ମନୋରଞ୍ଜନ

ବିବାହର ପ୍ରଥମ ରାତିରେ ସ୍ତ୍ରୀର ଏହି ଅବସ୍ତା ଦେଖିକି ସ୍ଵାମୀର ଉଡିଗଲା ହୋସ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ବାହାଘରରେ ସ୍ତ୍ରୀ ଠାରୁ ବେସି ସ୍ଵାମୀ ଖୁସିରେ ଥାଏ । କିନ୍ତୁ ଥରେ ଭାବନ୍ତୁ ଯଦି ବାହାଘର ରାତିରେ ବରକୁ ଏମିତି କିଛି ଜାଣିବାକୁ ମିଳିବ ଯାହା ଶୁଣି ତାର ହୋସ ଉଡିଯିବ । ଠଠିଆ ଥାନାର ସୁଖୀ ଗାଁ ଝିଅର ବାହାଘର କାନପୁରରେ ରହୁଥିବା ଏକ ପୁଅ ସହିତ ଠିକ ହୋଇଥିଲା । ୧୩ ମଇରେ ସେ ଦୁହିଁଙ୍କ ବାହାଘର ହୋଇଥିଲା । ଆପଣ ଏହି କଥା ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ କି ଯେବେ ପ୍ରଥମ ଥର ପାଇଁ ବର ତା ସ୍ତ୍ରୀକୁ ଦେଖିବାକୁ ଗଲା ତାର ହୋସ ଉଡିଯାଇଥିଲା । ବାହାଘର ସରିବା ପରେ କନ୍ୟା ବର ଘରକୁ ଯିବା ପରେ, ବର ବାହାଘରର ପ୍ରଥମ ରାତି ପାଇଁ ବହୁତ ଖୁସିଥିଲା କିନ୍ତୁ ସେ ଯେତେବେଳେ ତା ରୁମକୁ ଯାଇକି ତା ସ୍ତ୍ରୀର ଓଢଣା ଉଠେଇକି ଦେଖିଲା ତାର ହୋସ ଉଡିଗଲା ।

Image Courtesy: Google

ତାର ବାହାଘର ଗୋଟେ କିନ୍ନର ସହ ଠିକ ହେଇଥିଲା । ସେ ଏହି କଥା ପ୍ରଥମେ  ତା ଭାଉଜକୁ ଯାଇକି କହିଥିଲା । କନ୍ୟାଟି ଏହି କଥା ଟି ଜାଣିଥିଲା କି ସେ ଗୋଟେ କିନ୍ନର ଅଟେ, ଯେବେ ସେ ପୁଅଟି ସମସ୍ତଙ୍କୁ ଏହି କଥାଟି ଜଣାଇଲା, ସବୁ ସେହି ଘଟଣାର ସମାଧାନ କରିବାରେ ଲାଗିଲେ, ଝିଅ ବାଲା କହିଥିଲେ କି ପୁଅ ସହିତ ତାଙ୍କ ଛୋଟ ଝିଅର ବାହାଘର କରିଥାନ୍ତେ । କିନ୍ତୁ ଝିଅଘର ବାଲା ଏହି କଥାରୁ ବାହାରି ଯାଇଥିଲେ ।

Image Courtesy: Google

ପୁଅ ଶେଷରେ ପୋଲିସକୁ ସାହାଯ୍ୟ ମାଗିଥିଲେ । ଏହି କଥାକୁ ନେଇକି ପୁଅଟି ପଞ୍ଚାୟତ ବସାଇଲା । ଝିଅଘର ବାଲା ପ୍ରଥମେ ସାନ ଝିଅକୁ ଦେଖାଇକି ବଡ ଝିଅ ସହିତ ବାହାଘର କରାଇଥିଲେ । ମାନେ କିନ୍ନର ସହିତ ବାହାଘର କରିଥିଲେ । ମାନେ ପୁଅ ସହିତ ପୁରା ଧୋକା ହେଇଥିଲା ।

Image Courtesy: Google

ଏହି ମାମଲାକୁ ନେଇକି ଥରେ ୨ ଥର ଶନିବାରକୁ ପଞ୍ଚାୟତ ବସେ । ଏହି ମାମଲା ପଞ୍ଚାୟତରେ ପୁଅ ପକ୍ଷଙ୍କ କଥାକୁ ଝିଅ ପକ୍ଷ ବାଲା ମାନୁଛନ୍ତି କି ନାହିଁ । ପୋଲିସ ଏହି ମାମଲାକୁ ନେଇକି ଯାଞ୍ଚ ଆରମ୍ଭ କରିଦେଇଛି ଓ ଦୁଇ ପକ୍ଷର କଥାକୁ ସମାଧାନ କରିବାକୁ ଲାଗିଛି  । ଆଶା କରୁଛୁ ଆମ ଦ୍ଵାରା ମିଳୁଥିବା ଖବର ଗୁଡିକ ଆପଣଙ୍କୁ ପସନ୍ଦ ଆସୁଥିବା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button