ଜୀବନଶୈଳୀ

ଏହି ତାରିଖ ରେ ଜନ୍ମ ହେଇଥିବା ଲୋକ ବହୁତ ଖାସ ହୋଇଥାନ୍ତି, ରାଜାଙ୍କ ଭଳି ବିତାନ୍ତି ଜୀବନ

ଏହି କଥା ଆମେ ସମସ୍ତେ ଜାଣିଛୁ ଯେ ଜୀବନ ଏବଂ ମୃତ୍ୟୁ ସବୁ ଭଗବାନଙ୍କ ହାତ କଥା ଅଟେ, ତାଙ୍କ ଅନୁଯାଇ ଜୀବ କାର୍ଯ୍ୟ କରିଥାଏ ଏବଂ ସବୁ ର କର୍ତା ଧର୍ତା ସେହି ହୋଇ ଥାନ୍ତି । ଭଗବାନ ଚାହିଁଲେ କାହାକୁ ବି ଜୀବନ ଦାନ ଦେଇ ପାରନ୍ତି ଏବଂ ସେ ଚାହିଁଲେ କାହାକୁ ମୃତ୍ୟୁ ମଧ୍ୟ ଦେଇ ପାରନ୍ତି । ଏହା ଛଡା ଯଦି ମନୀଷ ହାତରେ କିଛି ଥାଏ ତେବେ ସେହା ହେଲା ହାତ ରେଖା । ଆପଣଙ୍କ ଜାଣିବା ପାଇଁ ଆମେ କହିବାକୁ ଚାହୁଁଛୁ ଯେ ଏହି ହାତ ରେଖା ଆମକୁ ଆମ ଭଲ ଓ ଖରାପ ସମୟ ବିଷୟରେ ଏବଂ ଭବିଷୟରେ ଆସୁଥିବା ଉନ୍ନତି ବିଷୟରେ ବହୁତ କିଛି କହି ଥାଏ ।

Image Courtesy: Google

ଆଜି ଆମେ ଆପଣଙ୍କୁ ଏମିତି କିଛି ତାରିଖ କହିବାକୁ ଯାଉଛୁ ଯାହା ବହୁତ ବିଶେଷ ହୋଇ ଥାଏ ଏବଂ ଯେଉଁ ଲୋକ ଏହି ତାରିଖରେ ଜନ୍ମ ହୋଇ ଥାଏ ସେହି ଲୋକ ବହୁତ ବିଶେଷ ହୋଇ ଥାଏ । ତେବେ ଆସନ୍ତୁ ଜାଣିବା ଏହି ଲକି ତାରିଖ ବିଷୟରେ ବିସ୍ତାର ରେ, ଭଗବାନ ସମସ୍ତଙ୍କୁ ଭାଗ୍ୟ ଦିଅନ୍ତି କିନ୍ତୁ କାହାକୁ ସମାନ ଭାଗ୍ୟ ଦିଅନ୍ତି ନାହିଁ । ଯଦି ଆମେ ଲକି ତାରିଖ କଥା କହିବୁ ତେବେ ଏହା ସାତ ଅଟେ, ଯେଉଁ ଲୋକଙ୍କ ଜନ୍ମ ଏହି ତାରିଖ ରେ ହୋଇ ଥାଏ ତାଙ୍କ ଭିତରେ କେତେ ପ୍ରକାର ବିଶେଷତା ହୋଇ ଥାଏ ।

Image Courtesy: Google

କୁହା ଯାଏ ଯେ ଏମିତି ଏଇଥିପାଇଁ ହୋଇ ଥାଏ କାହିଁକିନା ଅଙ୍କ ୭ର ସମ୍ପର୍କ ବରୁଣ ଗ୍ରହ ସହ ହୋଇ ଥାଏ । ଯେଉଁ ଲୋକ ଏହି ତାରିଖ ରେ ଜନ୍ମ ହୋଇ ଥାଏ ସେହି ଲୋକ ଜଳ ସ୍ଵଭାବର ହୋଇ ଥାଏ, ଏହା ଅର୍ଥ ଅଟେ ଯେ ସେହି ଲୋକ ଜଳ ପରି ସବୁ ପ୍ରକାର ବାଧା ପାର କରି ନିଜ ଲକ୍ଷ ପାଖରେ ପହଞ୍ଚି ଥାଏ । ଏହି ତାରିଖ ଲୋକ ବହୁତ ବୁଦ୍ଧିମାନ ହୋଇ ଥାନ୍ତି, ଏହା ଛଡା ସେହି ଲୋକଙ୍କ ଭିତରେ ଅନ୍ୟ ଲୋକଙ୍କ ଭାବନା ବୁଝିବା କ୍ଷମତା ଥାଏ ।

Image Courtesy: Google

ଏହି ଲୋକଙ୍କ ଅଲଗା ପ୍ରକାର କଳା ଅନ୍ୟ ଲୋକଙ୍କ ଠାରୁ ଅଲଗା କରି ଥାଏ, ଏହି ତାରିଖ ଲୋକ ତାଙ୍କ ଜୀବନ ରେ ବହୁତ ଧନ ଲାଭ କରି ଥାନ୍ତି ଏବଂ ଭବିଷ୍ୟରେ ରବୀନ୍ଦ୍ର ନାଥ ଟେଗୋର, ଅଟଲ ବିହାରୀବାଜପେଇ ଏବଂ ପାବ୍ଲୋ ପିକାସୋ ଭଳି ବଡ ମଣିଷ ହୋଇ ଥାନ୍ତି । ଯଦି ଆପଣ ମଧ୍ୟ ସାତ ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କ ଭିତରେ ମଧ୍ୟ କୌଣସି ପ୍ରକାର କଳା ଅବଶ୍ୟ ଥିବ ଯାହା ଦ୍ଵାରା ଆପଣ ସମସ୍ତଙ୍କ ମନ କିଣୁଥିବେ ଏବଂ ଆପଣ ମଧ୍ୟ ବହୁତ ବିଶେଷ ହୋଇ ଥିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button