ଛତିଶଗଡ ଚାହୁଁଥିଲା ବୁଢିଯାଉ ଓଡିଶା, କିନ୍ତୁ ଏବେ ସବୁ ପ୍ଳାନ ହୋଇଗଲା ଫେଲ୍, ହୀରାକୁଦ କର୍ତ୍ତୁପକ୍ଷଙ୍କ ରଣନୀତି ହେଲା ସଫଳ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମନ୍ଦ ଉଦେଶ୍ୟ ହେଇଛି ଅସଫଳ ଓ ଛତିଶଗଡର ପ୍ଳାନ ଉପରେ ପାଣି ଫୋପାଡିଛି ହୀରାକୁଦ ନଦୀବନ୍ଧ କର୍ତ୍ତୁପକ୍ଷ । ହଁ ଦର୍ଶକବନ୍ଧୁ 2019 ମସିହାରୁ ହିଁ ଛତିଶଗଡ ନିଜ ମୁତବକ କରିବାରେ ଲାଗିଥିଲେ ଏବଂ ହୀରାକୁଦର କୋଣସି ବୈଠକରେ ସାମିଲ ହେଉନଥିଲା । ହୀରାକୁଦ କର୍ତ୍ତୁପକ୍ଷରୁ ଅନେକ ଚିଠି ପଠାଯାଇଥିଲା କିନ୍ତୁ ଛତିଶଗଡ ଗୋଟିର ବି ଉତ୍ତର ଦେଉନଥିଲା ।
ଯାହାକୁ ନେଇ ହୀରାକୁଦ କର୍ତ୍ତୁପକ୍ଷ ଚିନ୍ତାଗ୍ରସ୍ତ ହୋଇଯାଇଥିଲା କାରଣ ଛତିଶଗଡ ହିଁ ଆମ ବନ୍ୟାଜଳକୁ ନିୟନ୍ତ୍ରଣ କରିଥାଏ ଏବଂ କୋଣସି ନିଷ୍ପତି ନେବା ପୂର୍ବରୁ ପୂର୍ବସୂଚନା ଦେଇ ଗେଟ୍ ଖୋଲିବାର ଦାୟିତ୍ଵ ନେଇଛି କିନ୍ତୁ ସେ ନିଜ ମନ ଇଛାରେ ଗେଟ୍ ଖୋଲିବା ଓଡିଶା ପ୍ରତି ବିପଦ ସାଝିଥିଲା । ମାତ୍ର ହୀରାକୁଦ ନଦୀବନ୍ଧ କର୍ତ୍ତୁପକ୍ଷ ତାହାର ମଦ ଉଦେଶ୍ୟ ଉପରେ ପକେଇ ଦେଲେ ପାଣି ।
ତେବେ ବନ୍ୟାପାଣି ନିୟନ୍ତ୍ରଣ କରିବା ପାଇଁ ହୀରାକୁଦ କର୍ତ୍ତୁପକ୍ଷ ପଥମେ 5 ଟି ପରେ ତିନୋଟି ଏବଂ 4 ଟି ଏଭଳି 12 ଟି ଗେଟ୍ ଖୋଲିବା ପରେ ମହାନଦୀ ପାଣି ବଢିବାକୁ ଲାଗିଥିଲା । ଯାହାକୁ ନେଇ ଲୋକମାନେ ଭୟ ପ୍ରକାଶ କରୁଥିଲେ ଏବଂ ହୀରାକୁଦ କର୍ତ୍ତୁପକ୍ଷ ମଧ୍ୟ କୋଣସି ଅଘଟଣ ଘଟିବାର ସମ୍ଭାବନା ରହିବା ବୋଲି ପୂର୍ବ ସୂଚନ ପ୍ରଦାନ କରୁଥିଲେ ।
ତେବେ ବଡ ଖୁସି ଖବର ହେଲା ହୀରାକୁଦ କର୍ତ୍ତୁପକ୍ଷ ଜଳକୁ ନିୟନ୍ତ୍ରଣ କରିଦେଇଛି ଏବଂ ଆଉ ଗେଟ୍ ଖୋଲିବନି ବୋଲି କହିଛନ୍ତି । ତେବେ ହୀରାକୁଦ କର୍ତ୍ତୁପକ୍ଷଙ୍କ ରଣନୀତି ଯୋଗୁଁ ଆଜି ମହାନଦୀ ପାଣି ନିୟନ୍ତ୍ରିତ ହୋଇଛି । ହୀରାକୁଦ କର୍ତ୍ତୁପକ୍ଷଙ୍କ କହିବା ଅନୁସାରେ ଛତିଶଗଡ ଓଡିଶାକୁ ବିପଦରେ ପକେଇବା ପାଇଁ ଦୀର୍ଘ ତିନି ବର୍ଷ ହେଲାଣି ଯୋଜନା କରୁଛି ତେଣୁ କରି କୋଣସି ତଥ୍ୟ ଦେଉନଥିଲା ।
ତେବେ ଛତିଶଗଡ 2019 ରୁ ହିଁ ଯେତେବେଳେ ଇଛା ହେଉଥିଲା ବିନା ସୂଚନା ଗେଟ୍ ଖୋଲିଦେଉଥିଲା ଯାହା ଦ୍ଵାରା ତଳିଆ ଅଞ୍ଚଳରେ ରହୁଥିବା ଲୋକେ ଆତଙ୍କିତ ରହୁଥିଲେ ।କାରଣ ରାଜ୍ୟ ଓ ରାଜ୍ୟ ମଧ୍ୟରେ ସମନୟ ରଖିବା କଥା ମାତ୍ର ଛତିଶଗଡ ମଧ୍ୟ ଚିନ୍ତାରେ ଏଭଳି କରୁଥିଲା ମାତ୍ର ଏବେ ତାହାର ସବୁ ପ୍ଲାନ୍ନକୁ ଫେଲ କଲେ ହୀରାକୁଦ କର୍ତ୍ତୁପକ୍ଷ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।