କମ କଥା କହୁଥିବା ଲୋକଙ୍କ ମଧ୍ୟରେ ଥାଏ ଏହି 8ଟି ଖାସ ଗୁଣ, ଦେଖନ୍ତୁ ଆପଣଙ୍କ ଭିତରେ ଅଛି କି ଏହି ଗୁଣ ?

ନମସ୍କାର ବନ୍ଧୁଗଣ ତେବେ କଣ ଆପଣ କମ କଥା କହୁଛନ୍ତି କଣ ଆପଣଙ୍କୁ ଲାଗୁଛି କି ଆପଣଙ୍କର କମ କଥା ଯୋଗୁ ଆପଣଙ୍କର ବନ୍ଧୁ ମାନଙ୍କ ସାମ୍ନାରେ ଅପମାନିତ ହେଉଛନ୍ତି । କଣ ଆପଣ କମ କହୁଥିବା କାରଣରୁ ନିଜର କମଜୋରି ବୋଲି ଭାବୁଛନ୍ତି କଣ ଆପଣ ଭାବୁଛନ୍ତି କି କମ କହୁଥିବା କାରଣରୁ ଆପଣ ନିଜ ସାଙ୍ଗ ମାନଙ୍କ ପଛରେ ରହିଗଲେ ।
ତେବେ ଅଧିକାଂଶ ଥର ଆମେ ଆମର ମାତା ପିତା ସାଙ୍ଗ ସାଥି ସମ୍ପର୍କୀୟଙ୍କ ଠାରୁ ଏହା ଶୁଣି ଥିବା କି ଆମର କମ କହିବା କାରଣରୁ ଆମେ ଆମର ଆସୁଥିବା ଜୀବନରେ ବହୁତ ସାରା ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଆମେ ନୂଆ ଲୋକଙ୍କ ସହ ମିଶିବା ତାଙ୍କ ସହିତ କଥା ହେବା ବହୁତ ଜରୁରୀ ଅଟେ । ଆଜିର ଏହି ପୋଷ୍ଟରେ ଏହି ବିଷୟରେ ଜାଣିବା । କମ କହିବା ଆପଣଙ୍କର କମଜୋରି ନୁହେଁ ବରଂ ଏହା ଆପଣଙ୍କର ସବୁଠୁ ବଡ଼ ଷ୍ଟ୍ରେନ୍ଥ । ଯଦି ଆପଣ କମ କୁହନ୍ତି ତ ସମ୍ଭାବନା ଅଛି କି ଆପଣଙ୍କ ମଧ୍ୟରେ ସେହି ସବୁ ଗୁଣ ରହିଛି ଯାହା ଆପଣଙ୍କୁ ଜୀବନରେ ସଫଳ ବନେଇବାରେ ଆପଣଙ୍କର ବହୁତ ସାହାର୍ଯ୍ୟ କରିବ ।
ପ୍ରଥମ ଗୁଣ । ସେମାନେ ସେତିକି ହିଁ କୁହନ୍ତି ଯେତିକି ଜରୁରୀ ଅଟେ । ଆମେ ଅଧିକାଂଶ ଥର ଦେଖିଥିବା କି କିଛି ଲୋକ କେବେ କେବେ କିଛି ଏପରି କହିଦିଅନ୍ତି ଯାହା ତାଙ୍କୁ କହିବାର ନଥିଲା ଆଉ ପୁଣି ଥରେ ପଶ୍ଚାତାପ କରନ୍ତି । ଏହି ଜିନିଷ ଖୁବ କମ କଥା କହୁଥିବା ଲୋକଙ୍କ ସହ ହୋଇଥାଏ କାରଣ ଏହି ଲୋକମାନେ ସେତିକି ହିଁ କୁହନ୍ତି ଯେତିକି ଜରୁରୀ । ତେବେ ନିଜ ଭାବି ଚିନ୍ତି କହିବା ଗୁଣ କାରଣରୁ ଏମାନେ ଜାଣନ୍ତି କି କେଉଁଠି କେତିକି କହିବା ଉଚିତ । ଏହା ଦ୍ବାରା ଏମାନଙ୍କ ଜୀବନରେ ସୁନ୍ଦର ଭାବରେ ରହିଥାଏ । ମନୁଷ୍ୟକୁ କେବଳ କହିବା ଶିଖିବା ପାଇଁ ୨ ବର୍ଷ ଲାଗେ କିନ୍ତୁ କେଉଁଠି କଣ କହିବା ଶିଖିବାରେ ପୁରା ଜୀବନ ପଳେଇ ଯାଏ ।
ଦ୍ୱିତୀୟ ଗୁଣ । ସେମାନେ ଜିନିଷକୁ ଆଉ ନିଜକୁ ଗଭୀରତାକୁ ବୁଝିଥାନ୍ତି । ଏପରି ଲୋକ ଯେଉଁମାନେ କମ କୁହନ୍ତି ସେମାନେ ଶାନ୍ତ ମାଇଣ୍ଡରେ କିଛି ନଦେଖି ସବୁ ଜିନିଷକୁ ପ୍ରଥମରୁ ହିଁ ବହୁତ ଗଭୀରତାରୁ ବୁଝିଥାନ୍ତି ଆଉ ଏହା ପରେ ହିଁ କୌଣସି ପ୍ରତିକ୍ରିୟା କରନ୍ତି ଏପରି ଲୋକ ନିଜର ଗୁଣ ଦ୍ୱାରା କମି ରହିଥିବା ଜିନିଷକୁ ଦୂର କରନ୍ତି । ଯେପରି ରତନ ଟାଟାଙ୍କ ଉଦାହରଣ ଦ୍ୱାରା ଦେଖାଯାଏ ସେ ଏଠି ସେଠି ସବୁ ଜାଗାରେ କମ କହୁଥିବା ଦେଖାଯାଏ କିନ୍ତୁ ସେ ଯେତେବେଳେ କୁହନ୍ତି ତ ଏପରି କଥା କୁହନ୍ତି କି ଲୋକେ ତାଙ୍କର କାମ ଏବଂ କଥାରେ ମୋହିତ ହୋଇଯାଆନ୍ତି ।
ତୃତୀୟ ଗୁଣ । ସେମାନେ ବହୁତ ଚିନ୍ତାରେ ରୁହନ୍ତି । କମ କହୁଥିବା ଲୋକେ ନିଜ ଜୀବନରେ ବହୁତ ଚିନ୍ତାରେ ରୁହନ୍ତି । ଏହି କାରଣରୁ ସେମାନେ ଯାହାବି କରନ୍ତି ସେହି କାମରେ ସଫଳ ହୁଅନ୍ତି । ଏମାନେ ବିନା କୌଣସି ବାଧାରେ ପୁରା ଧ୍ୟାନର ସହିତ କାମକୁ ସମୟ ଅନୁସାରେ ପୁରା କରନ୍ତି ବାକି ଅନ୍ୟ କୌଣସି ଜରୁରୀ କାମରେ ତାଙ୍କ ପାଖରେ ସମୟ ରହିବ ।
ଚତୁର୍ଥ ଗୁଣ । ସେମାନେ ବହୁତ ଦାୟିତ୍ୱବାନ ହୋଇଥାନ୍ତି । ଅଧିକ କହିବା ଆମର ଚିନ୍ତା କରିବାର ସୀମିତ କରିଦିଏ କିନ୍ତୁ କମ କହିବା ଆମର ଚିନ୍ତା କରିବାର ବିସ୍ତାର କରିଥାଏ । ଯେଉଁମାନେ କମ କଥା କୁହନ୍ତି ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ସମସ୍ତଙ୍କର କଥାକୁ ବହୁତ ଧ୍ୟାନରେ ଶୁଣନ୍ତି । ଆଉ ପୁରା କଥା ଶୁଣିବା ପରେ ହିଁ ବହୁତ ଚିନ୍ତା କରି ତାହାର ଉତ୍ତର ଦିଅନ୍ତି । ଏମାନେ ସମସ୍ତଙ୍କର କଥାକୁ ବହୁତ ଭଲ ଭାବରେ ବୁଝି କଥା କହିଥାନ୍ତି ଆଉ ସାଥ ଦେଇଥାନ୍ତି । ଆଉ ଠିକ ମାର୍ଗ ମଧ୍ୟ ଦେଖାଇବେ ।
ପଞ୍ଚମ ଗୁଣ । ସେମାନେ ସମୟକୁ ବର୍ବାଦ କରନ୍ତି ନାହିଁ । ସେମାନେ ଚୁପ ରୁହନ୍ତି । ସେମାନେ ଜାଣନ୍ତି କି କେଉଁଠି କଣ ରହିବାର ଅଛି । କମ କହିଥିବା ଲୋକ ଜାଣନ୍ତି କି କଣ କହିବା ଉଚିତ ଅଟେ ଆଉ ଏଥିପାଇଁ ସେମାନେ ବେକାର କଥାରେ ନିଜର ମୂଲ୍ୟବାନ ସମୟକୁ ନଷ୍ଟ କରନ୍ତି ନାହିଁ । ସେମାନେ ସବୁବେଳେ ସମୟର ଠିକ ଉପଯୋଗ କରନ୍ତି ।
ଷଷ୍ଠ ଗୁଣ । ଏମାନେ ବହୁତ ବୁଦ୍ଧିମାନ ଅଟନ୍ତି । କାରଣ ସେମାନେ କିଛି ବି କହିବା କରିବା ଆଗରୁ କେତେ ଥର ଭାବନ୍ତି । ଏପରି ଲୋକ କୌଣସି ବି କାମକୁ କରିବା ପୂର୍ବରୁ ତା ସହିତ ଯୋଡି ହୋଇ ରହିଥିବା କଥାକୁ ମାଇଣ୍ଡରେ ଭାବନ୍ତି । ଆଉ ତାକୁ ପରୀକ୍ଷା କରନ୍ତି । ତା ପରେ ହିଁ କୌଣସି ପ୍ରତିକ୍ରିୟା କରନ୍ତି । ସେମାନେ ସବୁବେଳେ ତର୍କ କରିବାକୁ ବସନ୍ତି । ଏଥିପାଇଁ କୁହାଯାଏ ତର୍କ କରୁଥିବା ଲୋକ ମଧ୍ୟରୁ କେହି ଯଦି ଜଣେ ମୌନ ରହେ ତ ଝଗଡା ହୁଏନାହିଁ ।
ସପ୍ତମ ଗୁଣ । ସେମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଯେଉଁମାନେ କମ କୁହନ୍ତି ସେମାନେ ବହୁତ କ୍ୟାରିଂ ଏବଂ ହୃଦୟରୁ ଭଲ ମନୁଷ୍ୟ ହୋଇଥାନ୍ତି । ଏମାନେ କେବେବି କାହାରିକୁ ଦୁଃଖ ଦେଇନଥାନ୍ତି । ଏଥିପାଇଁ ଏମାନେ କୌଣସି ବି ଏମିତି କଥା ଏବଂ କାମ କରନ୍ତି ନାହିଁ ଯାହା ଦ୍ୱାରା ଅନ୍ୟକୁ କଷ୍ଟ ହେବ । ଏହି ଲୋକମାନେ ଅନ୍ୟର ଭାବନାକୁ ବହୁତ ଭଲ ଭାବରେ ବୁଝନ୍ତି ଆଉ ବହୁତ ମହତ୍ୱ ମଧ୍ୟ ଦିଅନ୍ତି ।
ଅଷ୍ଟମ ଗୁଣ । ସେମାନେ ଏକ ଭଲ ସ୍ରୋତା ଏବଂ ସହନଶୀଳତା ବ୍ୟକ୍ତି ହୋଇଥାନ୍ତି । ସେମାନେ ଅନ୍ୟର କଥାକୁ ଧୀର ଭାବରେ ଶୁଣନ୍ତି ଏବଂ ତାଙ୍କର ସମାଧାନର ଇଜତ ମଧ୍ୟ କରନ୍ତି । ଆଉ ଅଧିକ କଥା କହୁଥିବା ଲୋକମାନେ ଏହାର ଓଲଟା ହିଁ କରିଥାନ୍ତି । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ ଲରନ୍ତୁ ।