ରାଶିଫଳ

ଆଜି ଠାରୁ ଅଢେଇ ବର୍ଷ ପର୍ଯ୍ୟନ୍ତ ଶନିଦେବ ଏହି 6ଟି ରାଶି ଉପରେ କରିବେ ଧନ ବର୍ଷା, ଜାଣନ୍ତୁ କଣ ସେହି ସବୁ ରାଶି

ନମସ୍କାର ବନ୍ଧୁଗଣ ତେବେ ଆମ ଜୀବନରେ ଘଟୁଥିବା ସବୁ ଘଟଣା ତଥା ଅଘଟଣର ମୁଖ୍ୟ କାରଣ ହେଉଛି ଗ୍ରହ ମାନଙ୍କର ପ୍ରଭାବ । ବ୍ୟକ୍ତିଙ୍କ ରାଶିରେ ଗ୍ରହଙ୍କ ସ୍ଥିତି ଓ ଚଳନକୁ ଆଧାର କରି ତାଙ୍କ ତାଙ୍କ ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ । ଗ୍ରହଙ୍କର ଏହି ପରିବର୍ତ୍ତନ ଯୋଗୁଁ ଆଗାମୀ ୩୩ ବର୍ଷ ପର୍ଯ୍ୟନ୍ତ କିଛି ଭାଗ୍ୟଶାଳୀ ରାଶିଙ୍କ ଉପରେ ଶନିଦେବ କୃପା ଢାଳିବାକୁ ଯାଉଛନ୍ତି । ଫଳରେ ଏବେ ଏମାନଙ୍କ ଜୀବନର ସବୁ ଦୁଃଖ ଓ ସମସ୍ଯା ଦୂର ହେବ । ତେବେ ଚାଲନ୍ତୁ ଜାଣିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ।

୧-ପ୍ରଥମରେ ହେଉଛି ବିଛା ରାଶି । ତେବେ ଏବେ ଆପଣଙ୍କୁ କୋର୍ଟ କଚେରୀ ତଥା କୌଣସି ସରକାରୀ କାର୍ଯ୍ୟରୁ ମୁକ୍ତି ମିଳିବ । କାର୍ଯ୍ୟକ୍ଷେତ୍ରରେ ସୁଖଦ ଅନୁଭବ ହେବ ଏବଂ ସନ୍ତାନ ମାନଙ୍କ ପାଠପଢାକୁ ନେଇ ଆପଣଙ୍କ ଚିନ୍ତା କମିଯିବ । ପୁରାତନ ସମ୍ପତ୍ତିକୁ ନେଇ ଚାଲିଥିବା ବାଦବିବାଦ ଦୂର ହେବ ଓ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ସୁଖପୂର୍ଣ୍ଣ ହେବ । ଆପଣଙ୍କ ପରିବାରରରେ ସୁଖଶାନ୍ତି ଲାଗି ରହିବା ସହ ଆପଣଙ୍କ ଆମଦାନୀରେ ମଧ୍ୟ ବୃଦ୍ଧି ହେବ । ଧନଜନିତ ସବୁ ସମସ୍ଯା ଏବେ ଦୂର ହେବ ।

୨- ଦ୍ଵିତୀୟ ରେ ମିଥୁନ ରାଶି । ତେବେ ଆପଣଙ୍କୁ ଆପଣଙ୍କ କଠିନ ପରିଶ୍ରମର ଫଳ ବହୁତ ଶୀଘ୍ର ମିଳିବାକୁ ଯାଉଛି । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଭାବ ରହିବ ଓ ସବୁ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ଆପଣଙ୍କ ବୈବସାୟିକ ସମସ୍ଯା ଗୁଡିକ ସମାପ୍ତ ହୋଇଯିବ ଓ ଶନିଦେବଙ୍କ କୃପାରୁ ଲାଭର ଅନେକ ନୂଆ ନୂଆ ଅବସର ଆପଣଙ୍କ ହାତରେ ଲାଗିବ । କୌଣସି ପ୍ରତିସ୍ଥିତି ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ମାର୍ଗ ଦର୍ଶନ ପ୍ରାପ୍ତ ହେବ । ଅଚାନକ ଧନ ପ୍ରାପ୍ତିର ଯୋଗ ମଧ୍ୟ ବନୁଅଛି ।

୩- ତୃତୀୟ ରେ ହେଉଛି କନ୍ୟା ରାଶି । ତେବେ ଏହି ସମୟରେ ଆପଣ କୌଣସି ଭଲ ସ୍ଥାନରେ ନିବେଶ କରିପାରନ୍ତି, ଯେଉଁଠୁ ଆର୍ଥିକ ଲାଭ ପାଇଁ ଭଲ ସୁଯୋଗ ମିଳିବ । ଧନ ଲାଭ ଓ ନିବେଶ ଦୃଷ୍ଟିକୋଣରୁ ଏହି ସମୟ ଆପଣଙ୍କ ପାଇଁ ବେଶ ଭଲ ରହିବ । ଏହି ସମୟରେ ଆପଣଙ୍କୁ ସବୁଆଡୁ ଆର୍ଥିକ ଲାଭ ହେବାର ବହୁତ ଭଲ ଯୋଗ ବନୁଅଛି । ଆପଣ କେବଳ ସମୟ ଓ ପରିସ୍ଥିତି ଅନୁସାରେ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ପ୍ରଭୁ ଶନିଦେବଙ୍କ କୃପା ଆପଣଙ୍କ ଉପରେ ରହିବ ।

୪- ଚତୁର୍ଥ ରେ ହେଉଛି ମକର ରାଶି । ତେବେ ଏହି ରାଶିର ଜାତକ ମାନଙ୍କ ପାଇଁ ଆସୁଥିବା ସମୟ ବହୁତ ଖାସ ହେବ । ଟଙ୍କା ପଇସାର ସ୍ଥିତି ଉପରେ ବିଚାର ନିହାତି କରନ୍ତୁ । ପାରିବାରିକ ଜୀବନରେ ଖୁସି ବଢିଯିବ । ଆପଣ ନିଜ ଜୀବନ ସାଥି ସହ ବହୁତ ଭଲ ସମୟ ଅତିବାହିତ କରିବେ । ପରିବାର ଲୋକମାନଙ୍କ ସହ କିଛି ମୂଲ୍ୟବାନ ସମୟ ଅତିବାହିତ କରିବେ, ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ହେବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ସହ ଆପଣଙ୍କୁ ବହୁତ ଶୀଘ୍ର ପ୍ରଚୁର ଧନଲାଭ ହେବ ।

୫- ପଞ୍ଚମ ରେ ହେଉଛି ତୁଳା ରାଶି । ତେବେ ଆପଣଙ୍କୁ କୌଣସି ନିବେଶରୁ ଲାଭ ମିଳିବାର ସମ୍ଭାବନା ରହିଛି । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବହୁତ ଦିନରୁ ଅଟକି ବ୍ରହିଥିବା ଧନ ଫେରି ପାଇବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଶୁଭ ସାବ୍ୟସ୍ତ ହେବ । ବହୁତ ଜଲ୍ଦି ଚାକିରି ମିଳିବାର ସମ୍ଭାବନା ରହିଛି । ଚାକିରି ମିଳିବା ପରେ ଆପଣଙ୍କ ପ୍ରତି ସମସ୍ତଙ୍କର ବ୍ୟବହାର ବଦଳିଯିବ ।

୬- ଷଷ୍ଠ ରେ ହେଉଛି କୁମ୍ଭ ରାଶି । ତେବେ ଆପଣଙ୍କ ଉପରେ ଶନି ମହାରାଜା ଅତ୍ୟନ୍ତ ପ୍ରସନ୍ନ ରହିବେ । ଆପଣଙ୍କ ଜୀବନରେ ସବୁ ପ୍ରକାରର ବାଧା ଦୂର ହେବ । ପ୍ରେମ ସମ୍ପର୍କରେ ଯେଉଁ ମାନେ ଅଛନ୍ତି ସେମାନଙ୍କର ପ୍ରେମ ବିବାହର ହେବାର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜବୁତ ରହିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ । ନୂଆ ଘର କ୍ରୟ କରିପାରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button