ସ୍ୱାସ୍ଥ୍ୟ

ଏହି ଘରୋଇ ଉପଚାର କରି ମାସ ମାସ ଧରି ବନ୍ଦ ଥିବା ଋତୁସ୍ରାବ ୧ ରୁ ୨ ଘଣ୍ଟା ମଧ୍ୟରେ ହୋଇଯିବ

ଆପଣ ଜାଣିଥିବେ ନିଶ୍ଚିତ ବର୍ତମାନ ଅଧିକାଂଶ ଝିଅ କିମ୍ବା ମହିଳା ମନେ ଋତୁସ୍ରାବ ଜନିତ ସମସ୍ୟାରେ ଅଧିକ ପୀଡିତ ହେଉଛନ୍ତି,ଯଦି ପିରିୟଡ଼ସ ରେଗୁରାଲ ଭାବରେ ହୋଇନଥାଏ ତେବେ ତାହା ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ ।ଏଥିପାଇଁ ଅନେକ ବହୁତ ଚିନ୍ତାରେ ରହିଥାନ୍ତି, ଆପଣଙ୍କ ଏହିପରି ସମସ୍ୟା ଦୂର କରିବା ପାଇଁ ଆପଣ କେବେ ଔଷଧ ସେବନ କରନ୍ତୁ ନାହିଁ ।

ଏହାର ଅନେକ ପାର୍ଶ୍ଵ ପ୍ରତିକ୍ରିୟା ଆପଣ ଦେଖିବାକୁ ପାଇବେ, ଆପଣ ଏହି ସମସ୍ୟାର ସମାଧାନ ପାଇଁ ଏକ ଆୟୁର୍ବେଦିକ ଉପାୟରେ ପ୍ରସ୍ତୁତ ଘରୋଇ ଉପଚାରକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଏହିପରି ସମସ୍ୟା ସମ୍ପୂର୍ଣ ଠିକ ହୋଇଯିବ ।ମୁଁ ଆଜି ଆପଣଙ୍କୁ ଏହିପରି ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଘରୋଇ ଉପଚାର ବିଷୟରେ ସମ୍ପୂର୍ଣ କଥା କହିବି, ତେବେ ଏହିପରି ଘରୋଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା ।

ଆବଶ୍ୟକ ସାମଗ୍ରୀ –

 

ଅଦା,ଜିରା, ଜୁଆଣି ଓ ହଳଦି ଗୁଣ୍ଡ

ପ୍ରସ୍ତୁତି –

ପ୍ରଥମେ ଆପଣ ନିଜର ପିରିଅଡ ଯଦି ରେଗୁଲାର ଭାବରେ ହେଉ ନଥାଏ ତେବେ ଆପଣ ଏକ ଗ୍ଲାସ ପାଣି ଏକ ପାତ୍ରରେ ନେଇ ତାହାକୁ ଗ୍ୟାସରେ ବସାନ୍ତୁ ।ପରେ ଆପଣ ଏକ ଇଞ୍ଚର ଅଦା ନେଇ ତାହାକୁ ଛେଞ୍ଚି ସେହି ପାଣିରେ ପକାନ୍ତୁ, ପାରେ ଆପଣ ଏଥିରେ ଏକ ଚାମୋଚ ଜୁଆଣି, ଏକ ଚାମୋଚ ଜିରା ଏବଂ ଅଧା ଚାମୋଚ ହଳଦୀ ଗୁଣ୍ଡ ନେଇ ସେହି ପାଣିରେ ପକାଇ ପାଣିକୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ ।

ଯେପରି ଏହି ସମସ୍ତ ସାମଗ୍ରୀର ପୋଷାକ ତତ୍ୱ ଏହି ପାଣିରେ ମିଶିଯିବ ତାହା ସହିତ ଆପଣ ଏହି ପାଣିକୁ ସେତେ ପ୍ରଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏକ ଗ୍ଲାସ ପାଣି ଅଧା ଗ୍ଲାସ ହୋଇ ନ ଯାଇଛି ।ଯଦି ଆପଣ ଏହି ଡ୍ରିଙ୍କକୁ ମିଠା କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏଥିରେ ଏକ ଚାମୋଚ ଗୁଡ଼ ମଧ୍ୟ ମିଶାଇ ପାରିବେ, ଏହି ପାଣି ଭଲରେ ଫୁଟିଲା ପରେ ଆପଣ ଗ୍ୟାସ ବନ୍ଦ କରି ଦିଅନ୍ତୁ ।

ବ୍ୟବହାର –

ପରେ ଆପଣ ପ୍ରସ୍ତୁତ କରି ରଖିଥିବା ଡ୍ରିଙ୍କକୁ ଏକ କପକୁ ଛାଣି ତାହାକୁ ଉଷମ ଥିବା ସମସ୍ୟାରେ ବ୍ୟବହାର କରନ୍ତୁ ।ଏହି ଡ୍ରିଙ୍କକୁ ଆପଣ ରାତିରେ ସୁଇବା ପୂର୍ବରୁ ପିଇବା ଉଚିତ ପରେ ଆପଣଙ୍କ ପିରିଅଡ ଯଦି ରେଗୁଲାର ଭାବରେ ନହେଉଥାଏ ତେବେ ଏହି ଡ୍ରିଙ୍କ ପିଇଲେ ତାହା ଠିକ ହୋଇଯାଏ ।ଏହି ଡ୍ରିଙ୍କ ଆପଣ ଗୋଟିଏ କିମ୍ବା ଦୁଇ ଦିନ ପିଇବା ଦ୍ଵାରା ଆପଣଙ୍କ ପିରିଅଡ ଜନିତ ସମସ୍ୟା ଯେଉଁ ସବୁ ଆଗରୁ ରହିଥିଲା ତାହା ଠିକ ହୋଇଯିବ ।ଏହା ସହିତ ଆପଣ ଯେଉଁ ଡ୍ରିଙ୍କ ପ୍ରସ୍ତୁତ କରି ପିଉଛନ୍ତି ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ଉପକାରୀ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button