ଜୀବନଶୈଳୀ

ଦେଖନ୍ତୁ କଣ ହେଲା, ଯେତେବେଳେ ଲହଡି ର ମଜା ନେଲା ବେଳେ ଗୋଟେ ମହିଳା ଦେଲେ ଛୁଆକୁ ଜନ୍ମ

ସୋଶିଅଲ ମିଡିଆ ରେ ସବୁବେଳେ କିଛି ନୂଆ ପୋଷ୍ଟ ହୋଇ ଥାଏ କିନ୍ତୁ କେତେକ ଭାଇରାଲ ଜିନିଷ ଆଶ୍ଚର୍ଯ୍ୟ କରି ଦେଇ ଥାନ୍ତି, ବହୁତ ଏମିତି କଥା ସାମ୍ନାକୁ ଆସି ଥାଏ ଯାହା ଆପଣ କେବେ କଳ୍ପନା ମଧ୍ୟ କରି ପାରିବେ ନାହିଁ । ଆଜି ଆମେ ଯେଉଁ କଥା ଆପଣଙ୍କୁ କହିବାକୁ ଯାଉଛୁ ତାହା ମଧ୍ୟ କିଛି ଏହି ଭଳି ଅଛି ଯାହା ଆପଣ କେବେ ଭାବି ନଥିବେ । ତେବେ ଏହି ଘଟଣା ମଧ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

କେତେକ ଜାଗାରେ କଥା ଭରସା କରିବା କଷ୍ଟକର ହୋଇ ଥାଏ ଲୋକ ଫଟୋ ଦେଖି ମଧ୍ୟ ମନରେ ସନ୍ଦେହ ଆସି ଥାଏ ଯେ ଏହି କଥା ସତ ନା ମିଛ ।

ଆପଣ ଇଣ୍ଟର୍ନେଟ ଦ୍ଵାରା ବହୁତ ଏମିତି ଘଟଣା ବିଷୟରେ ଶୁଣି ଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଶୁଣିଲେ ଚକିତ ରହି ଯିବେ । ବର୍ତମାନ ରେ ରେଡ ସି ତଟ ରେ ଗୋଟେ ଶହର ଦହାବ ରେ କିଛି ଏମିତି ହେଲା ଯାହା ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇ ଗଲେ, ସମୁଦ୍ର କୂଳେ ଗୋଟେ ମହିଳା ଲହଡି ଦ୍ଵାରା ଗାଧେଇବାର ମଜା ନଉଥିଲେ, ସେହି ସମୟରେ ହଟାତ ସେ ଛୁଆକୁ ଜନ୍ମ ଦେଲେ ।

ଏହା ଦେଖି ଦୁଇଟି ଲୋକ ସେହି ମହିଳାର ସମୁଦ୍ର ଭିତରେ ପ୍ରସବ କଲେ ଓ ଶିଶୁକୁ ପାଣି ବାହାରକୁ ଆଣିଲେ । ଏହି ଦ୍ରୁଶ୍ଯ ପାଖରେ ଥିବା ରିଶୋର୍ଟ କିଛି ଲୋକ କ୍ୟାପଚର କଲେ ଏବଂ ତା ପରେ ଏହା ସୋଶିଅଲ ମିଡିଆ ରେ ଭାଇରାଲ ହୋଇଛି । ଏହା ଶୁଣି ଆପଣଙ୍କୁ ବହୁତ ଅଜବ ଲାଗୁ ଥିବ କିନ୍ତୁ ଏହା ସତ ସମୁଦ୍ର ରେ ଗାଧେଇଲା ବେଳେ ମହିଳା ଛୁଆକୁ ଜନ୍ମ ଦେଇଛନ୍ତି । ଯେଉଁ ସମୟରେ ମହିଳାଙ୍କୁ ଲେବର ପେନ ହେଲା ସେହି ସମୟରେ ଏହି ଦୁଇଟି ଲୋକ ମହିଳାର ସମୁଦ୍ର ଭିତରେ ପ୍ରସବ କରାଇଲେ ଏବଂ ଛୁଆକୁ ସମୁଦ୍ର ପାଣିରୁ ବାହାର କଲେ ।

ଫଟୋ ରେ ଆପଣ ଦେଖି ପାରିବେ ଯେ ପାଣି ରେ ପ୍ରସବ ପରେ ଗୋଟେ ଲୋକ ଛୁଆକୁ ହାତରେ ଧରିଛନ୍ତି ଏବଂ ଅନ୍ୟ ଜଣେ ଛୁଆ ଶରୀର ରୁ ବାହାରି ଥିବା ନଳୀକୁ ଗୋଟେ ଟବ ରେ ରଖି ପାଣି ବାହାରକୁ ଆସୁଛନ୍ତି । ମିଡିଆ ରିପୋର୍ଟ ଅନୁଯାଇ ଦୁଇଟି ଲୋକଙ୍କ ମଧ୍ୟରୁ ଜଣେ ଡକ୍ଟର ଥିଲେ, ଯିଏ ନିଜ ପରିବାର ସହ ସମୁଦ୍ର ମଜା ନବା ପାଇଁ ଆସି ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button