ରାଶିଫଳ

ରାଶି ଅନୁଯାଇ ଜାଣନ୍ତୁ ଆପଣଙ୍କ ଶାଶୂର ସ୍ଵଭାବ କିପରି ରହିବ, ଏହି ଉପାୟ ଗୁଡିକ ଦ୍ଵାରା ସମ୍ବନ୍ଧ ଭଲ ହୋଇ ପାରେ !

ଏହି କଥା ରେ କୌଣସି ସନ୍ଦେହ ନାଇ ଯେ ଝିଅକୁ ସ୍ଵାମୀ ଠାରୁ ଅଧିକ ଶାଶୂ ସହ ସମ୍ପର୍କ ଗଢିବା ରେ ଅସୁବିଧା ହୋଇ ଥାଏ, ଏହି କାରଣ ପାଇଁ ଶାଶୂ ବୋହୁ ସମ୍ପର୍କ କୁ ଖଟା ମିଠା ସମ୍ପର୍କ କୁହା ଯାଏ କାହିଁକିନା ବେଳେ ବେଳେ ବୋହୁତ ଝଗଡା ହୋଇ ଥାଏ ଏବଂ କେତେକ ଥର ଭଲପାଇବା ମଧ୍ୟ ଦେଖିବାକୁ ମିଳି ଥାଏ । ଆଜି ଆମେ ଆପଣଙ୍କୁ ରାଶି ଅନୁଯାଇ କହିବୁ ଯେ କେଉଁ ରାଶି ଝିଅ ଶାଶୂ କିପରି ହୋଇବେ ।

Image Courtesy: Google

ମେଷ :

ମେଷ ରାଶି ବୋହୁଙ୍କ ଶାଶୂ ବହୁତ ପ୍ରଖର ସ୍ଵଭାବ ର ହୋଇ ଥାନ୍ତି, ଏହି ଭଳି ଶାଶୁଙ୍କୁ ନିଜ କଥା ମଝିରେ କାହା କଥା ଶୁଣିବା ପସନ୍ଦ ନଥାଏ । ଏହି ସ୍ଵଭାବ ପାଇଁ ଶାଶୂ ବୋହୁ ମଧ୍ୟ ରେ ବାଦ ବିବାଦ ହୋଇ ଥାଏ ।

ବୃଷ :

ଯେଉଁ ବୋହୁ ରାଶି ବୃଷ ହୋଇ ଥାଏ ତାଙ୍କ ଶାଶୂ ସ୍ଵଭାବ ପରିବର୍ତନଶୀଳ ହୋଇ ଥାଏ, ତେବେ ଏହି ଭଳି ଶାଶୂ କେତେବେଳେ ଭଲ ପାଇବେ ଓ କେତେବେଳେ ରାଗିବେ ।

ମିଥୁନ :

ଏହି ରାଶି ବୋହୁ ର ଶାଶୂ ବୋହୁତ ଭଲ ସ୍ଵଭାବ ର ହୋଇ ଥାନ୍ତି, କିନ୍ତୁ ସମ୍ପର୍କ ସେହି ଭଳି ଖଟା ମିଠା ରହିବ ।

Image Courtesy: Google

କର୍କଟ :

ଏହି ରାଶି ବୋହୁ ର ଶାଶୂ ବୋହୁତ ଭଲ ସମ୍ପର୍କ ଗଢିବାରେ ମାହିର ହୋଇ ଥାନ୍ତି ।

ସିଂହ :

ଏହି ରାଶି ଝିଅ ଶାଶୂ ବୋହୁତ ଶାନ୍ତ ଶିଷ୍ଟ ହୋଇ ଥାନ୍ତି କିନ୍ତୁ ଆପଣଙ୍କ ମାନସିକତା ମିଶି ନପାରେ ।

କନ୍ୟା :

ଏହି ରାଶି ଝିଅ ଶାଶୂ ବୋହୁତ ବୁଦ୍ଧିମାନ ହୋଇ ଥାନ୍ତି, ସମସ୍ତଙ୍କ ଆଗରେ ଆପଣଙ୍କ ସମ୍ପର୍କ ଭଲ ରହିବ କିନ୍ତୁ ପଛେରେ ଆପଣଙ୍କ ସମ୍ପର୍କ ଖରାପ ରହି ପାରେ ।

Image Courtesy: Google

ତୁଳା :

ତୁଳା ରାଶି ଝିଅ ଓ ତାଙ୍କ ଶାଶୂ ଦୁହେଁ ନିଜ ନିଜ କଥା ପାଇଁ ଅଡି ରହିବେ କାହା ଉପରେ କାହାର ପ୍ରଭାବ ନଥିବ ।

ବିଛା :

ଆପଣଙ୍କ ଶାଶୂ ବୋହୁତ ନିଷ୍ଠୁର ହୋଇ ଥିବେ ଏବଂ ନିଜ ଘର ଲୋକଙ୍କୁ ନିଜ କଣ୍ଟ୍ରୋଲ ରେ ରଖିବା ପାଇଁ ଚେଷ୍ଟା କରିବେ ।

ଧନୁ :

ଏହି ରାଶି ଝିଅଙ୍କ ଶାଶୂ ନିଜ ପୁଅ ଉପରେ ଅଧିକାର ଯତେଇବା କେବେ ଛାଡନ୍ତି ନାହିଁ ଏବଂ ବୋହୁ ନା ରେ ପୁଅକୁ ସବୁବେଳେ ଫୋଡୁଥିବେ ।

Image Courtesy: Google

ମକର :

ଆପଣଙ୍କ ଶାଶୂ ବୋହୁତ ସରଳ ସ୍ଵଭାବ ର ହୋଇ ଥିବେ, କିନ୍ତୁ ଧନ କଥା ପାଇଁ ଆପଣଙ୍କ ଶାଶୂ ଓ ଆପଣଙ୍କ ମଧ୍ୟ ରେ ଭୁଲ ବୁଝା ମଣା ହୋଇ ପାରେ ।

କୁମ୍ଭ :

ଆପଣଙ୍କ ଶାଶୂ ରାଜନେଟିକ କଥା ପାଇଁ ବୋହୁତ ମାହିର ହୋଇ ଥିବେ ଓ ତାଙ୍କ ରାଜନୀତି ପାଇଁ ଆପଣ ପ୍ରାୟ ଫସି ପାରନ୍ତି ।

ମୀନ :

ଆପଣଙ୍କ ଶାଶୂ ଓ ଆପଣଙ୍କ ସମ୍ପର୍କ ଭଲ ରହିଲେ ବୋହୁତ ଭଲ ରହିବ କିନ୍ତୁ ଖରାପ ରହିଲେ ବୋହୁତ ଖରାପ ହୋଇ ପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button