ବିଚାର

ମମତାର ଉଦାହରଣ ହେଲେ ଏହି ଗାଈ, କୁକୁର ଛୁଆଙ୍କୁ ପିଆଇଲା ନିଜ କ୍ଷୀର, କାରଣ ଜାଣି ଆପଣଙ୍କ ଆଖିରୁ ମଧ୍ୟ ଝରିବ ଲୁହ

ହିନ୍ଦୁ ଧର୍ମ ରେ ଗାଇକୁ ମାଁ ବୋଲି କୁହା ଯାଇଛି, ସମସ୍ତେ ଗାଇକୁ ମାଁ ବୋଲି କୁହନ୍ତି ଗାଈ ବହୁତ ଶାନ୍ତ ପଶୁ ଅଟେ । ଶାସ୍ତ୍ର ଅନୁଯାଇ ଗାଈ ଶରୀର ରେ ଛତିଶ କୋଟି ଦେବୀ ଦେବତା ବାସ କରନ୍ତି ଯଦି ଧର୍ମ ଛାଡି ଦିଆ ଯାଏ ତେବେ ବି ଗାଈ ବହୁତ ଶାନ୍ତ ପଶୁ ହୋଇ ଥାଏ । ଗାଈର ଉପଯୋଗ ଆମ ଦେଶ ରେ କେତେକ ଯୁଗରୁ ହୋଇ ଆସୁଛି, ଆଗ କାଳ ରେ ଲୋକ ଘରେ କିଛି ରଖନ୍ତୁ ବା ନାହିଁ କିନ୍ତୁ ସମସ୍ତଙ୍କ ଘରେ ଗାଈ ଅବଶ୍ୟ ରହୁଥିଲେ ।

ଗାଈ ପାଳିବାର ବହୁତ ଲାଭ ଅଟେ, ଗାଈ ଦ୍ଵାରା କେତେକ ଜିନିଷ ପ୍ରାପ୍ତ ହୋଇ ଥାଏ ଯେମିତିକି କ୍ଷୀର ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇ ଥାଏ ।

ଓ ଗାଈ ଗୋବର ଯାହା ବହୁତ ଜିନିଷ ପାଇଁ ଉପଯୋଗୀ ଥାଏ ଯେମିତି ଜାଳ ପାଇଁ ବା ଘର ପୋତିବା ଏବଂ ଅନ୍ୟ କେତେକ ଜାଗା ରେ ଗାଈ ମୁତ୍ର ମଧ୍ୟ ଉପଯୋଗ ହୋଇ ଥାଏ ।

କୁକୁର ଛୁଆଙ୍କୁ ଖିର ପିଆଉଥିବାର ଦେଖା ଗଲା ଗାଈ :

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଗାଈ ଭିତରେ ମଧ୍ୟ ମଣିଷ ପରି ଭାବନା ହୋଇ ଥାଏ, ଗାଈ ମଧ୍ୟ ଭଲ ଖରାପ ବୁଝି ପାରନ୍ତି ଏବଂ ଗୋଟେ ବିଶେଷ କଥା ଏହା ଯେ ଗାଈ ଭିତରେ ମାଁ ପରି ମମତା ମଧ୍ୟ ହୋଇ ଥାଏ ଏବଂ ଏହାର ସାକ୍ଷାତ ଉଦାହରଣ ଆମ ସାମ୍ନା ରେ ଉତ୍ତର ପ୍ରଦେଶ ରେ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ର ଗୋଟେ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଯେ ଗୋଟେ ଗାଈ କିଛି କୁକୁଡ଼ା ଛୁଆଙ୍କୁ ଖିର ପିଆଉଛି, ଏହି ଘଟଣା ଦେଖି ସମସ୍ତେ

ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କାହିଁକିନା କୁକୁଡ଼ା ଗାଇକୁ ବହୁତ ହଇରାଣ କରନ୍ତି ଓ ଗାଈ ମଧ୍ୟ କୁକୁରକୁ ସିଙ୍ଗ ମାରି ଥାଏ କିନ୍ତୁ ଏଠାରେ ଗାଈ କୁକୁଡ଼ା ଛୁଆଙ୍କୁ ଖିର ଦଉଛି । ଆଖ ପାଖ ଲୋକଙ୍କ ଠାରୁ ଏହି ଖବର ପ୍ରାପ୍ତ ହୋଇଛି ଯେ କିଛି ଦିନ ତଳେ ଏହି କୁକୁଡ଼ା ଛୁଆଙ୍କ ମାଁ ଗାଡି ଏକ୍ସିଡେଣ୍ଟ ରେ ମାରି ଗଲା ଯାହା ପରେ ଛୁଆ ଭୋକ ଓପାସ ରେ ବୁଲୁଥିଲେ ଓ କାନ୍ଦୁଥିଲେ ଏହା ପରେ ଗାଈ ଏହି ସବୁ ଦେଖି ନପାରି ଏହି କୁକୁଡ଼ା ଛୁଆଙ୍କୁ ନିଜ ଖିର ପିବା ପାଇଁ ଦେଲା, ଏହା ଦେଖି ସମସ୍ତେ କହିଲେ ଯେ ମାଁ ମମତା ଗାଈ ରେ ଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button