ମନୋରଞ୍ଜନ

ଆପଣ କେଉଁ ସ୍ଵଭାବର ଝିଅ ଅଟନ୍ତି ? ଜାଣିବା ପାଇଁ ଚାହୁଁଥିଲେ… Pick one Bollywood actress.

ବନ୍ଧୁଗଣ ବହୁତ ସାରା ଚୁଜ୍ ଗେମ୍ ରହିଥାଏ । ଯେଉଁ ଗେମ୍ ରେ ଆପଣ କୌଣସି ଏକ ଜିନିଷକୁ ଚୁଜ୍ କରି ସେଥିରୁ କିଛି ତଥ୍ୟ ନିଜ ପାଇଁ ପାଇପାରିବେ । ତେବେ ଆଜି ଆମେ ଆପଣଙ୍କୁ 4 ଟି ହିରୋଇନଙ୍କର ଫୋଟ ଦେଇଛୁ । ସେଥିରୁ ଆପଣ କୌଣସି ଏକ ଆପଣଙ୍କର ପ୍ରିୟ ଅଭିନେତ୍ରୀଙ୍କର ଫୋଟକୁ ଚୁଜ୍ କରି ନିଅନ୍ତୁ । ଏହାପରେ ଦେଖନ୍ତୁ, ପାନ କେଉଁ ପ୍ରକାର ଝିଅ ଅଟନ୍ତି । ଆପଣଙ୍କର ସ୍ଵଭାବ ବିଷୟରେ ଜାଣିବା ପାଇଁ ଶୀଘ୍ର ଶୀଘ୍ର କୌଣସି ଏକ ଚୟନ କରି ନିଅନ୍ତୁ ।

ନମ୍ବର 1- ଯଦି ଆପଣ ପ୍ରଥମ ହିରୋଇନଙ୍କୁ ଚୟନ କରିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ । ଆପଣ ବହୁତ ବଡ ଗୋଟେ ରାଗୀ ଝିଅ ଅଟନ୍ତି । ତେଣୁ ବହୁତ ଲୋକ ହୁଏତ ଆପଣଙ୍କୁ ଆଙ୍ଗରି ବାର୍ଡ ନାମରେ ମଧ୍ୟ ଡାକୁଥିବେ । ଆପଣଙ୍କର ନାକ ଉପରେ ସବୁବେଳେ ଛୋଟ ଛୋଟ କଥାରେ ରାଗ ଆସିଯାଇଥାଏ । ହେଲେ ହୃଦୟରୁ ଆପଣ ବହୁତ ଭଲ ଝିଅଟି ଅଟନ୍ତି ।

ନମ୍ବର 2- ଯଦି ଆପଣ ଦିତୀୟ ହିରୋଇନଙ୍କୁ ଚୟନ କରିଛନ୍ତି । ତେବେ ଆମେ ଆପଣଙ୍କୁ ଏଠାରେ କହିବା ପାଇଁ ଯାଉଛୁ । ଯେ ଆପଣ ବହୁତ ଫୁଡି ଅଟନ୍ତି । ଦିନ ସାରା ଆପଣଙ୍କ ମୁଣ୍ଡରେ କଣ ଖାଇବେ କି ନାହିଁ। ସେହି କଥା ଘାରି ହୋଇ ରହିଥାଏ । ଆପଣଙ୍କୁ ବହୁତ ଜଣ ଫୁଡ୍ ଲଭର ମଧ୍ୟ କୁହନ୍ତି ।

ନମ୍ବର 3- ଯଦି ଆପଣ ତୃତୀୟ ନମ୍ବରର ହିରୋଇନଙ୍କୁ ବାଛିଛନ୍ତି । ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆପଣ ନଟି ଗାର୍ଲ ଅଟନ୍ତି । ଆପଣ ଜଣେ ମିଳାପୀ ଝିଅ ହୋଇଥିବାରୁ ଆପଣଙ୍କୁ ସମସ୍ତଙ୍କ ସାଥିରେ ଥଟ୍ଟା ମଜା କରିବାକୁ ବହୁତ ଭଲ ଲାଗିଥାଏ । ଏହି କାରଣ ପାଇଁ ଆପଣଙ୍କ ଉପରେ ଅନେକ ରାଗିଯାଉଥିବା ବେଳେ ବହୁତ ଆପଣଙ୍କୁ ଆଦର ମଧ୍ୟ କରନ୍ତି ।

ନମ୍ବର 4- ଯଦି ଆପଣ ଚତୁର୍ଥ ନମ୍ବରର ହିରୋଇନଙ୍କୁ ବାଛିଛନ୍ତି । ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆପଣ ଆଟିଟ୍ଯୁଡ ଗାର୍ଲ ଅଟନ୍ତି । ଅନେକ ସ୍ଥାନରେ ଆପଣ ନିଜର ଆଟିଟ୍ଯୁଡ ମେଣ୍ଟେନ କରି ରଖିଥାନ୍ତି । ହେଲେ ଯାହାଙ୍କୁ ଆପଣ ଭଲରେ ଜାଣିଥାନ୍ତି । ତାଙ୍କ ସହ ଆପଣ ବହୁତ ଭଲରେ ମିଳିମିଶି ଚଳି ପାରନ୍ତି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଆପଣ କେଉଁ ଟାଇପର ଝିଅ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button