ଶିବଙ୍କ 11 ତମ ରୁଦ୍ର ଅବତାର କିଏ ? କେଉଁ ନଗରୀ ଶିବଙ୍କ ତ୍ରିଶୂଳ ଉପରେ ଅବସ୍ଥିତ ? 15+ Lord Shiv Q & A

ବନ୍ଧୁଗଣ ବହୁ ପୁରାତନ କାଳରୁ ପ୍ରାଚୀନ ପୁରାଣ, ଶାସ୍ତ୍ର, ଗ୍ରନ୍ଥ ଉପନ୍ୟାସ ଆଦିରେ ଅନେକ ମହତ୍ଵପୂର୍ଣ୍ଣ କଥା ରହିଅଛି । ଯେଉଁଥିରୁ ଆମକୁ ବହୁତ କିଛି ଶିକ୍ଷଣୀୟ କଥା ଶିଖିବାକୁ ମିଳିଥାଏ । ତେବେ ପ୍ରାଚୀନ ଗ୍ରନ୍ଥ ଶିବପୁରାଣ ସମ୍ପର୍କିତ କିଛି ଜଣା ଓ କିଛି ଅଜଣା ପ୍ରଶ୍ନ ସହ ଉତ୍ତର ମଧ୍ୟ ଆପଣଙ୍କ ପାଇଁ ନେଇକି ଆସିଛୁ । ଯେଉଁଠାରେ ପ୍ରଭୁ ଶିବଙ୍କ ସହ ଜଡିତ ମହତ୍ଵପୂର୍ଣ୍ଣ ପ୍ରଶ୍ନ ବିଷୟରେ ପଚରା ଯାଇଛି । ତେବେ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ବିଷୟରେ ଏଠାରେ ଆଲୋଚନା କରିବା ।
1- ଭଗବାନ ଶିବ କେଉଁ ମାତାଙ୍କ ଗର୍ଭରୁ ଜନ୍ମ ହୋଇଥିଲେ ?
ଉତ୍ତର;- କୌଣସି ମାତାଙ୍କ ଠାରୁ ନୁହେଁ ।
2- ଶିବ ନାମ ଶିବଙ୍କୁ କିଏ ଦେଇଥିଲେ ?
ଉତ୍ତର;- ବ୍ରହ୍ମା ।
3- ଶିବ ତାଙ୍କ ସୃଷ୍ଟି ଜଗତର କଣ ଅଟନ୍ତି ?
ଉତ୍ତର;- ସଂହାର କର୍ତ୍ତା ।
4- ମହାଦେବଙ୍କ ଶ୍ଵଶୁର କିଏ ?
ଉତ୍ତର;- ଦକ୍ଷପ୍ରଜାପତି ।
5- ଶିବ ପ୍ରଥମେ କାହାଙ୍କୁ ବିବାହ କରିଥିଲେ ?
ଉତ୍ତର;- ସତୀ ।
6- ସତୀ କାହାରି ପାଇଁ ଆତ୍ମାହୁତୀ ଦେଇଥିଲେ ?
ଉତ୍ତର;- ଦକ୍ଷପ୍ରଜାପତି ।
7- ଶିବଙ୍କ 11 ତମ ରୁଦ୍ର ଅବତାର କିଏ ?
ଉତ୍ତର;- ହନୁମାନ ।
8- ଶ୍ରୀଗଣେଶଙ୍କ ଡାହାଣ ଦାନ୍ତ କିଏ ଭାଙ୍ଗିଥିଲେ ?
ଉତ୍ତର;- ପର୍ଶୁରାମ ।
9- ଗଣେଶ କେଉଁଠାରୁ ସୃଷ୍ଟି ହୋଇଥିଲେ ?
ଉତ୍ତର;- ହଳଦୀ ପିଣ୍ଡୁଳାରୁ ।
10- ଶିବଙ୍କର ଝିଅର ନାମ କଣ ଥିଲା ?
ଉତ୍ତର;- ଅଶୋକ ସୁନ୍ଦରୀ ।
11- ଭଗବାନ ଶିବଙ୍କ ବେକରେ କେଉଁ ଦେବତା ବାସ କରିଥାନ୍ତି ?
ଉତ୍ତର;- ନାଗ ଦେବତା ।
12- ଶିବ ଭସ୍ମାସୁରଙ୍କୁ କେଉଁ ବର ଦେଇଥିଲେ ?
ଉତ୍ତର;- ଯାହା ମୁଣ୍ଡରେ ହାତ ରଖିବ ସେ ଭସ୍ମ ହୋଇଯିବ ।
13- ମହାଦେବଙ୍କ ବାହାନ କିଏ ?
ଉତ୍ତର;- ନନ୍ଦୀ ।
14- ମୃତ୍ୟୁନ୍ଜୟ ମନ୍ତ୍ରକୁ କିଏ ରଚନା କରିଥିଲେ ?
ଉତ୍ତର;- ବଶିଷ୍ଠ ।
15- କେଉଁ ଦେବତାଙ୍କର ତିନିଟି ଆଖି ରହିଛି ?
ଉତ୍ତର;- ଶିବ ।
16- କେଉଁ ଦେବତାଙ୍କର ପାଞ୍ଚଟି ମୁଖ ରହିଛି ?
ଉତ୍ତର;- ଶିବ ।
17- ଛଅ ମାତାଙ୍କ ପୁତ୍ର କିଏ ?
ଉତ୍ତର;- କାର୍ତ୍ତିକେୟ ।
18- କେଉଁ ନଗରୀ ଶିବଙ୍କ ତ୍ରିଶୂଳ ଉପରେ ଅବସ୍ଥିତ ?
ଉତ୍ତର;- କାଶୀନଗରୀ ।
ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ପସନ୍ଦ ଆସିଥିବ । ତେବେ ପେଜକୁ ଲାଇକ୍ ଓ ଶେୟାର କରିଦିଅନ୍ତୁ । ଏଥିସହ କମେଣ୍ଟରେ ହର ହର ମହାଦେବ ଲେଖିକି ଅବଶ୍ୟ ଜଣାନ୍ତୁ । ଧନ୍ୟବାଦ