GK- ଲିପଷ୍ଟିକ ରେ କେଉଁ ପଶୁ ର ଚର୍ବି ମିଶା ଯାଇଥାଏ ? ଏହା ସହ ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।
ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।
1- ଏମିତି କେଉଁ ପ୍ରାଣୀ ଅଛି ଯିଏ ନର ରୁ ପୁରୁଷ ବନି ଯାଇଥାଏ ?
ଉତ୍ତର- ଅକ୍ଟୋପସ ।
2- ଗୋଟେ ପ୍ୟାସେଆଞ୍ଜର ଏରୋପ୍ଳେନ ରେ କେତେ ଜଣ ବସିପାରେ ?
ଉତ୍ତର- 853 ଜଣ ।
3- ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଥମ ଗଭର୍ଣ୍ଣର କିଏ ଥିଲେ ?
ଉତ୍ତର- ଓସ ବାର୍ଣ୍ଣ ସ୍ମିଥ ।
4- ଦୁନିଆରେ ସବୁଠାରୁ ଅଧିକ କେଉଁ କମ୍ପାନୀ ର ମୋବାଇଲ ବିକ୍ରି ହୋଇଥାଏ ?
ଉତ୍ତର- ଶ୍ୟାମସଙ୍ଗ ।
5- ସିଂହ ର ମୁହଁ ରେ କେତୋଟି ଦାନ୍ତ ଅଛି ?
ଉତ୍ତର- 42ଟି ।
6- ମାଙ୍କଡ ର କେତୋଟି ହୃଦୟ ଅଛି ?
ଉତ୍ତର- ଗୋଟେ
7- ମଣିଷର ଆଖି କେତେ ମେଗାପିକ୍ସଲ ହୋଇଥାଏ ?
ଉତ୍ତର- 576 ।
8- ମଣିଷର ମୁଣ୍ଡର ଓଜନ କେତେ ହୋଇଥାଏ ?
ଉତ୍ତର- 1200 ଗ୍ରାମ ।
9- ତାଜମହଲର ଉଚ୍ଚତା କେତେ ?
ଉତ୍ତର- 73 ମିଟର ।
10- କପଡାର ଆବିଷ୍କାର କେତେ ବର୍ଷ ପୂର୍ବେ ହୋଇଥିଲା ?
ଉତ୍ତର- 30 ହଜାର ବର୍ଷ ।
11- ରତନ ଟାଟା ପାଖରେ କେତେ ଟଙ୍କା ଅଛି ?
ଉତ୍ତର- 77 କୋଟି ମିଲିୟନ ।
12- ରାଜସ୍ଥାନର ମୋଟ ଜନସଂଖ୍ୟା କେତେ ?
ଉତ୍ତର- 8 କୋଟି ।
13- ଆର୍ମୀ ପାଇଁ କେତେ ଓଜନ ହେବା ଆବଶ୍ୟକ ?
ଉତ୍ତର- 50 କିଲୋ ।
14- ଭାଇରସକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ବିଶାଣୁ ।
15- କେଉଁ ଦେଶରେ ଟ୍ରେନ ବାଦଲ ଉପରେ ଚାଲିଥାଏ ?
ଉତ୍ତର- ଆର୍ଜେଣ୍ଟିନା ।
16- ଏମିତି କେଉଁ ଜିନିଷ ଅଛି ଯାହା ପାଣିରେ ବି ଜଳିଥାଏ ?
ଉତ୍ତର- ସୋଡିୟମ ।
17- ଭାରତରେ ମୋଟ କେତୋଟି ରେଲୱେ ଷ୍ଟେସନ ଅଛି ?
ଉତ୍ତର- 8326 ।
18- ଭାରତରେ ଇଣ୍ଟରନେଟର ଆରମ୍ଭ କେଉଁ କମ୍ପାନୀ କରିଥିଲା ?
ଉତ୍ତର- BSNL ।
19- ଆମ୍ବୁଲାନ୍ସ କୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ରୋଗୀ ବାହନ ।
20- ସୁନା ତିଆରି ସମୟରେ କଣ ମିଶା ଯାଇଥାଏ ?
ଉତ୍ତର- ତମ୍ବା ।
21- ଲିପଷ୍ଟିକ ରେ କେଉଁ ପଶୁ ର ଚର୍ବି ମିଶା ଯାଇଥାଏ ?
ଉତ୍ତର- ଘୁଷୁରି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।