ଜୀବନଶୈଳୀ

କୁଆଁରୀ ସହ ନୁହେଁ ଡିଭୋର୍ସ ହୋଇଥିବା ମହିଳାଙ୍କ ସହ ବିବାହ କରିବାର ଫାଇଦା ଜାଣିଯିବେ ତ ତାଙ୍କ ସହ ହିଁ କରିବେ ବିବାହ

ବିବାହ ଗୋଟେ ଏମିତିଆ ନିଷ୍ପତ୍ତି ଯାହା ବହୁତ ଭାବିଚିନ୍ତି କରିବା ଉଚିତ ଅଟେ, ଏହି କାରଣରୁ ଘର ବଡ ଲୋକ ବି ଝିଅ ପୁଅକୁ ଦେଖା କରିବା ପାଇଁ କୁହନ୍ତି ଯାହା ଦ୍ଵାରା ସେ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଚିହ୍ନି ପାରନ୍ତି । ଆଜି କା ଯୁଗ ପୁଅମାନେ ଜଲ୍ଦି ଜଲ୍ଦି ରେ ବିବାହ କରି ନଉଛନ୍ତି କିନ୍ତୁ ସେଇ ବିବାହକୁ ସମ୍ଭାଳି ପାରୁ ନାହାନ୍ତି । ବିବାହ କିଛି ଦିନ ପରେ ଝଗଡା ଆରମ୍ଭ ହୋଇ ଯାଉଛି, ଯାହା ଘର ଲୋକଙ୍କୁ ବହୁତ କଷ୍ଟ ଦେଉଛି ।

କିନ୍ତୁ କଣ ଆପଣ ଜାଣିଛନ୍ତି ଗୋଟେ କୁଆଁରୀ ଝିଅ ଠାରୁ ଡିଭୋର୍ସ ମହିଳା ସହ ବିବାହ କଲେ ସେ କୁଆଁରୀ ଠାରୁ ଭଲ ପତ୍ନୀ ହୋଇପାରିବେ ।

ଏହା ସତ୍ୟ ଅଟେ ଜଣେ ଡିଭୋର୍ସ ମହିଳା ଏହି କାରଣକୁ ଭଲ ଭାବରେ ବୁଝି ପାରିବ ସମ୍ପର୍କ ରେ କଣଭୁଲ ରହିଛି ଓ ସେ ଏହି କାରଣକୁ ନିଜ ସମ୍ପର୍କ ମଧ୍ୟରେ ଆସିବାକୁ ଦେବ ନାହିଁ । ଏହି ପରି ମହିଳା ମାନେ ସ୍ଵାମୀ ଙ୍କର ପ୍ରତେକ କଥାକୁ ଧ୍ୟାନ ଦେଇ ଶୁଣନ୍ତି ଓ କୁହା ଯାଇଥିବା କଥାକୁ ପାଳନ ବି କରି ଥାନ୍ତି । ଥରେ ଯେଉଁ ମହିଳାର ଛାଡପତ୍ର ହୋଇଥାଏ ସେ କେବେ ବି କାହାକୁ ଛାଡିବା କଥା କୁହନ୍ତି ନାହିଁ ।

ଥରେ ଯେଉଁ ମହିଳା ବିଶ୍ଵାସଘାତ ପାଇଥାନ୍ତି ସେ ନୂଆ ସ୍ଵାମୀକୁ କେବେ ବି ନିରାସ କରନ୍ତି ନାହିଁ, ସବୁବେଳେ ନିଜ ସ୍ଵାମୀକୁ ଖୁସି କରିବା ପାଇଁ ଚେଷ୍ଟା କରନ୍ତି । ଏହି ପରି ମହିଳାମାନେ ଏଥିପାଇଁ କରନ୍ତି କାହିଁକିନା ସେ ଏହି ପୀଡାକୁ ଭଲ ଭାବରେ ଜାଣିଥାନ୍ତି ଓ ଅନ୍ୟ କାହାକୁ ଏହି କଷ୍ଟ ଦବା ପାଇଁ ଚେଷ୍ଟା କରନ୍ତି ନାହିଁ । କୁଆଁରୀ ଝିଅମାନଙ୍କ ଛଡା ଏହି ମହିଳାମାନେ ସମ୍ପର୍କ ଗମ୍ଭୀରତାକୁ ଭଲ ଭାବରେ ବୁଝି ଥାନ୍ତି ।

ଏହି ମହିଳାମାନେ ନିଜ ସ୍ଵାମୀମାନଙ୍କୁ ବହୁତ ଭଲ ପାଇଥାନ୍ତି, ସେ କେବେ ଏମିତି କାମ କରନ୍ତିନୀ ଯାହା ଦ୍ଵାରା ତାଙ୍କ ସ୍ଵାମୀ ଖରାପ ଭାବିବେ । ଯେଉଁଠି କୁଆଁରୀ ଝିଅମାନଙ୍କୁ ଘର ସମ୍ଭାଳିବାକୁ ଅସୁବିଧା ହୁଏ କିନ୍ତୁ ଛାଡପତ୍ର ମହିଳାମାନଙ୍କୁ ଏହାର ଅଭ୍ୟାସ ହୋଇଥାଏ ଓ ସେଥିପାଇଁ ସେ ଘରକୁ ଭାଲ ଭାବରେ ସମ୍ଭାଳି ପାରନ୍ତି ।

ଏହି କାରଣ ପାଇଁ କେତେକ ଲୋକ ଛାଡପତ୍ର ମହିଳାଙ୍କ ସହ ବିବାହ କରିଥାନ୍ତି ଓ ତାଙ୍କ ଜୀବନ ବହୁତ ଭଲ ଭାବରେ କଟିଥାଏ । ଡିଭୋର୍ସ ମହିଳା ଘର ପରିବାର ଲୋକଙ୍କୁ ଏକା ସହ ନେଇ କରି ଚାଲନ୍ତି ଓ ସବୁ ପୁଅଙ୍କ ଏହା ଅଭିଳାସା ଥାଏ ଯେ ତାଙ୍କ ସ୍ତ୍ରୀ ତାଙ୍କ ଘର ଲୋକଙ୍କୁ ସମ୍ଭାଳୁ ଆଉ ଏହା ଡିଭୋର୍ସ ମହିଳା ଭଲ ଭାବରେ କରି ପାରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button