କ୍ୟୁଆର କୋଡ଼ ସ୍କାନ କରୁଥିଲେ ହୋଇଯାଆନ୍ତୁ ସାବଧାନ…ଥରୁଟିଏ ନିଶ୍ଚୟ ଦେଖନ୍ତୁ
ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଏମିତି ଘଟଣାମାନ ସାମ୍ନାକୁ ଆସୁଛି ଯେଉଁଠାରେ ସାଧାରଣ ଲୋକ ମାନେ ବିଭିନ୍ନ ଠକେଇର ଶିକାର ହୋଇ ଥାଆନ୍ତି। ଆଉ କିଛି ବର୍ଷ ପୂର୍ବରୁ ସାରା ଦେଶରେ ଡିଜିଟାଲ ସେବା ଆରମ୍ଭ ହେଲାଣି ଏବଂ ସାଇବର ଠକେଇ ମଧ୍ୟ ବଢିବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କିପରି ବଂଚିତ ହେବା।
ଏବେ ଚାରିଆଡେ ଡିଜିଟାଲ ରେ ସବୁ ସେବା ଆରମ୍ଭ ହୋଇ ଗଲାଣି ଆଉ ଗାଁ ଗାଁ ରେ ମଧ୍ୟ ସବୁ ସ୍ଥାନରେ ଓ ସବୁ ଜାଗାରେ ଲୋକ ମାନେ ଅନଲାଇନ ସହାୟତରେ କରା ଯାଉଛି। ଏଠାରେ କିଛି ସୂଚନା ଭାରତର ସବୁଠାରୁ ବଡ଼ ସରକାର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ସମ୍ପର୍କରେ ଦେଇଛନ୍ତି। ଆଉ ବିଭିନ୍ନ ଜାଗାରେ QR କୋର୍ଡ ସାହାଯ୍ୟ ରେ ସମସ୍ତେ ନିଜର ପଇସା କୁ ନେବା ଆଣିବା କରି ଥାଆନ୍ତି ହେଲେ ଏହି ସମୟରେ ବିଭିନ୍ନ ଅସୁବିଧା ମଧ୍ୟ ସମ୍ମୁଖୀନ କରି ଥାଆନ୍ତି ଯାହା ପାଇଁ ବ୍ୟାଙ୍କ ଆଗରୁ ସତର୍କ କରି ଦେଇଛନ୍ତି। ଏପଟେ ଡିଜିଟାଲ ହେବା ଠାରୁ ଲୋକ ମାନେ ସମସ୍ତେ ଅନଲାଇନ କୁ ବେଶୀ ଗୁରୁତ୍ୱ ଦେଇ ଥାଆନ୍ତି।
ଆଉ ଷ୍ଟେଟ ବ୍ୟାଙ୍କ କହିଲା ଯେ ଏଣିକି ସାବଧାନ ହୋଇ ଯାଅ ଯଦି QR ବାର କୋର୍ଡ ବ୍ୟବହାର କରୁଛନ୍ତି ତେବେ କାର୍ଯ୍ୟକାରୀ ହୋଇଥିବା ବାର କୋର୍ଡ ରେ ସ୍କାନ କରନ୍ତୁ ନହେଲେ ଦଲାଲ ଙ୍କର ଶିକାର ହୋଇଯିବେ। ଏହିମାନେ ଅନଲାଇନ ରେ ହ୍ୟାକ କରି ଲୋକଙ୍କ ପାଖରୁ ଟଙ୍କା ଠକି ନେଇ ଥାଆନ୍ତି ଯାହା ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ଘଟଣା ଦେଖିବାକୁ ମିଳିଥାଏ। ଏପଟେ ବ୍ୟାଙ୍କ କିଛି ସତର୍କ କରିଛି ନିଜ ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିବା ଲୋକ ମାନଙ୍କ ପାଇଁ। ଆଉ ସେ କହୁଛନ୍ତି ଯେ ଯଦି କୌଣସି ସାଇବର ଠକେଇ ର ଶିକାର ହୋଇଛନ୍ତି ତେବେ ଷ୍ଟେଟ ବ୍ୟାଙ୍କର ଅଫିସିଆଲ ସାଇଟ କୁ ଯାଇ ସେଠାରେ ରିପୋର୍ଟ ଦେଇ ପାରିବେ।
ଆଉ ମଧ୍ୟ ସୂଚନା ଦେଇଛନ୍ତି ଯେ ଯେତେବେଳେ ଗ୍ରାହକ ଜଣଙ୍କ ଅନଲାଇନ ମାଧ୍ୟମରେ ସ୍କାନ କରୁଛନ୍ତି କିମ୍ବା KYC କରୁଛନ୍ତି ତେବେ ତାହାକୁ ଅଧିକାଂଶ ସମୟରେ ବଦଳ ବଦଳି କରି ଥାଆନ୍ତି। ଏହାର ପିନ କୁ କେବେ ସହଜରେ କୌଣସି ନାମ ରେ ରଖନ୍ତୁ ନାହିଁ ଯେପରି ଜଣେ ନ ଜାଣିଥିଲେ ମଧ୍ୟ ଫିଟେଇ ଦେଇ ପାରିବ। ଏହି ସାଇବର ଠକେଇ ରୁ ଵଂଚିତ ହେବା ପାଇଁ କିଛି ଟିପ୍ସ ଦିଆ ଯାଇଛି ସେହି ଗୁଡିକ ହେଲା- SBI ବ୍ୟାଙ୍କର କିଛି ଜରୁରୀ ସୂଚନା ଅନ୍ୟ ମାନଙ୍କ ସହିତ ଶେୟାର କରନ୍ତୁ ନାହିଁ ଏବଂ ସହଜରେ ଅନୁମାନ କରା ଯାଇପାରୁଥିବା ପାସ ୱାର୍ଡ ରଖନ୍ତୁ ନାହିଁ। ଆଉ ATM ପିନ,UPI ପିନ ଇତ୍ୟାଦି ର କିଛି ସୂଚନା ଆଡେ ସାଡେ ରଖନ୍ତୁ ନାହିଁ ଯେମିତି ସାଇବର ଠକେଇ ମାନେ ପାଇଁ ପାରବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।