ଓଡିଶା

ବୁଗୁଡା ବନାଞ୍ଚଳରେ ହାତୀ ଆତଙ୍କ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳରେ ହାତୀ ଆତଙ୍କ। କିରିଆମ୍ବା, ନୁଆଁପଲ୍ଲୀ, କାନସାରଳା, ହାତିଗଣ୍ଡ, ତାଳସର, ଶୁଳିଆପଲ୍ଲୀ ଆଦି ଆଦିବାସୀ ଗାଁ ଗୁଡିକୁ ୯ ଟିକିଆ ହାତୀ ପଲ ମୁହାଁଇ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପୂର୍ବରୁ ହାତୀ ପଲ ଜନବସତି ମୁହାଁ ହୋଇ ବ୍ୟାପକ ଫସଲ ହାନି କରିବା ସହ କିଛି ଲୋକଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ଅନ୍ୟପଟେ ଉପଦ୍ରବକୁ ଦମନ କରିବା କିମ୍ବା ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଛି ବନ ବିଭାଗ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button