ଜୀବନଶୈଳୀ

ମହିଳାଙ୍କ ଆଖି ରୁ ଲୁହ ନୁହେଁ ବାହାରେ ଆଉ କିଛି, ଡାକ୍ତର ବି ଦେଖି ହେଲେ ଆଶ୍ଚର୍ଯ୍ୟ

ମଣିଷ ହେଉ ଅବା ଜୀବ ଜନ୍ତୁ, ଯେତେବେଳେ ବି କାନ୍ଦନ୍ତି ତାଙ୍କ ଆଙ୍ଖି ରୁ ଅଶ୍ରୁ ବାହାରେ, ହେଲେ ଗୋଟେ ମହିଳା ଏମିତି ବି ଅଛନ୍ତି, ଯାହା ଆଖିରୁ ‘କ୍ରିଷ୍ଟଲ ଅଶ୍ରୁ ‘ ବାହାରେ । ଏହା ଦେଖି ଡକ୍ଟର ବି ଆଶ୍ଚର୍ଯ୍ୟ ରେ ଅଛନ୍ତି ଏବଂ ଏହା ଜାଣିବା ପାଇଁ ଚେଷ୍ଟା କରୁଛନ୍ତି କି ମହିଳାଙ୍କ ଆଖିରୁ ଲୁହ ଜାଗା ରେ କ୍ରିଷ୍ଟାଲ କେମିତି ବାହାରୁଛି ? ଏହି ମହିଳା ଅର୍ମେନିଯା ର ଏକ ଗାଁ ସ୍ପେଂଡରିଯନ ରେ ରୁହନ୍ତି ,ତାଙ୍କ ନା ସୈଟେନିକ କାଜେରିଯନ ଅଛି ।

କାଜେରିୟନ କହିବା ଅନୁସାରେ ତାଙ୍କ ଘର ଚାଷ କରି ସେ ଯେଉଁ ଟଙ୍କା ଆଣନ୍ତି ସେଥିରେ ଚଳେ

ଏମିତି ସମୟ ରେ ତାଙ୍କ ପକ୍ଷେ ଏତେ ପଇସା ନାହିଁ ଯେ ସେ ତାଙ୍କ ଅଦ୍ଭୁତ ରୋଗ ଚିକିତ୍ସା କରେଇ ପାରିବେ । ମିଡିଆ ରିପୋର୍ଟ ଅନୁଯାଇ ସବୁ ଦିନ କାଜେରିୟନ ଆଖିରୁ ଲୁହ ନୁହେଁ ୫୦ କ୍ରିଷ୍ଟାଲ ବାହାରେ । ତାଙ୍କ ରୋଗ ଡକ୍ଟର ବି ବୁଝିପାରୁନାହାଁନ୍ତି ।

ସେଥିପାଇଁ ନା ଚିକିତ୍ସା ହୋଇପାରୁଛି ନାହିଁ ଆପ୍ରେସନ । କାଜେରିୟନ ଆରମ୍ଭ ରେ  ନେତ୍ର ବିଶେଷଜ୍ଞ ସହ କଥା ହୋଇ ଆଖି ପାଇଁ ଔଶୋଧ ଆଣିଲେ ଓ ଉପଯୋଗ କଲେ, କିଛି ଦିନ ଆରମ ପାଇଲେ । କିନ୍ତୁ ତା ପରେ ତାଙ୍କ କ୍ରିଷ୍ଟାଲ ଅଶ୍ରୁ ପାଇଁ ତାଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡୁଚି । ରୁଷ ର ଏକ ନେତ୍ର ବିଶେଷଜ୍ଞ ମହିଳା ର ଏହି ରୋଗ କୁ ଅସାଧାରଣ ବୋଲି କହିଲେ । ଏହି ରୋଗ କୁ ବୁଝିପାରିବା ଅତି କଷ୍ଟ ଅଟେ ।

ନେତ୍ର ବିଶେଷଜ୍ଞ  ଆଶଙ୍କା ଜଣେଇଅଛନ୍ତି କି ଅଶ୍ରୁ ରେ ପ୍ରୋଟିନ ମାତ୍ରା ଅଧିକ ହବାରୁ ଏମିତିକା ରୋଗ ସମ୍ଭବ । ଏହା ଛଡା ଯଦି ଅଶ୍ରୁ ରେ ନୁଦ୍ନ ମାତ୍ରା ଅଧିକ ରୁହେ ତାହେଲେ ବି ଅଶ୍ରୁ କ୍ରିଷ୍ଟାଲ ରୂପ ରେ ପରିବର୍ତିତ ହୋଇଯାଏ । ସେହିଠି ଅର୍ମେନିଆ ର ଉପ –ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କି ମହିଳା ର ଏହି ଅଦ୍ଭୁତ ରୋଗ ର ଅଧ୍ୟୟନ ଚାଲିଛି ଏବଂ ଏହା ଜାଣିବା ପାଇଁ ଚେଷ୍ଟା ହଉଚି କି ମହିଳା ସହ କଣ ହେଉଚି ଏବଂ ତାର କଣ ଉପାୟ ଅଛି ।

ଏବେ ପର୍ଯ୍ୟନ୍ତ ନେତ୍ର ୱିଶେଷଜ୍ଞ ଜାଣିପାରି ନାହାନ୍ତି କି ମହିଳା ର କ୍ରିଷ୍ଟାଲ ଅଶ୍ରୁ କାହିଁ ବାହାରୁଅଛି । ମହିଳାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ହବ ଏହା ଜାଣିବା ପାଇଁ କି ତାଙ୍କ ଏହି ଅଦ୍ଭୁତ ରୋଗ ର କାରଣ କଣ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button