ବିଚାର

ଘରକୁ କେଉଁ ଜୀବ ଆସିଲେ ଧନ ର ବର୍ଷା ହୋଇଥାଏ ? Odia GK

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣମାନଙ୍କ ପାଇଁ ନେଇଆସିଛୁ ଏଭଳି ପ୍ରଶ୍ନମାଳା ଯାହା ଆପଣଙ୍କ ଓ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଜ୍ଞାନକୁ ଅଭିବୃଦ୍ଧି କରେ । ଜ୍ଞାନକୁ ଲାଭ କରିବା ଉତ୍ତମ ବିଷୟ ଅଟେ କିନ୍ତୁ ତାହାକୁ ପରୀକ୍ଷା କରିକି ଜାଣିବା ଉଚିତ୍ । ଆଜି ଆମେ ପରୀକ୍ଷା ଓ ସାମାଜିକ ଜ୍ଞାନକୁ ବୃଦ୍ଧି କରୁଥିବା କେତେକ ପ୍ରଶ୍ନ ନେଇକି ଆସିଛି ଆପଣମାନେ ଯଦି ଏହାର ଉତ୍ତର ଜାଣନ୍ତି ତେବେ ନିଶ୍ଚୟ ଆମକୁ କାମେଣ୍ଟ କରି ଜଣାନ୍ତୁ । ତେବେ ଆରମ୍ଭ କରିବା ଆଜିର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଯାହାକୁ ଆପଣଙ୍କର ସବୁକ୍ଷେତ୍ରରେ ବ୍ୟବହାର ହୋଇଥାଏ ।

1-କେଉଁ ଫଳରେ ସବୁପ୍ରକାର ଭିଟାମିନ ଥାଏ ?

ଉତ୍ତର : ଅମୃତଭଣ୍ଡା ରେ ସବୁପ୍ରକାର ଭିଟାମିନ ରହିଥାଏ ।

2- କେଉଁ ଗଛର ଫୁଲ କେହି କେବେ ଦେଖିନାହାନ୍ତି ?

ଉତ୍ତର : ଡିମିରି ଗଛର ଫୁଲକୁ କେହି କେବେ ଦେଖିନାହାନ୍ତି ।

3- ପେଟ ରୋଗ ପାଇଁ ଆମେ କେଉଁ ଗଛରପତ୍ର ବ୍ୟବହାର କରିଥାଉ ?

ଉତ୍ତର : ପେଟ ରୋଗ ପାଇଁ ଆମେ ବେଲ ଗଛର ପତ୍ରକୁ ବ୍ୟବହାର କରିଥାଏ ।

4- କେଉଁ ଜୀବ ଆକାଶକୁ ଦେଖିପାରେ ନାହିଁ ?

ଉତ୍ତର : ଘୁଷୁରୀ କେବେବି ଆକାଶକ୍କୁ ଦେଖିପାରି ନ ଥାଏ ।

5- କେଉଁ ଶାଗ ଖାଇବା ଦ୍ଵାରା ଆମର ଦୃଷ୍ଟି ଶକ୍ତି ବଢିଥାଏ ?

ଉତ୍ତର : ପାଳଙ୍ଗ ଶାଗ ଖାଇବା ଦ୍ଵାରା ଆମର ଦୃଷ୍ଟି ଶକ୍ତି ବଢିଥାଏ ।

6- ମିନି ତାଜମହଲ କାହାକୁ କୁହାଯାଏ ?

ଉତ୍ତର : ବିବି କା ମକବରାକୁ ମିନି ତାଜମହଲ କୁହାଯାଇଥାଏ ।

7- କେଉଁ ଫଳ ଖାଇଲେ ଶରୀରର ଓଜନ କମିଯାଏ ?

ଉତ୍ତର : ଖଜୁରୀ ଫଳ ଖାଇଲେ ଶରୀରର ଓଜନ କମିଯାଏ ।

8-  ଜାମୁକୋଳିର ମଞ୍ଜି ଖାଇବା ଦ୍ଵାରା ଶରୀରର କଣ ବଢିଥାଏ ?

ଉତ୍ତର : ଜାମୁକୋଳିର ମଞ୍ଜି ଖାଇବା ଦ୍ଵାରା ଶରୀରରେ ଇନସୁଲିନ ବୃଦ୍ଧି ହୋଇଥାଏ ।

9- ଛୋଟ ପିଲାଙ୍କୁ କଣ ଖାଇବାକୁ ଦେଲେ ସ୍ମରଣ ଶକ୍ତି ବଢେ ?

ଉତ୍ତର : ଛୋଟ ପିଲାଙ୍କୁ ପେସ୍ତାବାଦମ ଖାଇବାକୁ ଦେଲେ ସ୍ମରଣ ଶକ୍ତି ବଢିଥାଏ ।

10 – ଘରକୁ କେଉଁ ଜୀବ ଆସିଲେ ଧନର ବର୍ଷା ହୋଇଥାଏ ?

ଉତ୍ତର : ଘରକୁ ବିଛା ଆସିବା ଦ୍ଵାରା ଧନର ବର୍ଷା ହୋଇଥାଏ ।

ଆଶା କରୁଛୁ ଆପଣମାନଙ୍କୁ ପ୍ରଶ୍ନଉତ୍ତର ପ୍ରତିଯୋଗୀତା ଭଲ ଲାଗିଲା । ତେବେ ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button