କ୍ଷୀର ପିଇଲେ ମଣିଷ ସତରେ ମରି ଯାଇପାରେ ?
ଉତ୍ତର- ରୋଗ ହୋଇପାରେ ।
11- ଦୁନିଆରେ ସର୍ବ ପ୍ରଥମେ ରାଜ୍ୟର ସ୍ଥାପନା କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଆମେରିକା ।
12- ଦୁନିଆରେ କେତେ ପ୍ରତିଶତ ଲୋକ ଭଗବାନଙ୍କୁ ମାନି ନ ଥାନ୍ତି ?
ଉତ୍ତର- 19-20% ।
13- ଭାରତର ଜଣେ ବ୍ୟକ୍ତି ଙ୍କୁ କେତେ ଥର ରାଷ୍ଟ୍ରପତି କରାଯାଇ ପାରିବ ?
ଉତ୍ତର- ଅନେକ ଥର ।
14- କେଉଁ ଫଳ ପାକିବା ପାଇଁ 2 ବର୍ଷ ସମୟ ଲାଗିଥାଏ ?
ଉତ୍ତର- କଟହଳ ।
15- ଜନ୍ମ ସମୟରେ ପିଲାଙ୍କ ଶରୀରରେ କେତେ ପ୍ରତିଶତ ହାଡ ରହିଥାଏ ?
ଉତ୍ତର- 300 ।
16- ଦୁନିଆରେ ସବୁଠୁ ଅଧିକ ଗୁଡ କେଉଁ ଦେଶରେ ଲୋକେ ଖାଇଥାନ୍ତି ?
ଉତ୍ତର- ଭାରତ ।
17- ପାଣି ର ଜାହାଜ ସବୁଠୁ ପ୍ରଥମେ କେଉଁ ଦେଶରେ ତିଆରି କରାଯିଥିଲା ?
ଉତ୍ତର- ବ୍ରିଟେନ ।
18- ଭାରତର କେଉଁ ରାଜ୍ୟରେ ଗୋଟେ ବି ହିନ୍ଦୁ ମନ୍ଦିର ନାହିଁ ?
ଉତ୍ତର- ଲକ୍ଷଦୀପ ।
19- ଦୁନିଆରେ ସବୁଠୁ ଲମ୍ବା କେଶ କେଉଁ ମହିଳାଙ୍କର ଅଛି ?
ଉତ୍ତର- କୁଜଲିନା ।
20- ଜଣେ ସ୍ତ୍ରୀ 1940ରେ ଜନ୍ମ ହେଲା ଓ 1950 ରେ ସେ ମରିଗଲା । ଯେବେ ସେ ମରିଲା ତାର ବୟସ 20 ବର୍ଷ ଥିଲା । କୁହ କେମିତି ?
ଉତ୍ତର- କାରଣ ମେଡିକାଲ ର ରୁମ ନମ୍ବର 1940 ଥିଲା ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।