ଓଡିଶା

ଝିଅର ଅଭିଯୋଗ ରେ ବାପା ଘରେ ଲଗାଇଲେ ସିସିଟିଭି କ୍ୟାମେରା, ଏହାପରେ ଯାହା ସାମ୍ନା କୁ ଆସିଲା ତାହା ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ!

ଛୋଟ ପିଲା ମାନେ ନମ୍ର ସ୍ଵଭାବ ର ହୋଇଥାନ୍ତି । ଏଥିପାଇଁ ସେମାନଙ୍କ ପାଖରେ କିଛି ଛଳନା କି କୁଟ କପଟ ଗୁଣ ନଥାଏ । ଆଜିକାଲି ସମୟ ରେ ଏ ଭାଗଦୌଡ ର ଏ ଜୀବନ ଓ ଟଙ୍କା ପଇସା କମେଇବା ଚକର୍ ରେ ଲୋକ ସମ୍ପୂର୍ଣ୍ଣ ଦିନ ସାରା ବାହାରେ ରୁହନ୍ତି ଯାହାଦ୍ଵାରା କି ନିଜ ପିଲା ମାନଙ୍କୁ ସମୟ ଦେଇପାରନ୍ତିନି । ସମ୍ପୂର୍ଣ୍ଣ ଦିନ ସାରା ପିଲା ମାନେ ଘରେ ଏକା କଣ କରୁଛନ୍ତି କି କୋୖଣସି ଜିନିଷ କାରଣରୁ ତାର ଅସୁବିଧା ହେଉଛି କି । ଏସବୁ ରେ ମଧ୍ୟ ସମୟ ଦେଇ ପାରନ୍ତିନି କି ବୁଝିପାରନ୍ତି ନି ବାପା ମା । ତେବେ ସେହିଭଳି ଏକ ଖବର ଆଜି ଆମେ ଆପଣଙ୍କୁ କହିବୁ ଯେଉଁଠି ଗୋଟେ କୁନି ଝିଅ ଏକା ଘରେ ରହୁଥିଲା ଓ ତା ସହ ହେଉଥିଲା କିଛି ଅଜୀବ ।

Image Courtesy: Google

କିନ୍ତୁ ଆଜି ଯେଉଁ ଘଟଣା ସାମ୍ନା କୁ ଆସିଛି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଦିନ ସାରା ଏକା ରହୁଥିବା କୁନିଝିଅ ସବୁ ସନ୍ଧ୍ୟା ରେ ଘରକୁ ଫେରୁଥିବା ବାପାଙ୍କୁ କହିଥାଏ କି ତାକୁ ଏକା କିଏ ଜଣେ ହଇରାଣ କରୁଛି । ପ୍ରଥମେ ତ ବାପା ତାର ଏସବୁ କଥା ଉପରେ ଧ୍ୟାନ ଦେଇନଥିଲେ । କିନ୍ତୁ ଯେବେ ସବୁବେଳେ ସେ ଏମିତି କହିବାକୁ ଲାଗିଲା ତ ତାଙ୍କର ସନ୍ଦେହ ସୃଷ୍ଟି ହେଲା ଓ ସେ ନିଜ ଘରେ ସିସିଟିଭି କ୍ୟାମେରା ଲଗେଇଲେ । ତାପରେ ଯାହା ଘଟିଲା ସତରେ ତାହା ଅବିଶ୍ୱସନୀୟ ଥିଲା।

Image Courtesy: Google

ସିସିଟିଭି ଫୁଟେଜ ଦେଖି ବାପାଙ୍କର ପାଦ ତଳୁ ମାଟି ଖସିଗଲା । ବାପା ଦେଖିଲେ ଯେ ଝିଅ ଠୁ କିଛି ଦୂରରେ ଏକ କଣ୍ଢେଇ ହଠାତ୍ ହଲିବାକୁ ଲାଗୁଚି, ଯେମିତିକି ଝିଅ ଟି ଅଲଗା କଣ୍ଢେଇ ସହ ଖେଳିବାରୁ ସେ ରାଗୁଚି । ଆଉ ଗୋଟେ ଦୃଶ୍ୟ ରେ ଝିଅ ଟି ଚିତ୍ର ଆଙ୍କୁଥିବା ସମୟରେ ହଠାତ୍ କାଗଜ ଗୁଡିକ ଉଡିବାକୁ ଲାଗିଲା ଓ ସବୁ ଜିନିଷ ଟେବୁଲ୍ ଉପରୁ ତଳକୁ ଖସି ପଡିଗଲା । ଏହି ଭିଡିଓ ଆପଣ ମାନେ ବି ଦେଖିଲେ ଡଋ ଯିବେ ।

Image Courtesy: Google

ତେବେ ଆମର କହିବା କଥା କେବେ ବି କୌଣସି ଛୋଟ ପିଲାଙ୍କୁ ଏକା ଘରେ ଛାଡି କୁଆଡେ ଯାଆନ୍ତୁ ନାହିଁ ସେମାନଙ୍କୁ ନିଜ ସହ ନେଇକି ଯାଆନ୍ତୁ କିମ୍ବା କାହା ସହ ଛାଡିକି ଯାଆନ୍ତୁ ଯିଏ ଆପଣଙ୍କ ଅନୁପସ୍ଥିତିରେ ତାର ଧ୍ୟାନ ରଖିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button