ବିଚାର

କାହାର ନାଁ ଭାବି ବାଛନ୍ତୁ ଗୋଟେ ନମ୍ବର ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-Tarto Card Reading

ନମସ୍କାର ବନ୍ଧୁଗଣ । ବାଛି ନିଅନ୍ତୁ 3 ଟି ନମ୍ବର ମଧ୍ୟ ରୁ କୌଣସି ଗୋଟିଏ । ଆଉ ଜାଣି ନିଅନ୍ତୁ ଆପଣଙ୍କ ପର୍ଶନ ଙ୍କ ମନରେ ଆପଣଙ୍କୁ ନେଇ କଣ ଚିନ୍ତାଧାରା ବା ବିଚାର ରହିଛି । ଆଜ୍ଞା ହଁ ଆପଣ ନିଶ୍ଚୟ ଲାଇଫରେ କାହାକୁ ନା କାହାକୁ ପ୍ରେମ କରୁଥିବେ ଆଉ ଆପଣଙ୍କ ପ୍ରେମକୁ ସାକାର କରିବା ପାଇବ କିମ୍ବା ନିଜ ସାଥିଙ୍କ ସହ ସାରା ଜୀବନ ବିତାଇବା ପାଇଁ ଆପଣ ନିଶ୍ଚୟ ଇଚ୍ଛା ରଖିଥିବେ ।କିନ୍ତୁ ତା ପୂର୍ବରୁ ଆପଣ ନିଜ ସାଥିଙ୍କ ବିଷୟରେ ସବୁ କିଛି ପରଖି ନେବା ଉଚିତ । ସେଥିପାଇଁ ଆପଣଙ୍କୁ ବାସ ଛୋଟ କାମ କରିବାର ଅଛି । 3ଟି ନମ୍ବର ମଧ୍ୟ ରୁ କୌଣସି ଗୋଟେ ବାଛିବାକୁ ପଡିବ ।

1- ଯଦି ଆପଣଙ୍କୁ ପ୍ରଥମ ନମ୍ବରଟି ଅଧିକ ପସନ୍ଦ ଆସିଛି ତେବେ ଆପଣ ନିଜ ମନ କଥା ଖୋଲିକି କୁହନ୍ତି ନାହିଁ । ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ନିଜ ଆଡୁ କିଛି କୁହନ୍ତୁ । ଆପଣ ତାଙ୍କୁ ଏତେ ସମୟ ଦେଉ ନାହାନ୍ତି ଯେତିକି ଦେବା ଦରକାର । ତାଙ୍କୁ ଲାଗୁଛି ସେ ଠିକ ଅଛନ୍ତି କିନ୍ତୁ ଆପଣ ଗର୍ବ କରୁଛନ୍ତି । ସେଥିପାଇଁ କଥା ହେଉ ନାହାନ୍ତି । ଆପଣ ବହୁତ ବ୍ୟସ୍ତରେ ରହୁଛନ୍ତି ଯାହା ଦେଖାଇ ହେଉଛନ୍ତି । ଆପଣଙ୍କର ସବୁ ଧ୍ୟାନ କାମରେ ରହୁଛି । ତାଙ୍କୁ ସମୟ ଦେଉ ନାହାନ୍ତି କି ଭଲ ପାଇବା ଦେଉ ନାହାନ୍ତି । କିନ୍ତୁ ସେ ଆପଣଙ୍କୁ ବହୁତ ଲାଇକ କରୁଛନ୍ତି ।

2- ଯଦି ଆପଣ ଦ୍ଵିତୀୟ ନମ୍ବର ଟି ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କୁ ଠିକ ଭାବେ ବୁଝିପାରୁ ନାହାନ୍ତି । ଆପଣ କେଉଁ କାରଣ ପାଇଁ ରାଗୁଛନ୍ତି ସେ ବୁଝିପାରୁ ନାହାନ୍ତି । ଆପଣ କେଉଁ କଥାକୁ ନେଇ ଏତେ ଗର୍ବ କରୁଛନ୍ତି ସେ ଜାଣିପାରୁ ନାହାନ୍ତି । ସେ ଆପଣଙ୍କୁ ଭଲ ନଜରରେ ଦେଖୁଛନ୍ତି । ଆପଣ ବହୁତ କେୟାର କରନ୍ତି, ଲୋକଙ୍କୁ ସମ୍ଭାଳିଥାନ୍ତି, ଭଲ ପାଇବା ଦେଇଥାନ୍ତି ଯାହା ତାଙ୍କୁ ପସନ୍ଦ ଆସିଥାଏ । ସେ ଆପଣଙ୍କୁ ନେଇ କ୍ଲିୟର ଅଛନ୍ତି । ଆପଣଙ୍କୁ ନେଇ କିଛି ରାୟ ଦେଇପାରୁ ନାହାନ୍ତି । ଯଦି ଆପଣ ଭୁଲ କରିଥିବେ ତେବେ ଗ୍ରହଣ କରନ୍ତି ନାହିଁ ।

3- ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବର ବାଛିଛନ୍ତି ଆପଣ ନିଜ ସାଥୀଙ୍କୁ ବହୁତ ଭଲ ପାଉଛନ୍ତି, କେୟାର ନେଉଛନ୍ତି । ଆପଣଙ୍କ ପର୍ଶନ ପୂଜା ପାଠରେ ଲୀନ ରହିଥାନ୍ତି ଯାହା ଖୁବ ଲୋକଙ୍କ ଠାରେ ଦେଖାଯାଏ । ଆପଣ ତାଙ୍କ ପାଇଁ କିଛି ଭୁଲ ଚିନ୍ତା କରୁ ନାହାନ୍ତି । ପ୍ରେମ ଠାରୁ ସମ୍ମାନ ଆପଣଙ୍କ ପ୍ରତି ତାଙ୍କର ଅଧିକ ରହିଛି ।

ସେ ନିଜକୁ ଲକି ଭାବୁଛନ୍ତି କାରଣ ଆପଣ ତାଙ୍କ ସହ ଅଛନ୍ତି । ସେ ଆପଣଙ୍କୁ ନିଜର ସୋଲମେଟ ଭାବୁଛନ୍ତି । କିନ୍ତୁ ଆପଣ ଜୀବନରେ ଦୁଃଖୀ ମଧ୍ୟ ରହିଥାନ୍ତି । ତଥାପି ଆପଣ ବହୁତ ଖୁସିରେ ରହିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button