କ୍ରାଇମ

ସ୍ଵାମୀ ସ୍ତ୍ରୀ ନିଜ ଚାରି ମାସ ଛୁଆକୁ ମାଇକ୍ରୋୱେବ ରେ ରଖି ପୋଡି ଦେଲେ, କାରଣ ଜାଣି ଉଡିଯିବ ଆପଣଙ୍କ ହୋସ

କୁହା ଯାଏ ଯେ ମାଁ ବାପା ଛୁଆଙ୍କ ପାଇଁ ଭଗବାନ ହୋଇ ଥାନ୍ତି, ସେ କେବେ ବି ନିଜ ଛୁଆ ପାଇଁ କିଛି ଖରାପ କରିବା ପାଇଁ ଚିନ୍ତା ମଧ୍ୟ କରି ପାରିବେ ନାହିଁ । କିନ୍ତୁ ଯଦି ମାଁ ବାପା ରାକ୍ଷାଶ ହୋଇ ଯିବେ ତେବେ କଣ ହବ ? ଏମିତି କିଛି ହେଇଛି ଗୋଟେ ଛୁଆ ସହ ସେହି ଛୁଆକୁ କଣ ଜଣା ଥିଲା ଯେ ତା ପ୍ରାଣ ହରଣ ତା ନିଜ ମାଁ ବାପା କରିବେ ।

ବର୍ତମାନରେ ଗୋଟେ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ସବୁ ମାଁ ବାପାଙ୍କ କଲିଜା ଥରିବ, କିନ୍ତୁ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ମାଁ ବାପା ନିଜ ଛୁଆ ସହ ଏମିତି କଲେ କଣ ପାଇଁ ।

ମାଁ ବାପା ଯିଏ ଛୁଆକୁ ଏହି ଦୁନିଆରେ ଆଣନ୍ତି, ତା ସୁଖ ଦୁଃଖର ପ୍ରତିଟି କଥା ବୁଝନ୍ତି ତାକୁ ଦୁନିଆରେ ଠିଆ ହବା ପାଇଁ ଶିକ୍ଷା ଦିଅନ୍ତି କହିବାକୁ ଗଲେ ଠାକୁରଙ୍କ ରୂପ ମାଁ ବାପା ବୋଲି କୁହା ଯାଏ କାହିଁକିନା ମାଁ ବାପା ଛୁଆ ଜୀବନ ଗଢି ଥାନ୍ତି । କିନ୍ତୁ ଆଜି ଯାହା ମାଁ ବାପା କରିଛନ୍ତି ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ କାହା ପାଇଁ ବି ଏହାକୁ ବିଶ୍ଵାସ କରିବା କଷ୍ଟ ।

ମାଁ ବାପା ନିଜ ଛୁଆ ସହ ଏମିତି କିଛି ଅମାନବିୟ କାମ କରିଛନ୍ତି ଯାହା ବିଶ୍ଵାସ କରିବା ବହୁତ କଷ୍ଟକର । ଏହି ଘଟଣା ଆମେରିକା ର ମିଶୁରି ର ଅଟେ, ଏଠାର ଗୋଟେ କପଲ ନିଜ ୪ ମାସ ଛୁଆକୁ ମାଇକ୍ରୋୱେବ ରେ ପୋଡି ଦବାର ଅଭିଯୋଗ ହୋଇଛି ଏବଂ ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛନ୍ତି । ତଦନ୍ତ ସମୟରେ ଏହାର କାରଣ ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛି, ମାଁ ବାପା ନିଜ ଛୁଆକୁ ମାଇକ୍ରୋୱେବ ରେ ପୋଡିଲେ ଏହାର ଜଣା ସେତେବେଳେ ପଡିଲା ଯେତେବେଳେ ଛୁଆକୁ ପୋଡା ଅବସ୍ତା ରେ ହସ୍ପିଟଲ ଅଣା ଗଲା ।

ହସ୍ପିଟଲ ଅଧିକାରୀମାନେ ଏହି ଘଟଣା ଖବର ପୋଲିସ ରେ କଲେ, ଯାହା ପରେ ପୋଲିସ ଆରୋପି ମାଁ ବାପାଙ୍କୁ ଗିରଫ କରିଛନ୍ତି । ଛୁଆ ମୁହଁ ପୁରା ପୋଡି ଯାଇ ଥିଲା ଓ ଛୁଆ ଶରୀର ରେ ବହୁତ ପ୍ରକାର ଫ୍ୟାକ୍ଚରମଧ୍ୟ ହୋଇ ଥିଲା ଯାହା ଦେଖି ଡକ୍ଟରକୁ ସନ୍ଦେହ ହେଲା ଓ ସେ ପୋଲିସକୁ ସୂଚିତ କଲେ, ଯାହା ପରେ ମାଁ ବାପାଙ୍କୁ ପଚରା ପଚରି କଲା ପରେ ଜଣା ପଡିଲା ଯେ ଛୁଆ ମାଁ ବାପାଙ୍କୁ ହଇରାଣ କରୁ ଥିଲା ଏବଂ ଟିବି ମଧ୍ୟ ଦେଖିବାକୁ ଦେଉ ନଥିଲା ଯାହା ପରେ ମାଁ ବାପା ଦୁହେଁ ଛୁଆକୁ ମାଇକ୍ରୋୱେବ ରେ ପୁରେଇଲେ ଓ ପାୱର ଅନ କରି ଦେଲେ ଯାହା ଦ୍ଵାରା ଛୁଆ ପୋଡି ଗଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button