ଆପଣଙ୍କର ପ୍ରକୃତ ପ୍ରେମ ଆପଣଙ୍କୁ କେଉଁଠାରୁ ମିଳିବ ? ଜାଣିବା ପାଇଁ ଚୟନ କରନ୍ତୁ କୌଣସି ଏକ ନମ୍ବର ! True Love

ଲାଇଫରେ ଲାଇଫ ପାର୍ଟନରଟିଏ ମଧ୍ୟ ନିହାତି ଦରକାର ହୋଇଥାଏ । ଯାହା ସହିତ ନିଜର ସମୟ ବିତେଇବା ଦ୍ଵାରା ଆପଣଙ୍କର ଲାଇଫ ଆହୁରି ମଧ୍ୟ ଭଲ ହୋଇଯାଇଥାଏ । ତେବେ ଯଦି ଆପଣ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବି ସିଙ୍ଗିଲ ରହିଛନ୍ତି । ତେବେ ଆମେ ଆପଣଙ୍କୁ କହିବୁ । ଆପଣଙ୍କର ପ୍ରକୃତ ପ୍ରେମ କେଉଁଠାରୁ ପାଇବେ । କିଏ ଆଗାମୀ ସମୟରେ ଆପଣଙ୍କର ଲାଇଫପାର୍ଟନର ହେବା ପାଇଁ ଯାଉଛନ୍ତି । ତେବେ ଏଥିପାଇଁ ଆପଣଙ୍କୁ 1, 2, 3, 4 ଓ 5 ଏହି ନମ୍ବର ମଧ୍ୟରୁ କୌଣସି ମଧ୍ୟ ଏକ ନମ୍ବରକୁ ହୃଦୟରୁ ବାଛି ନିଅନ୍ତୁ । ଆପଣଙ୍କ ଲଭ ପାର୍ଟନର କିଏ ହେବେ ? ଏହି ଲଭ କୁଇଜ ମାଧ୍ୟମରୁ ଜାଣନ୍ତୁ ।
1-ଆପଣଙ୍କର ସ୍କୁଲମେଟ ହିଁ ଆପଣଙ୍କର ଲଭପାର୍ଟନର ହେବ । ସ୍କୁଲ ସମୟରେ ଯିଏ ଆପଣଙ୍କର କ୍ରଶ ଥିଲେ । ଯାହାଙ୍କୁ ଆପଣ ବହୁତ ଲାଇକ୍ କରନ୍ତି । ସେ ହିଁ ଆପଣଙ୍କର ଲଭ ହେବାକୁ ଯାଉଛନ୍ତି । ସ୍କୁଲରେ ହିଁ ଆପଣଙ୍କର ଲଭଶିପ ଆରମ୍ଭ ହେବ ।
2-ଆପଣଙ୍କର ପ୍ରେମ ପାର୍କର ଏକ ଦେଖାରୁ ହିଁ ଆରମ୍ଭ ହେବ । ଯାହା ପାଇଁ ଏତେ ଦିନ ଧରି ଆପଣ ଅପେକ୍ଷାରେ ରହିଛନ୍ତି । ସେ ଆପଣଙ୍କୁ ପାର୍କ ଠାରେ ହିଁ ଦେଖିବାକୁ ମିଳିବେ । ଯାହାକୁ ଦେଖିସାରିଲା ପରେ ତାଙ୍କ ସହ ଆପଣଙ୍କର ପ୍ରେମ ହୋଇଯିବ ।
3-ଆପଣଙ୍କୁ ଆପଣଙ୍କର ଟୃ ଲଭ ସାଙ୍ଗର ଜନ୍ମଦିନ ପାର୍ଟିରେ ହିଁ ମିଳିବ । ସାଙ୍ଗର ବାର୍ଥ ଡେ’ ପାର୍ଟିରେ ହିଁ ଆପଣ ଆପଣଙ୍କର ଲଭ ଲାଇଫ ପାର୍ଟନରକୁ ଖୋଜି ପାଇଯିବେ । ଯାହାଙ୍କୁ ଥରେ ଦେଖିକି ତାଙ୍କୁ ପ୍ରେମ କରି ବସିଯିବେ ।
4-ଆପଣଙ୍କୁ ଆପଣଙ୍କର ପ୍ରେମ ପାଖ ପଡୋଶୀରୁ ହିଁ ମିଳିଯିବ । ଯାହାଙ୍କ ଘର ଆପଣଙ୍କ ଘର ଆଖପାଖରେ ହିଁ ହୋଇଥିବ । ପଡୋଶୀ ସମ୍ପର୍କରୁ ହିଁ ତାଙ୍କ ସହ ଆପଣଙ୍କର ଲଭଶିପ ଆରମ୍ଭ ହୋଇଯିବ । ସେ ହିଁ ଆପଣଙ୍କର ଲଭ ପାର୍ଟନର ହେବାକୁ ଯାଉଛନ୍ତି ।
5-ଏହି ନମ୍ବରକୁ ବାଛିଥିବା ବ୍ୟକ୍ତିଙ୍କୁ କହିବାକୁ ଯାଉଛୁ । ଯେ ଆପଣଙ୍କୁ ଆପଣଙ୍କର ପ୍ରେମର ସାଥି ଆପଣଙ୍କର କଲେଜରୁ ହିଁ ମିଳିବା ପାଇଁ ଯାଉଛନ୍ତି । ଯାହାଙ୍କୁ ଆପଣ କଲେଜ ପାଠ ପଢା ସମୟ ମଧ୍ୟରେ ହିଁ ଭଲ ପାଇ ବସିଯିବେ । ସେଠାରୁ ଆପଣ ଉଭୟଙ୍କ ମଧ୍ୟରେ ଲଭ ଆରମ୍ଭ ହୋଇଯିବ ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ବହୁ ମାତ୍ରାରେ କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଆପଣଙ୍କର ଟୃ ଲଭ ଆପଣଙ୍କୁ କେଉଁଠାରୁ ମିଳିଲା ? ଆମକୁ କମେଣ୍ଟ କରିକି ନିହାତି ଜଣାନ୍ତୁ । ଧନ୍ୟବାଦ