ରାଶିଫଳ

ଏହି 3ଟି ରାଶି ସବୁଠାରୁ ଅଧିକ ଭାଗ୍ୟଶାଳୀ ଧନ ସମ୍ପଦ ଚାକିରି ବ୍ୟବସାୟ ସବୁଥିରେ ଆଗରେ

ଆସନ୍ତୁ ଜାଣିବା କାହା ଉପରେ ରହିଛି ଶନି ଦେବଙ୍କ କୃପା ଦୃଷ୍ଟିଆମେ ଜାଣିଛୁ ଶନି ଦେବ ହେଉଛନ୍ତି ନ୍ୟାୟ ର ଦେବତା |ଶନି ଦେବଙ୍କ କୃପା ଯାହା ଉପରେ ରହିବ ଜୀବନରେ ତାଙ୍କର କୋୖଣସି ଅଭାବ ହେବନାହିଁ । ଆଉ ଯାହା ଉପରେ ଶନି ଦେବ ରୁଷ୍ଟ ହୁଅନ୍ତି ତାଙ୍କ ଜୀବନରେ ଘର ଅଭାବ ଦୁର୍ଦଶା ଘଟି ଆସିବଆସନ୍ତୁ ଜାଣିବା କେଉଁ ତିନୋଟି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନି ଦେବ ପ୍ରସନ୍ନ ଥାନ୍ତି। ଆଉ ଯାହା ଉପରେ ଶନି ଦେବ ପ୍ରସନ୍ନ ଥାନ୍ତି ସେ ଯେତେ ଗରିବ ଘରେ ଜନ୍ମ ନେଉନା କାହିଁକି ତାର ଜୀବନରେ କେବେ ଅଭାବ ଘଟିବ ନାହିଁ ।

ଆଉ ତାଙ୍କ ଜୀବନରେ ସବୁ ଇଚ୍ଛା ପୂର୍ଣ୍ଣ ହେବ। ସେଥିପାଇଁ ତୋ ଶନି ଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଲୋକ ମାନେ ଶନି ଆରାଧନା ବହୁତ ପୂଜା ଅର୍ଚନା କରନ୍ତୁ। ବିଶେଷ କରି ତୁଳା, କୁମ୍ଭ ଓ ମକର ରାଶି ଉପରେ ଶନି ଦେବ ଙ୍କ କୃପା ଦୃଷ୍ଟି ସବୁବେଳେ ରହିଥାଏ। ଆସନ୍ତୁ ପ୍ରଥମେ ଆମେ ଆଲୋଚନା କରିବା ତୁଳା ରାଶି ବିଷୟରେ…..

ତୁଳା :-

ଜ୍ୟୋତିଷ ଙ୍କ ମାନିବ ଅନୁସାରେ ଆମେ ଜାଣିଛୁ ତୁଳା ରାଶି ଶନି ଦେବ ଙ୍କ ସବୁଠୁ ପ୍ରିୟ ରାଶି ହୋଇଥାଏ |କହିବା ଅନୁସାରେ ଏହି ରାଶି ବହୁତ ସଚୋଟ ଓ ପରିଶ୍ରମୀ ହୋଇଥାଏ… ଶନି ଦେବ ଙ୍କ ବିଶେଷ କୃପା ତୁଳା ରାଶି ଉପରେ ଥାଏ ଶନି ଙ୍କ ଆଶ୍ରିବାଦ ଓ ପରିଶ୍ରମ ବଳରେ ସେମାନେ ଜୀବନର ପ୍ରତେକ କାର୍ଯ୍ୟ କୁ ସଫଲ କରିଥାନ୍ତି | ସେମାନେ ତାଙ୍କ ଜୀବନରେକେବେ ହାର ମାନନ୍ତି ନାହିଁ ଓ ବାରମ୍ବାର ପରିଶ୍ରମ ବଳରେ କୃତକାର୍ଯ୍ୟ ମଧ୍ୟ ହୁଅନ୍ତି… ପ୍ରୟାସ ଜାରି ରଖନ୍ତି |ଶନି ଦେବଙ୍କ ପ୍ରିୟ ରାଶି ହେଲା କାରଣରୁ ଏମାନେ ଜୀବନରେ ଯାହା ଚାହାଁନ୍ତି ତହିଁ ପୂର୍ଣ୍ଣ ହୁଏ ଓ ଭାଗ୍ୟ ସବୁବେଳେ ଏମାନଙ୍କୁ ସାଥ ଦେଇଥାଏ…

କୁମ୍ଭ :-

ଜ୍ୟାତିଶଙ୍କ କହିବା ଅନୁସାରେ କୁମ୍ଭ ରାଶିର ଶନି ଗ୍ରହ ସ୍ୱୟଂ ଶନି ଦେବ ଅଟନ୍ତି | ଯେଉଁ କାରଣରୁ ଶନି ଦେବଙ୍କ ବିଶେଷ କୃପା ଦୃଷ୍ଟି ମଧ୍ୟ ଏହି ରାଶି ଉପରେ ରହିଥାଏ | ଏହି ରାଶିର ବ୍ୟକ୍ତି ବିଶେଷ ମାନେ ସ୍ଵଭାବର ବହୁତ ଶାନ୍ତ, ସରଳ ଓ ସଚୋଟ ପ୍ରକୃତିର ହୋଇଥାନ୍ତି |ଏମାନେ ମଧ୍ୟ କଠିନ ପରିଶ୍ରମୀ ଓ ଆତ୍ମବିଶ୍ୱାସୀ ହୋଇଥାନ୍ତି ଓ ଏମାନଙ୍କ ଠାରେ creativity ମଧ୍ୟ ଦେଖିବାକୁ ମିଳିଥାଏ | ପ୍ରତେକ କାର୍ଯ୍ୟ ରେ ଏମାନେ ସଫଳତା ପାଇଥାନ୍ତି ଓ carrier ରେ ମଧ୍ୟ ସଫଳତା ପାଇଥାନ୍ତି ଓ ବହୁତ ଉଚ୍ଚ ସ୍ଥାନ ରେ ମଧ୍ୟ ପ୍ରତିଷ୍ଠିତ ହୋଇଥାନ୍ତି |ଏହି ରାଶିର ବ୍ୟକ୍ତି ମାନଙ୍କୁ ସର୍ବଦା ଶନି ଦେବଙ୍କ ପୂଜା, ଆରାଧନା ଓ ଉପାସନା କରିବା ଆବଶ୍ୟକ ହୋଇଥାଏ |ଏହା ଫଳରେ ଆପଣ ଉଚ୍ଚ ସ୍ଥାନର ପଦବୀ ହାସଲ କରିପାରିବେ ଓ ଜୀବନରେ ବହୁତ ପ୍ରସଂଶା ର ପାତ୍ର ମଧ୍ୟ ହେବେ

ମକର :-

ଜ୍ୟାତିଶ ଶାସ୍ତ୍ର ଅନୁସାରେ ମକର ରାଶିର ଶନି ଗ୍ରହ ବି ମକର ରାଶି ଅଟନ୍ତି | |ଯେଉଁ କାରଣରୁ ଏମାନଙ୍କ କଠିନ ପରିଶ୍ରମ ଓ ଦୃଢ଼ ସାଧନା ବଳରେ ଜୀବନରେ ବହୁତ ଉପରକୁ ଯାଇଥାନ୍ତି |ଶନି ଦେବଙ୍କ ଆଶ୍ରିବାଦ ଥିବାରୁ ଏମାନେ ସମାଜରେ ନିଜର ସ୍ଥାନ କୁ ବହୁତ ଉପରେ ରଖିଥାନ୍ତି | ଆତ୍ମ ବିଶ୍ୱାସ ହେଉଛି ଏମାନଙ୍କ ଦାୟିତ୍ୱ… ଏମାନେ ନିଜ ଜୀବନରେ ସବୁ ଲକ୍ଷ୍ୟ ହାସଲ କରନ୍ତି | ଶନି ଦେବ ବି ସବୁବେଳେ ନିଜର କୃପା ଦୃଷ୍ଟି ଏହି ରାଶିଉପରେ ରଖିଥାନ୍ତି | ଏମାନେ ବହିତ ଶାନ୍ତ ସ୍ୱଭାବର ହୋଇଥାନ୍ତି ଜୀବନର ମୂଳ ଲକ୍ଷ୍ୟ ହୋଇଥାଏ |

ତେଣୁ ଖାଲି ଏହି ତିନୋଟି ରାଶି ଉପରେ କୃପା ଦୁଷ୍ଟି ରହିଲେ ମଧ୍ୟ ଆଉ ରାଶିର ବ୍ୟକ୍ତି ମାନେ ମଧ୍ୟ ଶନି ଦେବଙ୍କୁ ଆରାଧନା କରି ନିଜ ଜୀବନରେ ସୁଫଳ ଅର୍ଜନ କରିପାରିବେ କାରଣ ଶନି ଦେବ ହେଉଛନ୍ତି ନ୍ୟାୟ ର ଦେବତା… ସବୁବେଳେ ନ୍ୟାୟ ହିଁ କରନ୍ତି | ତେଣୁ ଯୋଉମାନେ ନ୍ୟାୟ ପଥରେ ରହିବେ ଓ ଭଲ କାମ କରିବେ ସେ ହିଁ ତାଙ୍କ ଜୀବନରେ ବହୁତ ଉପରକୁ ଯିବେ ଓ ତାଙ୍କର ସବୁ ଇଚ୍ଛା କୁ ପୂରଣ କରିପାରିବେ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button