ଜୀବନଶୈଳୀ

ଭବିଷ୍ୟ ପୁରାଣ ଅନୁସାରେ ଜାଣନ୍ତୁ ମହିଳାମାନଙ୍କ କେଉଁ ଅଙ୍ଗ ସେମାନଙ୍କୁ ଭାଗ୍ୟଶାଳୀ କରିଥାଏ ?

ନମସ୍କାର ବନ୍ଧୁଗଣ । ଆଜି ଆମେ ଜାଣିବା ମହିଳାମାନଙ୍କ କେଉଁ ଅଙ୍ଗ ସେମାନଙ୍କୁ ଭାଗ୍ୟଶାଳି କରିଥାଏ । ଏକସମୟରେ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହ ବାର୍ତ୍ତାଳାପ କରୁଥିଲେ ଏବଂ ସେହିସମୟରେ ମହିଳାଙ୍କ ବାବଦରେ ଭଗବାନଙ୍କ ଜ୍ଞାନକୁ ପରୀକ୍ଷା କରିବାକୁ ଯାଇ ତାଙ୍କୁ ଏହି ପ୍ରଶ୍ନ ପଚାରିଥିଲେ । ତେବେ ଭଗବାନ ବିଷ୍ଣୁ ଭବିଷ୍ୟତ ପୁରାଣ ଓ ସାମୁଦ୍ରିକ ଗ୍ରନ୍ଥ ଦ୍ଵାରା ଲିଖିତ ବିଷୟକୁ କହିଥିଲେ ।

ତେବେ ଆସନ୍ତୁ ଜାଣିବା ମହିଳାମାନଙ୍କୁ କେଉଁ ଅଙ୍ଗ ତାଙ୍କୁ ଭାଗ୍ୟଶାଳି କରେ । ବିଷ୍ଣୁ ପୁରାଣ ଅନୁସାରେ ଯଦି କୋଣସି ମହିଳାଙ୍କ ମୁଖ ଗୋଲ ଆକୃତିର ,ନାଭି ଗଭୀର ଓ ମୁନିଆ ମୁଖ ଥିବା ମହିଳା ବହୁତ ଭାଗ୍ୟଶାଳି ହୋଇଥାଏ । ଏହି ଭଳି ହୋଇଥିବା ମହିଳାମାନଙ୍କ ଜୀବନ ସୁଖସମବୃଦ୍ଧି ଓ ଆନନ୍ଦରେ କଟେ ।   2- ଯେଉଁ ମହିଳାମାନଙ୍କତ ହାତରେଖା ଗୋଲାବି ରଙ୍ଗର ହୋଇଥାଏ ସେମାନେ ଭାଗ୍ୟଶାଳି ହୋଇଥାନ୍ତି । ଏମାନଙ୍କ ଜୀବନର ହସ ଖୁସିରେ ଅତିବାହିତ ହୋଇଥାଏ ଅପର ପକ୍ଷରେ କଳା ରଙ୍ଗର ରେଖା ଥିବା ମହିଳାମାନଙ୍କ ଜୀବନ ଅତ୍ୟଧିକ କଷ୍ଟରେ କଟିଥାଏ ।

3- ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳାଙ୍କ ପାଦ ତଳେ ଶଙ୍ଖ , ପଦ୍ନ ବା ତ୍ରିକୋଣ ଚିତ୍ର ହୋଇଥାଏ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ  ନିଜର ବୁଦ୍ଧିମତାରେ ପରିବାର ଉପରକୁ ଆସିଥିବା ସମସ୍ୟା ସରଳତା ସହ ସମାଧାନ କରିଥାନ୍ତି । ଏମାନେ ଯେଉଁ ଘରେ ବି ପାଦ ଦେଇଥାନ୍ତି ସେହିସ୍ଥାନରେ ଖୁସି ନିବାସ କରିଥାଏ । ଏହି ମହିଳାମାନଙ୍କ ସ୍ଵାମୀ ଉଚ୍ଚ ପଦରେ ଚାକିରୀ କରିଥାନ୍ତି । 4- ଯେଉଁ ମହିଳାମାନଙ୍କ ଗୋଡର ସବୁ ଆଙ୍ଗୁଳି ସମାନ ଥାଏ ଏଭଳି ମହିଳାମାନେ ଜୀବନସାରା ଖୁସି ଆନନ୍ଦକୁ ପ୍ରାପ୍ତ କରିଥାନ୍ତି ।

ଏହିମାନଙ୍କ ଜୀବନରେ ଦୁଃଖକଷ୍ଟ ପରିଲକ୍ଷିତ ହୋଇନଥାଏ । ଏମାନେ ସର୍ବଦା ଖୁସିରେ ରହିଥାନ୍ତି ଏବଂ ପରିବାରକୁ ମଧ୍ୟ ଖୁସିରେ ରଖନ୍ତି । 5- ଯେଉଁ ମହିଳାଙ୍କ ଆଙ୍ଗୁଠି ଯୋଡି ହୋଇକି ରହିଥାଏ ଏମାନେ ଧନୀ ଓ ସ୍ଵଭାବରୁ ଶାନ୍ତ ହୋଇଥାନ୍ତି । 6- ଯେଉଁ ମହିଳାଙ୍କ ନାଭିର ତଳ ଭାଗରେ କଳାଯାଇ ଥାଏ ସେମାନଙ୍କ ଜୀବନ ସୁଖସମବୃଦ୍ଧିରେ କଟିଥାଏ ।

7- ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ବାମ ପଟେ ଅଧିକ କଳାଯାଇ ଥାଏ ସେମାନେ ପରିବାର ପାଇଁ ସୌଭାଗ୍ୟ ଶାଳି ହୋଇଥାନ୍ତି । 8- ଯେଉଁ ମହିଳାଙ୍କ ମଥାର ମଝିରେ କଳାଯାଇ ଥାଏ ସେମାନେ ଧନୀ ପରିବାରର ବୋହୁ ହେଇକି ଯାଇଥାନ୍ତି । 9- ବଡ ବଡ ଆଖି ଥିବା ମହିଳାମାନଙ୍କ ଜୀବନରେ ଖୁସି ଓ ସମବୃଦ୍ଧି ସର୍ବଦା ରହିଥାଏ ।

10- ଗୋଲାବି ରଙ୍ଗ ନଖ ଥିବା ନାରୀମାନେ ସ୍ଵାସ୍ଥ ଓ ଚରିତ୍ର ଭଲ ହୋଇଥାଏ ଏବଂ ଏମାନେ ଯେଉଁ ଘର ପାଦ ଦିଅନ୍ତି ସେଠାରେ ଧନଦୌଲତ ର ବୃଦ୍ଧି ହୋଇଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ମହିଳାମାନଙ୍କୁ ମାତା ଲକ୍ଷ୍ମୀଙ୍କ ତୁଳନା କରାଯାଇଛି ତେଣୁ ଯେଉଁ ଘରେ ଝିଅ ସନ୍ତାନ ଟିଏ ଜନ୍ମ ନେଇଥାଏ। ସେଠାରେ ମାତା ଲକ୍ଷ୍ମୀଙ୍କ ନିବାସ ଥାଏ ।ଏଣୁ ମହିଳାମାନେ ହିଁ ପରିବାରରେ ସୁଖସମବୃଦ୍ଧିରେ କାରଣ ହୋଇଥାନ୍ତି  । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କାମେଣ୍ଟ କରିବାକୁ  ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button