ଏହି 4ଟି ଶବ୍ଦ I LOVE YOU କହିବା ବଦଳରେ କହି ଦିଅନ୍ତୁ ନିଶ୍ଚୟ ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ମିଳିଯିବ- Krishna Vani

ବନ୍ଧୁଗଣ ଆମେ ଆମ ଜୀବନରେ ଯେବେ ବି ଯାହାକୁ ଭଲ ପାଇଥାଉ ତାକୁ ଆଇ ଲଭ ୟୁ କହିବା ବହୁତ ସହଜ ହୋଇଥାଏ । କିନ୍ତୁ ଆଇ ଲଭ ୟୁ ଅପେକ୍ଷା ଆପଣ ଏମିତି ବି କିଛି କଥା କହି ପାରିବେ ଯେଉଁଥି ରେ ଆପଣ ତାଙ୍କୁ ବହୁତ ଭଲ ପାଉଛନ୍ତି । ତେବେ ଆସନ୍ତୁ ଜାଣିବା ସେହି 4ଟି ଲାଇନ ଯାହା ଆପଣ ଆଇ ଲଭ ୟୁ ବଦଳରେ କହି ପାରିବେ ।
1- କେବେ ଚେଞ୍ଜ ହେବେ ନାହିଁ : କେବେ ବି କାହାକୁ ଲାଇଫରେ କହିବେ ନାହିଁ କି ତୁମେ ବଦଳି ଯାଅ । ଆପଣ ଯାହାଙ୍କୁ ଭଲ ପାଉଛନ୍ତି ବା ଯାହାର ବହୁତ ଅଧିକା କେୟାର ନେଉଛନ୍ତି କେବେ ବି ତାଙ୍କୁ ଚେଞ୍ଜ କାଇବାକୁ ଚେଷ୍ଟା କରିବେନି ।
2- ମୁଁ ଅଛି ତୁମ ସହ : କେବେ ବି କାହାକୁ ଅନୁଭବ କରାଇବେ ନାହିଁ କି ତାଙ୍କ ସହ କେହି ଅଛନ୍ତି । କେବେ ବି କାହାକୁ କଥା ଦେବେ ନାହିଁ କି ମୁଁ ତୁମ ସହ ଅଛି । କାରଣ ଏହି ପଡେ କଥା ଅନ୍ୟ ର ବିଶ୍ବାସକୁ ମଜବୁତ ବଣାଇ ଥାଏ । କେବେ କେବେ ଏମିତି ବି ସମୟ ଆସିଥାଏ କି ଆପଣ ଯାହାଙ୍କୁ କଥା ଦେଇଥାନ୍ତି ସେ ଆପଣଙ୍କର ଜରୁରତ ଅନୁଭବ କରିଥାନ୍ତି । ଆଉ ଆପଣ ତାଙ୍କ ସହ ରହିବା ହିଁ ବଡ କଥା ହୋଇଥାଏ ।
3- ମୋତେ ଭଲ ମଣିଷ ବନାଇବା ପାଇଁ ଧନ୍ୟବାଦ : କେବେ କେବେ ଅମା ଜୀବନରେ ଏମିତି ମଣିଷ ଆସିଥାନ୍ତି ଯିଏ କି ସବୁ କିଛି କରିଥାନ୍ତି । ଆଉ ଆମେ ତାଙ୍କୁ ଧନ୍ୟବାଦ କହିବାକୁ ଭାବି ଥାଉ କିନ୍ତୁ କେମିତି କହିବୁ ତାହା ବୁଝିପାରି ନ ଥାଉ । ତେବେ ଆପଣ ଯାହାଙ୍କୁ ଭଲ ପାଉଛନ୍ତି ତାଙ୍କୁ ଆଇ ଲଭ ୟୁ କହିବା ବଦଳରେ ଧନ୍ୟବାଦ କହି ଅନୁଭବ କରାଇ ପାରିବେ କି ଆପଣ ତାଙ୍କ ପାଇଁ କେତେ ଚେଞ୍ଜ ହୋଇ ଯାଇଛନ୍ତି । ସେଥିପାଇଁ ଧନ୍ୟବାଦ କହିବା ଜରୁରୀ ଅଟେ ।
4- ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି : ଆପଣ ଏହି ଲାଇନ ତାଙ୍କୁ କହିପାରିବେ ଯିଏ ଆପଣଙ୍କୁ ଭଲ ପାଉଛି । ଏହା ଶୁଣିବା ପରେ ଆପଣଙ୍କ ସାଥିର ଖୁଶିର ଠିକଣା ରହିବ ନାହିଁ । ଯେବେ ଆମେ କାହାକୁ ସଚ୍ଚା ପ୍ରେମ କରିଥାଉ ସେ ଚାହିଁ ଥାନ୍ତି ତାଙ୍କ ମ୍ୟାରେଜ ତାଙ୍କ ପ୍ରେମ ସହ ହୋଇଯାଉ । ଆଉ ଏହି ସ୍ଥିତି ରେ ଆପଣ ତାଙ୍କୁ କହିବାର ଅଛି କି ମୁଁ ତୁମକୁ ମ୍ୟାରେଜ କରିବାକୁ ଚାହଛି । ଦେଖିବେ ତାଙ୍କ ମନରେ ଆପଣଙ୍କ ପାଇଁ ପ୍ରେମା ଆହୁରି ଗଭୀର ହୋଇଯିବ ।
ତାଙ୍କୁ ଅନୁଭବ ହେବ କି ଆପଣ ତାଙ୍କ ପାଇଁ ସମସ୍ତଙ୍କ ସହ ଲଢିବେ । ଆଉ ଏଭଳି କ୍ଷେତ୍ରରେ ଆପଣ ନିଜ ସାଥିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ଆଉ ତାଙ୍କୁ ହାସିଲ କରି ପାରିବେ ।