ସ୍ୱାସ୍ଥ୍ୟ

ଅମୃତଭଣ୍ଡା ସହ କଣ ଖାଇବା ଦ୍ଵାରା ମଣିଷ ମରିପାରେ ? 15+ GK Questions And Answers

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

1- ଭାରତର କେଉଁ ରାଷ୍ଟ୍ରପତି ଖବରକାଗଜ ବିକୁଥିଲେ ?

ଉତ୍ତର- APJ ଅବଦୁଲ କଲ୍ଲମ ।

2- ଭାରତରେ ସୁନା ର ଖଣି କେଉଁଠି ଅଛି ?

ଉତ୍ତର- କର୍ଣ୍ଣାଟକ ।

3- ଗୌତମ ବୁଦ୍ଧ ଙ୍କୁ ବୋଧଗୟା ରେ କେଉଁ ଗଛ ତଳେ ଜ୍ଞାନ ପ୍ରାପ୍ତ ହୋଇଥିଲା ?

ଉତ୍ତର- ଓସ୍ତ ଗଛ ।

4- କେଉଁ ଦେଶ ଦୁନିଆରେ ସବୁଠୁ ଅଧିକ ସୌର ଊର୍ଜା ର ଉପୋଯୋଗ କରିଥାଏ ?

ଉତ୍ତର- ଚୀନ ।

5- ଭାରତରେ ପ୍ରଥମେ ସୂର୍ଯ୍ୟ କେଉଁଠି ଦେଖାଯାଏ ?

ଉତ୍ତର- ଅରୁଣାଚଳ ପ୍ରଦେଶ ।

6- ପୃଥିବୀ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଏପ୍ରିଲ 22 ।

7- ପାକିସ୍ତାନ ର ରାଷ୍ଟ୍ରୀୟ ଖେଳର ନାମ କଣ ?

ଉତ୍ତର- ହକି ।

8- କେଉଁ ଜୀବ ର ହାଡ ସବୁଠାରୁ ମଜବୁତ ହୋଇଥାଏ ?

ଉତ୍ତର- ବାଘ ।

9- ଭାରତର ନୋଟ କେତେ ଜାଗାରେ ଛପା ଯାଇଥାଏ ?

ଉତ୍ତର- 4ଟି ।

10- ଫାଶୀ ଦଣ୍ଡ କିଏ କ୍ଷମା କରିପାରିବେ ?

ଉତ୍ତର- ଏସିୟା ।

11- କେଉଁ ଫଳରେ 25% ପବନ ଥାଏ ?

ଉତ୍ତର- ସେଓ ।

12- ଭାରତର ଜଳିୟ ଜୀବ ର ନାମ କଣ ?

ଉତ୍ତର- ଡଲଫିନ ।

13- ଭାରତରେ କେଉଁ ନଦୀ କୁ ରକ୍ତ ର ନଦୀ ଭାବେ ଜନାଜାଏ ?

ଉତ୍ତର- ଲୋହିତ ନଦୀ ।

14- ଫଳ ଉତ୍ପାଦନ ରେ ଭାରତ ବିଶ୍ଵ ରେ କେଉଁ ସ୍ଥାନ ଅଛି ?

ଉତ୍ତର- ଦ୍ଵିତୀୟ ।

15- ଏମିତି କେଉଁ ଜୀବ ଅଛି ଯିଏ ଅକ୍ସିଜେନ ନେଇଥାଏ ଓ ଦେଇଥାଏ ?

ଉତ୍ତର- ଗାଈ ।

16- ମଣିଷର ମୋଟ କେତେ ପ୍ରକାରର ଦାନ୍ତ ଥାଏ ?

ଉତ୍ତର- 4ଟି ।

17- 1950 ଇ. ପୂର୍ବରୁ ଉତ୍ତର ପ୍ରଦେଶର ପୁରୁଣା ନାମ କଣ ଥିଲା ?

ଉତ୍ତର- ସଂଯୁକ୍ତ ପ୍ରାପ୍ତ ।

18- ଭାରତର କେଉଁ ରାଜ୍ୟରେ କେବଳ 2ଟି ଜିଲ୍ଲା ଅଛି ?

ଉତ୍ତର- ଗୋଆ ।

19- ଦିଲ୍ଲୀ ଦେଶର ରାଜଧାନୀ କେବେ ହେଲା ?

ଉତ୍ତର- 1911 ଇ. ।

20- ଅମୃତଭଣ୍ଡା ସହ କଣ ଖାଇବା ଦ୍ଵାରା ମଣିଷ ମରିପାରେ ?

ଉତ୍ତର- ଲେମ୍ବୁ ।

Related Articles

Leave a Reply

Your email address will not be published. Required fields are marked *

Back to top button