ଜୀବନଶୈଳୀ

ନିମ୍ବ ପତ୍ରରେ ଏହି ଗୋଟେ ଜିନିଷ ଲଗେଇ ମୂହ ଉପରେ ଲଗେଇ ନିଅନ୍ତୁ ଦେଖିବେ ଚମତ୍କାର

ଆଜି ଆମ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଘରୋଇ ସ୍ୱାସ୍ଥ୍ୟ ଟିପ୍ସ । ଯାହା କରିବା ଦ୍ଵାରା ଆପଣଙ୍କ ମୁହଁରେ ଥିବା ସମସ୍ତ ଦାଗ ଓ ବ୍ରଣ ରାତାରତି ଗାୟବ ହୋଇଯିବ । ତେବେ ଚାଲନ୍ତୁ ଜାଣିବା ସେହି ସହଜ ସରଳ ଘରୋଇ ଉପଚାର ବିଷୟରେ । ଆପଣ ମାନେ ଜାଣିଛନ୍ତି ତ ଭଗବାନଙ୍କ ସୃଷ୍ଟିରେ ସମସ୍ତେ ସମାନ ନୁହଁନ୍ତି, ସବୁ ପ୍ରାଣୀଙ୍କର ଭାଗ୍ୟ ଭଗବାନ ନିଜେ ଲେଖିଛନ୍ତି । ଭଗବାନ ସଂସାରେ ସମସ୍ତଙ୍କୁ କିଛି ଭଲ ଗୁଣ ସହ କିଛି ଖରାପ ଗୁଣ ମଧ୍ୟ ଦେଇଛନ୍ତି । ଆଜିକାଲିର ଯୁବ ପିଢୀ ମଧ୍ୟରେ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଉଛି । କିନ୍ତୁ ନିଜର ବ୍ୟସ୍ତ ବହୁଳ ଜୀବନରେ ସେମାନେ ସେ ସବୁ ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି ।

Image Courtesy: Google

ସେହିଭଳି ଏକ ସାଧାରଣ ସମସ୍ୟା ଯାହା ସମସ୍ତ ଯୁବପିଢୀ ମଧ୍ୟରେ ଦେଖିବାକୁ ମିଳୁଛି ତାହା ହେଲା ମୁହଁରେ ହେଉଥିବା ବ୍ରଣ ଓ ତା ସହ ଜଡିତ ଦାଗ । ଆଜିକା ଯୁବ ପିଢୀ ନିଜର ସୁନ୍ଦରତା ପାଇଁ ବହୁତ ଚିନ୍ତିତ । ସେଥିପାଇଁ ଯଦି କାହା ମୁହଁରେ ଏମିତି କିଛି ହୁଏ ତ ସେମାନେ ବ୍ୟସ୍ତ ହୋଇପଡନ୍ତି । ଅନେକ ଝିଅ ମାନେ ତ ଏହି ସବୁରୁ ମୁକ୍ତି ପାଇଁ ନାନା ପ୍ରକାରର କୋସମେଟିକ ବ୍ୟବହାର କରନ୍ତି । କିଛି କିଛି ପିଲାଙ୍କର ଏହା କାମ ଦିଏ ତ କିଛି କିଛି ପିଲାଙ୍କ ମୁହଁରେ ଏହା କାମ ଦିଏ ନାହିଁ ବରଂ ଯେତିକି ଥାଏ ତାହା ଆହୁରି ବି ବଢି ଯାଏ ।

Image Courtesy: Google

ପ୍ରତି ଦିନ ସକାଳେ କେବଳ ୨ଟି ନିମ୍ବ ପତ୍ର ଚୋବେଇ ଖାନ୍ତୁ । ନିମ୍ବରେ ବହୁତ ପ୍ରକାର ଆଣ୍ଟି ବେକ୍ଟେରିଆ ଗୁଣ ହୋଇଥାଏ ଯାହା ବହୁତ ପ୍ରକାର ଖରାବ ଜୀବନକୁ ମାରି ଥାଏ ଏବଂ ଆମକୁ ସୁନ୍ଦର ଏବଂ ସ୍ୱାସ୍ଥ୍ୟ ରଖିବାରେ ସାହାଜ୍ଯ କରିଥାଏ ସେଥିପାଇଁ ଅଧିକ ଦରକାର ନାହିଁ ପ୍ରତି ଦିନ ସକାଳେ କେବଳ ଦୁଇଟି ନିମ୍ବ ପତ୍ର ଖାଇବା ଉଚିତ ।

Image Courtesy: Google

ନିମ୍ବ ପତ୍ରରେ ଆଣ୍ଟିବ୍ୟକ୍ଟେରିୟ ଗୁଣ ଭାରି ରହିଛି ଯାହା ଆମ ଶରୀରରେ ଥିବା ଜୀବାଣୁଙ୍କୁ ମାରି ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଜ୍ଯ କରିଥାଏ । ଏହାକୁ ଆମେ ପେଷ୍ଟ କରି ମୁହଁରେ ଲଗାଇବା ସହ ଏହି ପତ୍ରକୁ ଶୁଖାଇ ଖାଦ୍ୟ ଭାବେ ମଧ୍ୟ ଗ୍ରହଣ କରି ପାରିବା । ଏହା ଦ୍ଵାରା ଆମର ରକ୍ତ ସଫା ହୁଏ ଓ ଯାହା ମୁହଁରେ ଥିବା ବ୍ରଣ ଓ ଦାଗ ମଧ୍ୟ ମିଟାଇ ଥାଏ  ଏବଂ ତ୍ଵଚାରେ ଗ୍ଲୋ ଆଣିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button