ବିଚାର

କେଉଁ କାରଣ ପାଇଁ କାର୍ଯ୍ୟରେ ସଫଳତା ମିଳୁନାହିଁ, ବାଛନ୍ତୁ କୌଣସି ଏକ ମାଠିଆ ! ଜାଣନ୍ତୁ ଏହା ପଛର ରହସ୍ୟ ! Tarot Reading

ସମସ୍ତ ବ୍ୟକ୍ତି ନିଜ ଜୀବନରେ ଖୁସିରେ ରହିବାକୁ ଇଛା କରିଥାନ୍ତି । ସେଥିପାଇଁ ସେମାନେ ବହୁ ପରିଶ୍ରମ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଚାହିଁଥାନ୍ତି । ଜୀବନରେ ଉନ୍ନତି ସୋପାନରେ ଚଢିବାକୁ ମନରେ ଆଗ୍ରହ ମଧ୍ୟ ରଖିଥାନ୍ତି । ହେଲେ ଯଦି ଆପଣଙ୍କ କୌଣସି କାମ କରୁ କରୁ ବିଗିଡି ଯାଉଛି । ଯେଉଁ କାମ ଆରମ୍ଭ କରୁଛନ୍ତି । ସେଥିରେ ସଫଳତା କୌଣସି କାରଣରୁ ପାଉନାହାନ୍ତି । ତେବେ ଏପରି ଆପଣଙ୍କ ସହ କାହିଁକି ଘଟୁଛି ? ତାହା ଆମେ ଆପଣଙ୍କୁ କହିବୁ । ସେଥିପାଇଁ କିନ୍ତୁ ଆପଣଙ୍କୁ 1 ଓ 2 ମଧ୍ୟରୁ କୌଣସି ଏକ ନମ୍ବରକୁ ବାଛିବାକୁ ପଡିବ ।

1-ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ଆପଣ ପାଠ ଅଧିକ ପଢନ୍ତୁ ଅବା ନପଢିଥାନ୍ତୁ । ହେଲେ ଆପଣ ଜୀବନରୁ ବହୁତ କିଛି ଶିକ୍ଷା ପାଇଛନ୍ତି । ହେଲେ ଆପଣଙ୍କର ଅନେକ ସାରା କାମ ଆରମ୍ଭ କରିବା ପୂର୍ବରୁ ହିଁ ବିଗିଡି ଯାଇଥାଏ । ଯାହା କିଛି ଦିନ ପୂର୍ବରୁ କରିବେ ବୋଲି ଭାବିଥିଲେ । ତାହା କିଛି ଦିନ ପରେ କରିବା ପାଇଁ ଆଗ୍ରହ କମିଯାଉଛି । ତେବେ ଆପଣ ନିଜର ମାନକୁ ସର୍ବ ପ୍ରଥମେ ନିଜର କଣ୍ଟ୍ରୋଲକୁ ଆଣିବା ଆଣିବା ପାଇଁ ଚେଷ୍ଟା କରନ୍ତୁ । ଘରେ ଥିବା ବଡ ବଡ ଗୁରୁଜନଙ୍କ କଥା ମାନନ୍ତୁ ।

ତାଙ୍କର ଆଦେଶକୁ ଅବମାନନା କରନ୍ତୁ ନାହିଁ । ଜୀବନରେ ଖୁସିରେ ଥିବା ସମୟରେ ପୁରୁଣା ଦିନ ମାନଙ୍କରେ ଘଟି ଯାଇଥିବା ଅତୀତର ପୁରୁଣା କଥାକୁ ବାବିକି ବର୍ତ୍ତମାନର ଭଲ ସମୟକୁ ନଷ୍ଟ କରନ୍ତୁ ନାହିଁ । ତେବେ ଏହି ସବୁ କଥା ଉପରେ ଯଦି ଅଧିକ ଧ୍ୟାନ ଦେବେ । ତେବେ ଆପଣଙ୍କ ଆରମ୍ଭ କରିଥିବା ଅନେକ କାର୍ଯ୍ୟରେ ବହୁ ଶୀଘ୍ର ସଫଳତା ମିଳିବ ।

2-ଆପଣ ନିରୀହ ସ୍ଵଭାବର ବ୍ୟକ୍ତିତ୍ବଟିଏ ଅଟନ୍ତି । ଆପଣ ଯେତେ ଶୀଘ୍ର ଖୁସି ହୋଇଯାଇଥାନ୍ତି । ସେତେ ଶୀଘ୍ର ଦୁଃଖୀ ମଧ୍ୟ ହୋଇଯାଇଥାନ୍ତି । ଆପଣ ଭାବନ୍ତି । ଯେ କେବଳ ଆପଣଙ୍କ ଲାଇଫରେ ହିଁ ବହୁତ ସାରା ଦୁଃଖ ରହିଛି । ସେଥିପାଇଁ ଅନେକ ସମୟରେ ଆପଣ ବହୁତ ଉଦାଶ ହୋଇକି ରହିଥାନ୍ତି । ଯାହା ଚାହୁଁଛନ୍ତି ତାହା କରିପାରୁନାହାନ୍ତି ବୋଲି ମାନରେ ଦୁଃଖ ମଧ୍ୟ ରହିଛି । ହେଲେ ସର୍ବ ପ୍ରଥମେ ନିଜର ଭାବନାକୁ ପଜିଟିଭ କରନ୍ତୁ ।

କାରଣ ଅନେକ ସମୟରେ ଆମେ ଯଦି ଭଲ ଭାବିବା, ତେବେ ଆମ ପାଇଁ ସବୁକିଛି ଭଲ ଭଲ ହିଁ ହୋଇବ । ଆପଣ ଯଦି ମ୍ୟାରେଜ କରିଛନ୍ତି । ତେବେ ଆପଣଙ୍କର ପାର୍ଟନର ଆପଣଙ୍କର ପ୍ରତି ଲୋୟାଲ ଅଟନ୍ତି । ଯେଉଁ ମାନେ ସିଙ୍ଗିଲ ଅଛନ୍ତି । ତାଙ୍କ ଲାଇଫରେ ତାଙ୍କ ଲଭ ଆସିବା ପରେ ତାଙ୍କ ଲାଇଫରେ ଏକ ପରିବର୍ତ୍ତନ ଆସିଯିବ । ଯାହା ତାଙ୍କୁ ବହୁତ ଖୁସି ଦେବାକୁ ଯାଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button