ଦୁନିଆର କେଉଁ ଦେଶରେ ଧଳା ସେଓ ଦେଖିବାକୁ ମିଳିଥାଏ ? 15+ JK Question with Answer

ଦୁନିଆରେ ବହୁତ ସାରା କଥା ଜାଣିବା ପାଇଁ ରହିଛି । ଯେଉଁ ସବୁ ଜ୍ଞାନ ବିଷୟରେ ଜାଣିବା ଦ୍ଵାରା ବ୍ୟକ୍ତିର ଦେଶ ବିଦେଶ ବିଷୟରେ ବହୁତ କିଛି ବୁଦ୍ଧି ହୋଇଥାଏ । ସେଥିପାଇଁ ଆମେ ଆପଣଙ୍କ ପାଇଁ ଦୁନିଆର କିଛି ବଛା ବଛା ଜ୍ଞାନପୂର୍ଣ୍ଣ କଥା ନେଇକି ଆସିଛୁ । ଯାହା ଆପଣଙ୍କୁ ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ କହିବା ପାଇଁ ଯାଉଛୁ । ତେବେ ଚାଲନ୍ତୁ ସେହି ସମସ୍ତ କଥା ଆଲୋଚନା କରିବା ।
1-କେଉଁ ଜୀବ ଜିଏକି ଚନ୍ଦ୍ରମାର ପାଇବା ପାଇଁ କାନ୍ଦିଥାଏ ?
ଉତ୍ତର;- ଚକୋର ପକ୍ଷୀ ଜିଏକି ଚନ୍ଦ୍ରର ପ୍ରେମ ପାଇଁ କାନ୍ଦିଥାଏ ।
2-କେଉଁ ଦେଶର ନୋଟ ଉପରେ ଭଗବାନ ଗଣେଶଙ୍କ ଫୋଟ ରହିଛି ?
ଉତ୍ତର;- ଇଣ୍ଡୋନେସିଆର ନୋଟ ଉପରେ ଗଣେଶଙ୍କ ଫୋଟ ରହିଛି ।
3-କେଉଁ ଜୀବକୁ ସବୁ ଜିନିଷ 2 ଗୁଣା ଅଧିକ ବଡ ଦେଖା ଯାଇଥାଏ ?
ଉତ୍ତର;- ହାତୀକୁ ସବୁ ଜିନିଷ 2 ଗୁଣା ବଡ ଦେଖା ଯାଇଥାଏ ।
4-ମନୁଷ୍ୟର କେଉଁ ଅଙ୍ଗରେ ତେଜାବ ରହିଥାଏ ।
ଉତ୍ତର;- ମନୁଷ୍ୟର ମୂତ୍ରାଶୟରେ ତେଜାବ ରହିଥାଏ ।
5-ଗାନ୍ଧୀଜିଙ୍କର ବିବାହ କେଉଁ ବର୍ଷ ହୋଇଥିଲା ?
ଉତ୍ତର;- ଗାନ୍ଧୀଜୀଙ୍କର ବିବାହ 13 ବର୍ଷ ବୟସରେ ହୋଇଥିଲା ।
6-କେଉଁ ଜିନିଷ ଗରମ କରିବା ପରେ ଜମାଟ ବାନ୍ଧି ଯାଇଥାଏ ?
ଉତ୍ତର;- ଅଣ୍ଡା ଗରମ କରିବା ପରେ ଜମା ହୋଇଯାଇଥାଏ ।
7-କଳା ରଙ୍ଗର ଆଳୁ କେଉଁ ଦେଶରେ ରହିଛି ?
ଉତ୍ତର;- କଳା ରଙ୍ଗର ଆଳୁ ଆମେରିକା ଦେଶରେ ରହିଛି ।
8- କେଉଁ ଜୀବ ଜିଏକି କେବେ ରୋଗରେ ପଡି ନଥାଏ ?
ଉତ୍ତର;- ଶାର୍କ ଯାହାକୁ କେବେ ବି ରୋଗ ହୋଇନଥାଏ ।
9- କେଉଁ ସ୍ମାରକକୁ ଭାରତର ରାଷ୍ଟ୍ରୀୟ ସ୍ମାରକ କୁହାଯାଇଥାଏ ?
ଉତ୍ତର;- ଇଣ୍ଡିଆ ଗେଟକୁ ଭାରତର ରାଷ୍ଟ୍ରୀୟ ସ୍ମାରକ କୁହାଯାଇଥାଏ ।
10- ପଢିବା ଖବର କାଗଜକୁ କେଉଁ ଗଛରୁ ତିଆରି କରାଯାଇଥାଏ ?
ଉତ୍ତର;- ବାଉଁଶରୁ ପଢିବା ଖବର କାଗଜ ତିଆରି କରାଯାଇଥାଏ ।
11- ଇଂରେଜ ଲୋକ ମାନେ ଭାରତର କେଉଁଠାରେ ପ୍ରଥମ ଫାକଟ୍ରି କରିଥିଲେ ?
ଉତ୍ତର;- ସୁରାଟ ଠାରେ ପ୍ରଥମେ ଫାକଟ୍ରି ଇଂରେଜ ଲୋକ ମାନେ ବନାଇ ଥିଲେ ।
12- ତାଜମହଲକୁ ତିଆରି କରିବାକୁ କେତେ ସମୟ ଲାଗିଥିଲା ?
ଉତ୍ତର;- ତାଜମହଲକୁ ତିଆରି କରିବା ପାଇଁ 22 ବର୍ଷ ଲାଗିଯାଇଥିଲା ।
13- କେଉଁ ପଶୁର କ୍ଷୀର ବହୁତ ମହଙ୍ଗା ଅଟେ ?
ଉତ୍ତର;- ମାଈ ସିଂହର କ୍ଷୀର ବହୁତ ମହଙ୍ଗା ଅଟେ ।
14- କାଜୁ ସବୁଠାରୁ ଅଧିକ କେଉଁ ରାଜ୍ୟରେ କରାଯାଇଥାଏ ?
ଉତ୍ତର;- କେରଳରେ ସବୁଠାରୁ ଅଧିକ କାଜୁ ଉତ୍ପାଦନ କରାଯାଇଥାଏ ।
15-ଧଳା ସେଓ କେଉଁଠାରେ ଦେଖା ଯାଇଥାଏ ?
ଉତ୍ତର;- ଧଳା ସେଓ ଚୀନ ଦେଶରେ ଦେଖିବାକୁ ମିଳିଥାଏ ।
ଯଦି ଏହି ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥାଏ । ତେବେ ଏହିଭଳି ଅଧିକ ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ