ଜୀବନଶୈଳୀ

ସ୍ତ୍ରୀର ଏହି ତିନୋଟି ଭୋକ ମେଣ୍ଟାଇବାରେ ଅସମର୍ଥ ହୁଅନ୍ତି ପୁରୁଷ…

ମୌଯ୍ୟ ଗୁପ୍ତର ପ୍ରତିଷ୍ଠାତା ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌଯ୍ୟ। ତେବେ ତାଙ୍କୁ ସଠିକ ମାର୍ଗ ଦେଖାଉଥିବା ଗୁରୁ ହେଉଛନ୍ତି ଚାଣକ୍ୟ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଚାଣକ୍ୟ ନିଜେ ଅନେକ ନୀତି ବାଣୀ ଲେଖିଛନ୍ତି ତେବେ ସେହି ପୁସ୍ତକର ନାମ ହେଉଛି ଅର୍ଥଶାସ୍ତ୍ର। ଯାହାକୁ ପଢିଲେ ଆପଣ ଅନେକ କଥା ଶିଖିବାକୁ ପାଇବେ। ଯେପରିକି କେଉଁ ମାର୍ଗରେ ଯିବା ଉଚିତ, କେଉଁମାନଙ୍କ ସହ ମିଶିବା ଉଚିତ ଏବଂ ଭବିଷ୍ୟତରେ କେଉଁ କେଉଁ ପଦକ୍ଷେପ ନେଲେ ଆମ ଜୀବନ ଉତ୍ତମ ହେବ ଆଦି ବିଷୟରେ ଆପଣ ଜାଣିବାକୁ ପାଇବେ। ତେବେ ଆଜି ସ୍ତ୍ରୀଙ୍କ ତିନୋଟି ଭୋକ ବିଷୟରେ କହିବାକୁ ଯାଉଛୁ ଯାହାକି ପୁରୁଷ ମାନେ ମେଣ୍ଟାଇବାରେ ଅସମର୍ଥ ହୋଇଥାନ୍ତି।

ଆପଣମାନେ ଜାଣିଥିବେ ଯେ ସ୍ତ୍ରୀ ଲୋକମାନଙ୍କୁ ସ୍ୱୟଂ ବ୍ରହ୍ମା ମଧ୍ୟ ଜାଣି ପାରି ନାହାଁନ୍ତି। ତେବେ ଆପଣ ଭାବୁଥିବେ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କହିବାର କାରଣ କଣ। ଆଜ୍ଞା ହଁ, ଏହା ପଛରେ କାରଣ ରହିଛି ଏବଂ ଯାହାକି ପ୍ରତ୍ୟେକ ପୁରୁଷ ଏହି ବିଷୟରେ ଜାଣିବା ଦରକାର। ଯଦି ଆମେ ଆମ ସ୍ତ୍ରୀଙ୍କୁ ଖୁସି ରଖୁଛେ ତେବେ ଆମ ସାଂସାରିକ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ। ଯଦି ତାଙ୍କୁ ଖୁସି ରଖିବାରେ ଅସଫଳ ହୁଅନ୍ତି ତେବେ ନିଶ୍ଚିତ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଶାସ୍ତ୍ର ରେ ଅଛି ଯେ ସ୍ତ୍ରୀଙ୍କର ଏହି ତିନୋଟି ଭୋକ କୌଣସି ପୁରୁଷ ମେଣ୍ଟାଇ ପାରେ ନାହିଁ। ଏହି ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ।

ପ୍ରଥମେ ହେଉଛି ସିଙ୍ଗର ମହିଳା। ତେବେ ଆପଣମାନେ ଭଲ ଭାବରେ ଜାଣିଛନ୍ତି ଯେ ମହିଳାମାନେ ସଜବାଜ ହେବା ପାଇଁ ଅଧିକ ଭଲ ପାଆନ୍ତି। ସେଥିପାଇଁ ଅଧିକ ସମୟ ମଧ୍ୟ ନେଇଥାନ୍ତି। ସବୁବେଳେ ଅଧିକ ସିଙ୍ଗାର କରିବା ପାଇଁ ଇଚ୍ଛା ରଖିଥାନ୍ତି ଏହା ମହିଳା ମାନଙ୍କର ସର୍ବଶ୍ରେଷ୍ଟ ଭୋକ ଅଟେ।

ଦ୍ଵିତୀୟରେ ସମ୍ଭୋଗ:- ମହିଳା ମାନଙ୍କର ସମ୍ଭୋଗ ପ୍ରତି ଆଗ୍ରହ ପୁରୁଷ ମାନଙ୍କ ଅପେକ୍ଷା ଢେର ଅଧିକ ରହିଥାଏ। ବିବାହ ପରେ ହେଉ ଅବା ପୂର୍ବରୁ ସେମାନଙ୍କ ଇଚ୍ଛା ଶକ୍ତି ପୁରୁଷ ଙ୍କ ତୁଳନାରେ ବହୁଗୁଣା ଅଧିକ ରହିଥାଏ। ଯାହାକି କୌଣସି ପୁରୁଷ ଏହି ଭୋକ ମେଣ୍ଟାଇବାରେ ସମର୍ଥ ହୋଇ ପାରନ୍ତି ନାହିଁ। ଯେଉଁ କାରଣରୁ ପାରିବାରିକ ଅଶାନ୍ତି ଦେଖିବାକୁ ମିଳିଥାଏ।

ତୃତୀୟରେ ଖାଦ୍ୟ:- ତେବେ ଆପଣ ଭାବୁଥିବେ ଯେ ପୁରୁଷମାନେ ଅଧିକ ଖାଦ୍ୟ ଖାଆନ୍ତି ଏବଂ ଖାଦ୍ୟ ପ୍ରତି ଅଧିକ ଇଚ୍ଛା ଶକ୍ତି ରହିଥାଏ। ହେଲେ ଆମେ ଆପଣଙ୍କୁ କହି ରଖୁଛୁ ଯେ ପୁରୁଷଙ୍କ ଅପେକ୍ଷା ମହିଳା ମାନଙ୍କର ଖାଦ୍ୟ ପାଇଁ ଅଧିକ ଆଗ୍ରହ ରହିଥାଏ। ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button