ଧର୍ମ

IAS ଇଣ୍ଟରଭିୟୁ ରେ ପଚରାଯାଇଥିବା ପ୍ରଶ୍ନ- ବିବାହ ପୂର୍ବରୁ ବାପା ଝିଅକୁ କଣ ଦେଇଥାଏ ଯାହା ବିବାହ ଦିନ ଫେରାଇ ନେଇଥାଏ ? କୁହ କଣ ?

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହିତ ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣି ନ ଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତ୍ତୀର୍ଣ୍ଣ ହୋଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ତେବେ ଆସନ୍ତୁ ଜାଣି ନେବା ବିସ୍ତାର ଭାବେ ।

୧- ଗୋଟେ କୁଆଡ଼େ ୯ଟି ବେଙ୍ଗ ଥିଲେ । ଯଦି ଗୋଟେ ବେଙ୍ଗ ଚାଲିଯାଏ ତେବେ କୁଆଡ଼େ କେତୋଟି ବେଙ୍ଗ ରହିବେ ?

ଉତ୍ତର- ୯ କାରଣ ମରିଯାଇଥିବା ବେଙ୍ଗ ମଧ୍ୟ କୁଆଡ଼େ ରହିଥିବ ।

୨- କଳାବନର ରାଣୀ ଅଟେ ନାଲି ପାଣି ପିଇଥାଏ କୁହ କଣ ?

ଉତ୍ତର- ଖଟମଲ ବା ଜୁ ।

୩- ଏମିତି କଣ ଅଛି ଯାହା ବାହାରେ ମାଗଣାରେ ମିଳିଥାଏ କିନ୍ତୁ ମେଡିକାଲରେ ପଇସା ଦେବାକୁ ପଡିଥାଏ ?

ଉତ୍ତର- ଅକ୍ସିଜେନ ।

୪- ଏମିତି କେଉଁ ବାହନ ଅଛି ଯାହାର ନାମ ଓଲଟା ବା ସିଧା ଲେଖିଲେ ସବୁବେଳେ ସମାନ ରହିଥାଏ ?

ଉତ୍ତର- ଜାହାଜ ।

୫- ଏମିତି କେଉଁ ଜିନିଷ ଅଛି ଯାହା ଖରାରେ ବି ସୁଖେ ନାହିଁ ?

ଉତ୍ତର- ଝାଳ ।

୬- ଏମିତି କେଉଁ ଜିନିଷ ଅଛି ଯାହାକୁ ଆପଣ ହାତ ନ ଧରି ରୋକିପାରିବେ ?

ଉତ୍ତର- ନିଶ୍ଵାସ ।

୭- ଜାପାନର ଲୋକେ କଦଳୀ ଖାଇବା ପରେ ଚୋପା କଣ କରିଥାନ୍ତି ?

ଉତ୍ତର- ଫିଙ୍ଗି ଦେଇଥାନ୍ତି ।

୮- ଗାଧୋଇବା ସମୟରେ ଯଦି ହାତରେ ସାବୁନ ପଡିଯାଏ ତେବେ ସିଧା ନଳା ରେ ହିଁ କାହିଁକି ପଡିଥାଏ ?

ଉତ୍ତର- କିଏ କହିଥାଏ କି ନାଳ ରେ ହିଁ ପଡିଥାଏ ।

୯- ଜଣେ ବ୍ୟକ୍ତି ନିଜର ହାତ ପାଣିରେ ଧୋଇଲା ତଥାପି ତାର ହାତ ଓଦା ହେଲା ନାହିଁ କୁହ କେମିତି ?

ଉତ୍ତର- କାରଣ ସେ ଦସ୍ତାନା ପିନ୍ଧି ଥିଲା ।

୧୦- ଗୋଟେ ହାତୀ ଫେବ୍ରୁଆରି ଅପେକ୍ଷା ଜାନୁଆରୀ ରେ ଅଧିକ ପାଣି କାହିଁକି ପିଇଥାଏ ?

ଉତ୍ତର- କାରଣ ଜାନୁଆରୀ ରେ ଫେବୃଆରୀ ଠାରୁ ଦିନ ଅଧିକ ହୋଇଥାଏ ।

୧୧- ଏମିତି କଣ ଅଛି ଯାହା ହୃଦୟରେ ଅଛି ମନରେ ଅଛି କିନ୍ତୁ ଧଡକନ ରେ ନାହିଁ ?

ଉତ୍ତର- ଆମିର ଖାନ ।

୧୨- କେଉଁ ମାସରେ ଲୋକେ କମ ସମୟ ସୋଇଥାନ୍ତି ?

ଉତ୍ତର- ଫେବ୍ରୁଆରି ।

୧୩- ଏମିତି କଣ ଜିନିଷ ଅଛି ଯାହା ନ ମାଗି ମଧ୍ୟ ମିଳିଯାଏ ?

ଉତ୍ତର- ପରାମର୍ଶ ।

୧୪- ଏମିତି କିଏ ଅଛି ଯିଏ ବିନା ଗୋଡ ରେ ଦୌଡିଥାଏ ଓ କେବେ ଫେରିକି ଆସେ ନାହିଁ ?

ଉତ୍ତର- ସମୟ ।

୧୫- ବିବାହ ପୂର୍ବରୁ ବାପା ଝିଅକୁ କଣ ଦେଇଥାଏ ଯାହା ବିବାହ ଦିନ ଫେରାଇ ନେଇଥାଏ ? କୁହ କଣ ?

ଉତ୍ତର- ସରନେମ ।

Related Articles

Leave a Reply

Your email address will not be published. Required fields are marked *

Back to top button