ଦେଶ ବିଦେଶ

ଭାରତରେ ଅଛି ଏକ ଏମିତି ଜାଗା ଯେଉଁଠି ଏକ କପ ଚା ଠାରୁବି ଶସ୍ତା ଦାମରେ ମିଳୁଛନ୍ତି ଝିଅମାନେ

ଆଜି ଯେଉଁ ଖବର ଆମେ ଆପଣଙ୍କ ପାଇଁ ଆଣିକି ଆସିଛୁ ତାହା ଶୁଣିବା ପରେ ଆପଣଙ୍କୁ ବିଶ୍ଵସ କରିବା ପାଇଁ ମୁସ୍କିଲ ହେଇପାରେ କିନ୍ତୁ ଏହା ସତ । କେହି ଭାବି ପାରିବେ ନାହିଁ କି ଆଜିର ଏହି ଆଧୁନିକ ଯୁଗରେ ଏମିତି ବି ହେଇପାରେ । ଆମ ଦେଶରେ କେତେକ ମହିଳା ସଶକ୍ତୀକରଣ ଦ୍ଵାରା ନିଜର ଅଧିକାରର କଥା କୁହନ୍ତି ସେହି ଦେଶରେ ରେ ଏମିତି କିଛି ବି ଜାଗା ଅଛି ଯେଉଁଠି ମହିଳାମାନଙ୍କୁ ଅଧିକାର ତ ଦୂର ତାଙ୍କୁ ନିଜେ ବଞ୍ଚିବାର ହକ ବି ଛଡାଇ ନିଆଯାଏ ।

ଏହାର ମାନେ କି ଦେଶ ଯେତେ ବି ବଦଳି ଯାଉ କିନ୍ତୁ ଆଜି ବି ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ନାଁ ହିଁ ନେଉନି ।

ଗାଁ ରେ ଆଜିବି ମହିଳା ମାନଙ୍କ ଉପରେ ଅତ୍ୟାଚାର ହେଉଛି ଏବଂ ସେମାନେ ସବୁ କିଛି ନ କହି ସହି ଆସୁଛନ୍ତି କାହାକୁ କିଛି କହି ପାରୁ ନାହାଁନ୍ତି । ଆମେ କଥା ହେଉଛେ ଭାରତର ମଧ୍ୟପ୍ରଦେଶ ରାଜ୍ୟ ଯିଏ ନିଜେ ନିଜକୁ କହୁଛି ବଡ ରାଜ୍ୟ ବୋଲି କିନ୍ତୁ ଏହି ରାଜ୍ୟରେ ଶିବପୁରୀ ନାମକ ଏକ ଜାଗା ଅଛି ।

ଯାହା ନିଜ ନାମ ପାଇଁ ନୁହେଁ ଘଟିଆ ପ୍ରଥା ପାଇଁ ସୁଖୀରେ ରହୁଛନ୍ତି । ସେଠାରେ ଏକ ମଣ୍ଡୀ ଲାଗେ ଯେଉଁଠି ଝିଅମାନଙ୍କୁ ଠିଆ କରାଯାଏ ଏବଂ ତାଙ୍କୁ ପ୍ରଥାର ନାମ ଦିଆଯାଇଥାଏ । ଯେତବେଳେ ପୁରୁଷ ଆସିଥାନ୍ତି ଏବଂ ନିଜ ପସନ୍ଦର ଝିଅର ଦାମ ଠିକ କରନ୍ତି ଏବଂ ଯେତବେଳେ ସଉଦା ଠିକ ହୋଇଯାଏ ସେତବେଳେ ୧୦ ଟଙ୍କା ରୁ ନେଇ ୧୦୦ ଟଙ୍କା ପର୍ଯ୍ୟନ୍ତ ଷ୍ଟାମ୍ପ ପେପରରେ କିଣି ଫରକ୍ତୋ କରି ନିଅନ୍ତି । ଭାରତର ଏହି ରାଜ୍ୟରେ ପ୍ରତି ବର୍ଷ ୩୦୦ ଝିଅଙ୍କୁ ୧୦ ଟଙ୍କାରେ ଷ୍ଟାମ୍ପ ପେପର ରେ ବିକା ଯାଇଥାଏ ।

ଏହି ପାରମ୍ପରିକ ଖେଳରେ ବିକୁଥିବା ଝିଅକୁ କଣ୍ଟ୍ରାକ୍ଟର ତିଆରି କରାଯାଇଥାଏ । ଯେଉଁଥିରେ କିଣୁଥିବା ବ୍ୟକ୍ତିଙ୍କୁ ମହିଳା ନହେଲେ ତାଙ୍କ ପରିବାରକୁ ଏକ ନିଶ୍ଚିନ୍ତ ରକମ କରିବାକୁ ପଡିଥାଏ । ଏକ ମୋଟା ରକମ ଦେଲା ପରେ ଦୁଇଜଣ ସ୍ଵାମୀ ସ୍ତ୍ରୀ ହେଇ ଯାଆନ୍ତି । କିନ୍ତୁ ସେ ସେପର୍ଯ୍ୟନ୍ତ ସ୍ଵାମୀ ସ୍ତ୍ରୀ ଥାନ୍ତି ଯେତବେଳ ପର୍ଯ୍ୟନ୍ତ ପୁରୁଷ ତାକୁ ନିଜର ସ୍ତ୍ରୀ ବୋଲି ମାନିଥାଏ । କାରଣ ଟଙ୍କା ଦେବା ଆଧାରରେ ସମ୍ପର୍କ ସ୍ଥାଇ ହୋଇନଥାଏ । ତାକୁ ଶେଷ କରି ଦିଆଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button