ସ୍ୱାସ୍ଥ୍ୟ

ଚିକେନ ଖାଇବା ଆଗରୁ (ପୁଅମାନେ) ଥରେ ନିଶ୍ଚୟ ଦେଖି ନିଅନ୍ତୁ- Health Tips

ଆଜିକା ସମୟରେ ଲୋକଙ୍କୁ ଯେତେ ଖରାପ ଜିନିଷ ତାହା ଅଧିକ ପସନ୍ଦ ହୋଇଥାଏ । ଯେଉଁ ଖାଦ୍ଯରେ ପୋଷଣ ନଥାଇ ତେଲ ମଇଦା ଭଳି ଜିନିଷ ଅଧିକ ରହୁଛି ତାହା ପସନ୍ଦ ଆସିଥାଏ । ଏହି ଭଳି ଜିନିଷ ସହ ଆଜିକା ସମୟରେ ପ୍ରୋସେସ ମିଟ ଲୋକ ବହୁତ ଅଧିକ ବ୍ୟବହାର କରୁଛନ୍ତି ଯାହା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ । ତେବେ ଯଦି ଆପଣ ମଧ୍ୟ ମାଂସ ଅଧିକ ପସନ୍ଦ କରନ୍ତି ଆଉ ବିଶେଷ କରି ଚିକେନ ତେବେ ଆପଣଙ୍କୁ ଏହି କଥା ଜାଣିବା ବହୁତ ଆବଶ୍ୟକ ଅଟେ ।

ଆଜିକା ସମୟରେ ଲୋକ ଯେତେ ମାଂସ ସେବନ କରୁଛନ୍ତି ତାହା କେଉଁଠାରୁ ଆସୁଛି ଆଉ ତାକୁ କେମିତି ଉତ୍ପାଦନ କରା ଯାଉଛି ତାହା ବିଷୟରେ ଆଜି ଆମେ ଆପଣଙ୍କୁ କିଛି ବିଶେଷ କଥା କହିବାକୁ ଯାଉଛୁ । ଯେତେ ମାତ୍ରାରେ ଚିକେନ ମାର୍କେଟରେ ମିଳୁଛି ତାହା ମିଳିବା ଅସମ୍ଭବ ହୋଇଥାନ୍ତା ଯଦି କୁକୁଡା ଫାର୍ମ ନଥାନ୍ତା । ତେବେ ଏହି ଫାର୍ମ ମାନଙ୍କରେ କୁକୁଡା ମାନଙ୍କୁ ଛୋଟ ବେଳୁ ଇଞ୍ଜେକ୍ସନ ଦିଆ ଯାଏ ଯାହା ଦ୍ଵାରା ଏହି କୁକୁଡା ମାନେ ଶୀଘ୍ର ବଡ ହୋଇଥାନ୍ତି ।

ଏହା ପରେ କୁକୁଡା ମାନଙ୍କୁ ସମୟ ସମୟ ଅନୁଯାଇ ଆଣ୍ଟି ବାୟୋଟିକ ଦିଆ ଯାଇଥାଏ ଯାହା ଦ୍ଵାରା କୁକୁଡା ମାନଙ୍କ ଓଜନ ବଢିବ ଆଉ ସେ ଶୀଘ୍ର ମ-ରି-ବେ ନାହିଁ । ଏହା ଛଡା କୁକୁଡା ମାନଙ୍କୁ ଏମିତି କିଛି ଖାଦ୍ୟ ଦିଆ ଯାଏ ଯାହା ଦ୍ଵାରା ସେ ଶୀଘ୍ର ବଢିବେ । ଆଜିକା ସମୟରେ ଛୁଆଙ୍କୁ ମଧ୍ୟ ମଟନ ଆଉ ମାଛ ଠାରୁ ଅଧିକ ପ୍ରିୟା ଚିକେନ ଅଟେ କିନ୍ତୁ ଯେଉଁ ଚିକେନ ଆପଣ ପୋଷଣ ପାଇଁ ଖାଉଛନ୍ତି ତାହା କେବଳ ରୋଗର ଘର ଅଟେ ଏଥିରେ ଟିକେ ବି ପୋଷଣ ନାହିଁ ।

ସେଥିପାଇଁ ଆଜିକା ସମୟରେ ଯେଉଁ ଛୁଆ ଜିମ ଯାଉଛନ୍ତି ତାଙ୍କୁ ଚିକେନ ଖାଇବାକୁ ଅଧିକ କୁହା ଯାଇଥାଏ, ଏହି ଭଳି ଲୋକ ଯେଉଁ ପର୍ଯ୍ୟନ୍ତ ଜିମ ଯାଉଥିବେ ଆଉ ଚିକେନ ଖାଉଥିବେ ତାଙ୍କ ବଡି ଠିକ ଥିବ କିନ୍ତୁ ଜିମ ଛାଡିବା ପରେ ତାଙ୍କ ଶରୀର ଦିନକୁ ଦିନ ଫୁଲିବାକୁ ଲାଗିବ । ତେବେ ନିଜ ଛୁଆଙ୍କୁ ଯଦି ସ୍ଵସ୍ଥ ରଖିବାକୁ ଚାହାନ୍ତି ତେବେ ତାଙ୍କୁ ଶାକାହାରୀ ଜିନିଷ ଅଧିକ ଖାଇବାକୁ ଦିଅନ୍ତୁ ଆଉ ଚିକେନ ଠାରୁ ଅଧିକ ମାଛ ଖୁଆନ୍ତୁ ତେବେ ସାଲାଡ ବହୁତ ଭଲ ଜିନିଷ ଏହାକୁ ନିଯେ ଆଉ ଛୁଆଙ୍କୁ ନିଶ୍ଚିନ୍ତ ଖୁଆନ୍ତୁ ଦେଖିବେ ଆପଣଙ୍କ ଜୀବନ ସବୁ ଦିନ ପାଇଁ ବଦଳିଯିବ ଆଉ ଆପଣ ନୂଆ ଜୀବନ ପାଇବେ ।

Related Articles

Leave a Reply

Your email address will not be published. Required fields are marked *

Back to top button