ମନୋରଞ୍ଜନ

20+ GK Quiz- କ୍ଷେତ ରେ ସବୁଜ ହୋଇଥାଏ, ବଜାରରେ କଳା ହୋଇଥାଏ, ଘରେ ଆସିଲେ ନାଲି ଦେଖାଯାଏ, କୁହ ତାହା କଣ ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

1- ମଣିଷର ଆଖି କେତେ ଦୂର ଯାଏଁ ଦେଖିପାରେ ?

ଉତ୍ତର- 20 କିମି ।

2- ମଶା କେତେ ଦୂର ଯାଏଁ ଉଡିପାରେ ?

ଉତ୍ତର- 50 ଫୁଟ ।

3- ପୁରା ଦୁନିଆରେ କେତୋଟି ଦେଶ ଅଛି ?

ଉତ୍ତର- 195ଟି ।

4- ଭାରତରେ ମୋଟ କେତୋଟି ଭାଷା କୁହାଯାଏ ?

ଉତ୍ତର- 122ଟି ।

5- ଇଂରେଜ ମାନେ ଭାରତରେ କେତେ ବର୍ଷ ଶାସନ କରିଥିଲେ ?

ଉତ୍ତର- 200 ବର୍ଷ ।

6- ମଣିଷର ମସ୍ତିସ୍କରେ କେତେ ପ୍ରତିଶତ ପାଣି ଅଛି ?

ଉତ୍ତର- 80% ।

7- ଇଣ୍ଡିଆ ଗେଟର ନିର୍ମାଣ କେବେ ହୋଇଥିଲା ?

ଉତ୍ତର- 1921 ରେ ।

8- ବୁଢିଆଣୀର କେତୋଟି ଗୋଡ ଥାଏ ?

ଉତ୍ତର- 8ଟି ।

9- ହାୱାଇ ଜାହାଜର ସନ୍ଧାନ କେଉଁ ଦେଶ କରିଥିଲା ?

ଉତ୍ତର- ଆମେରିକା ।

10- ଗୋଲାପ କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ?

ଉତ୍ତର- ଇରାନ ।

11- ମଣିଷ ତା ଜୀବନରେ କେତେ ସମୟ ଶୋଇବାରେ ବିତାଇ ଦେଇଥାଏ ?

ଉତ୍ତର- 25 ବର୍ଷ ।

12- ଭାରତର ସବୁଠୁ ସୁରକ୍ଷିତ ନାଗରିକ କିଏ ?

ଉତ୍ତର- ପ୍ରଧାନମନ୍ତ୍ରୀ ।

13- ଭାରତର ପ୍ରଥମ ରାଜ୍ୟର ନାମ କଣ ?

ଉତ୍ତର- ବିହାର ।

14- କେଉଁ ପକ୍ଷୀ କ୍ଷୀର ରୁ ପାଣିକୁ ଅଲଗା କରିପାରେ ?

ଉତ୍ତର- ହଂସ ।

15- ଭାରତର ରାଷ୍ଟ୍ରୀୟ ବହି ର ନାମ କଣ ?

ଉତ୍ତର- ସମ୍ବିଧାନ ।

16- ରାତିରେ ଆକାଶରେ କେଉଁ ଗ୍ରହ ନାଲି ଦେଖାଯାଏ ?

ଉତ୍ତର- ମଙ୍ଗଳ ଗ୍ରହ ।

17- କେଉଁ ଗୁରୁଙ୍କୁ ଇଂରେଜ ମାନେ ଫାଶୀ ଦେଇଥିଲେ ?

ଉତ୍ତର- ଗୁରୁ ତେଜ ବାହାଦୁର ।

18- ଭାରତର ସବୁଠୁ ଧନୀ ଗାଁ ର ନାମ କଣ ?

ଉତ୍ତର- ମଧୁପୁର ।

19- ନକଲି ସୁନା କାହାକୁ କୁହାଯାଏ ?

ଉତ୍ତର- ଆଇରନ ଅକ୍ସାଇଡ ।

20- କେଉଁ ଠାରେ ଦିନରେ ମଧ୍ୟ ତାରା ଦେଖାଯାଏ ?

ଉତ୍ତର- ଅନ୍ତରିକ୍ଷ ।

21- ଭାରତରେ ସୁନାର ଖଣି କେଉଁଠି ଅଛି ?

ଉତ୍ତର- କୋଲାର ।

22- କ୍ଷେତ ରେ ସବୁଜ ହୋଇଥାଏ, ବଜାରରେ କଳା ହୋଇଥାଏ, ଘରେ ଆସିଲେ ନାଲି ଦେଖାଯାଏ । କୁହ ତାହା କଣ ?

ଉତ୍ତର- ଚା ପତି ।

Related Articles

Leave a Reply

Your email address will not be published. Required fields are marked *

Back to top button