“ଇନକିଲାବ ଜିନ୍ଦାବାଦ” ସ୍ଲୋଗାନ କିଏ ଦେଇଥିଲେ ? 15+ General knowledge question with answer

ବନ୍ଧୁଗଣ ଆମ ଦେଶ ଦୁନିଆରେ ଅନେକ ସାରା ଗୁରୁତ୍ଵପୂର୍ଣ୍ଣ କଥା ରହିଛି । ଯାହାର ଜ୍ଞାନ ଆମ ପାଖରେ ରହିବା ନିତାନ୍ତ ଜରୁରୀ ହୋଇଥାଏ । କାରଣ ଜ୍ଞାନର ଆବଶ୍ୟକା ସମସ୍ତ କ୍ଷେତ୍ରରେ ଦରକାର ପଡିଥାଏ । ଯେଉଁ ବ୍ୟକ୍ତି ପାଖରେ ଅଧିକ ଜ୍ଞାନ ରହିଥାଏ । ସେହି ବ୍ୟକ୍ତି ସବୁ କ୍ଷେତ୍ରରେ ଆଗୁଆ ରହିଥାଏ । ତେବେ ଆମେ ଆପଣଙ୍କ ସହ ସ୍ଵାଧୀନତା ଦିବସ ସମ୍ବଦ୍ଧୀୟ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଓ ତାହାର ଉତ୍ତର ଏଠାରେ ଆଲୋଚନା କରିବୁ । ତେବେ ଚାଲନ୍ତୁ ସମୟ ବିଳମ୍ବ ନକରି ସେହି ବିଷୟରେ ଏଠାରେ ଆଲୋଚନା କରିବା ।
1- ଆମ ଦେଶର ଜାତୀୟ ପତାକାର ନାମ କଣ ?
ଉତ୍ତର;- ତ୍ରିରଙ୍ଗା ।
2- ଆମ ଜାତୀୟ ପତାକାର ଡିଜାଇନ କିଏ ପ୍ରସ୍ତୁତ କରିଥିଲେ ?
ଉତ୍ତର;- ପିଙ୍ଗଳୀ ଭେଙ୍କେୟା ।
3- ଭାରତ କେବେ ସ୍ଵାଧୀନ ହୋଇଥିଲା ?
ଉତ୍ତର;- 15 ଅଗଷ୍ଟ 1947 ମସିହା ।
4- ଜାତୀୟ ପତାକାରେ ଥିବା ଚକ୍ରକୁ କଣ କୁହାଯାଇଥାଏ ?
ଉତ୍ତର;- ଅଶୋକ ଚକ୍ର ।
5- ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ ?
ଉତ୍ତର;- ଜବାହାର ଲାଲ ନେହେରୁ ।
6- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ହୋଇଥିଲେ ?
ଉତ୍ତର;- ରାଜେନ୍ଦ୍ର ପ୍ରସାଦ ।
7- ଇନକିଲାବ ଜିନ୍ଦାବାଦ ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର;- ଭଗତ ସିଂ ।
8- ଜୟ ହିନ୍ଦ ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର;- ସୁବାଷ ବୋଷ ।
9- ଅଶୋକ ଚକ୍ରରେ କେତୋଟି ଅର ରହିଛି ?
ଉତ୍ତର;- 24 ଟି ।
10- ଅଶୋକ ଚକ୍ରର ରଙ୍ଗ କଣ ?
ଉତ୍ତର;- ଗାଢ ନୀଳ ।
11- ଜାତୀୟ ପତାକାରେ ଥିବା ଅଶୋକ ଚକ୍ର ପୂର୍ବରୁ କେଉଁ ଚିହ୍ନ ଥିଲା ?
ଉତ୍ତର;- ଅରଟ ।
12- ଜାତୀୟ ପତାକାରେ କେବେ ଅଶୋକ ଚକ୍ର ସ୍ଥାନ ପାଇଲା ?
ଉତ୍ତର;- 22 ଜୁଲାଇ 1947 ମସିହା ।
13- ତ୍ରିରଙ୍ଗାକୁ କେବେ ସମ୍ବିଧାନରେ ଜାତୀୟ ପତାକାର ସିକୃତି ମିଳିଲା ?
ଉତ୍ତର;- 22 ଜୁଲାଇ 1947 ।
14- ସର୍ବ ପ୍ରଥମେ ତ୍ରିରଙ୍ଗା କେବେ ଓ କେଉଁଠାରେ ଉତ୍ତୋଳନ କରାଯାଉଥିଲା ?
ଉତ୍ତର;- 1906 କଲିକତାର ପାରସୀ ବାଗାନ ।
15- ସାଧାରଣତଃ କେତେବେଳେ ପତାକା ଉତ୍ତୋଳନ କରିବାର ନିୟମ ରହିଛି ?
ଉତ୍ତର;- ସୁର୍ଜ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ମଧ୍ୟରେ ।
ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆଗକୁ ଏହିଭଳି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇବା ପାଇଁ ଆମ ସହ ଆଗଲ୍କୁ ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍ ଓ ଶେୟାର କରିବାକୁ ମଧ୍ୟ ବିଲକୁଲ ବି ଭୁଲନ୍ତୁ ନାହିଁ ।