ଶିକ୍ଷା

ପରୀକ୍ଷାରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନ ଯାହା ଆପଣଙ୍କ ଦିମାଗ କୁ ହଲେଇ ରଖିଦବ

ସବୁବେଳେ କିଛି ନା କିଛି ପରୀକ୍ଷାରେ କିଛି ଏମିତି ପ୍ରଶ୍ନ ପଚରା ଯାଇଥାଏ ଯାହା ବହୁତ ଅଜିବ ହୋଇଥାଏ ଯାହାର ଉତ୍ତର ଦେବା ପାଇଁ ଆପଣ ସକ୍ଷମ ହେଇପାରନ୍ତି ନାହିଁ ଏବଂ ଏମିତି ପ୍ରଶ୍ନର ଠିକ ଉତ୍ତର ଦେବା ଆପଣଙ୍କ ପାଇଁ ବହୁତ କଠିନ ହୋଇଥାଏ । ସେହି ପ୍ରଶ୍ନର ଉତ୍ତର ନଦେବା ଯୋଗୁ ଆପଣ ସେହି ପରୀକ୍ଷାରେ ଫେଲ ହୋଇଯାଆନ୍ତି । ଏହା ସହିତ କିଛି ଲୋକ ସେହି ପ୍ରଶ୍ନର ଠିକ ଉତ୍ତର ଦେଇ ପରୀକ୍ଷାରେ ପାସ କରିଯାଆନ୍ତି ।

ଏହି ପରୀକ୍ଷାରେ ପଚରା ଯାଉଥିବା ପ୍ରଶ୍ନ କେଉଁ ବହିରୁ ଆସିନଥାଏ ଏହା ଆପଣଙ୍କ ଜୀବନ ସହିତ ଯୋଡି ହୋଇଥିବା କିଛି ପ୍ରଶ୍ନ ବି ହେଇପାରେ ଏବଂ ଆପଣଙ୍କ ପରିବାର ସହିତ ମଧ୍ୟ ଯୋଡି ହୋଇଥାଏ ।

ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଆପଣଙ୍କୁ ଆପଣଙ୍କ ଦିମାଗ ଉପରେ ଚାପ ପକେଇବାକୁ ହେବ । ଆଜି ଆମେ ଆପଣଙ୍କୁ ଠିକ ଏମିତି ପ୍ରଶ୍ନ ପଚାରିବୁ ଯାହାର ଉତ୍ତର ପ୍ରାୟ କୌଣସି ବହିରେ ଲେଖା ହୋଇଥିବ । କିନ୍ତୁ ଏହି ବ୍ୟକ୍ତିଙ୍କୁ କିଛି ଏମିତି ପ୍ରଶ୍ନ ପଚରା ଯାଇଥିଲା ଯାହା ସତରେ ଆପଣଙ୍କ ଦିମାଗକୁ ହଲେଇଦବ ।

ପ୍ରଥମ ପ୍ରଶ୍ନ – ଗୋଟେ ଝିଅ ନିଜ ଡ୍ରେସ ଭିତରେ କଣ ପିନ୍ଧିଥାଏ ?

ଆପଣ ବି ଭାବନ୍ତୁ ଏହି ପ୍ରଶ୍ନ ଉତ୍ତର କଣ ହୋଇପାରେ ଯଦି ଜଣା ନାହିଁ ତାହେଲେ କିଛି କଥା ନାହିଁ ତାହାର ଉତ୍ତର ଆମେ ଆପଣଙ୍କୁ କହିଦବୁ । ଏହି ଉତ୍ତର ଗୋଟେ ଝିଅକୁ ପଚରା ଯାଇଥିଲା ଯାହା ପରେ ସେ ଝିଅଟି କିଛି ସମୟ ଭାବିଲା ଏବଂ ତାପରେ ତାର ଉତ୍ତର ବହୁତ ଭଲ ଭାବରେ ଦେଲା । ଝିଅଟି କହିଲା କି ଗୋଟେ ଝିଅ ତା ଡ୍ରେସ ତଳେ ଜୋତା ଏବଂ ମୋଜା ପିନ୍ଧିଥାଏ ।

ଦ୍ଵିତୀୟ ପ୍ରଶ୍ନ – ଯଦି ଆପଣଙ୍କ ସ୍ତ୍ରୀର କୌଣସି ଅଲଗା ପୁରୁଷ ସହିତ ସମ୍ପର୍କ ଥାଏ ତାହେଲେ ଏମିତି ପରିସ୍ଥିତିରେ  ଆପଣ କଣ କରିବେ ?

ଉତ୍ତର ହେଉଛି ସେହି ପୁରୁଷ ଉପରେ ଆମେ ଏଡଲ୍ଟି ର ଦୋଷ ଲଗାଇ ପାରିବା କିନ୍ତୁ ଏହା ପାଇଁ ଆପଣଙ୍କ ପାଖରେ ଦୁଇଜଣଙ୍କ ବିରୁଦ୍ଧରେ ଠୋସ ପ୍ରମାଣ ଥିବା ଦରକାର ଯେଉଁ ଥିରେ ଆପଣ ପ୍ରମାଣିତ କରିପାରିବେ କି ସେ ଦୁଇଜଣଙ୍କ ଭିତରେ କିଛି ସମ୍ପର୍କ ଅଛି ନା ନାହିଁ ।

ଏବେ ଆପଣ ଭାବୁଥିବେ କି ଏଡଲ୍ଟି କେସ କଣ ହୋଇଥାଏ ଏହି କେସ ରେ କାହା ଉପରେ ଦୋଷ ଯାଇଥାଏ, ଏହି କେସରେ କିଛି ପ୍ରମାଣର ଦରକାର ହୋଇଥାଏ ଯାହା ଦ୍ଵାରା ପ୍ରମାଣିତ ହାଇପାରିବ କି ଆପଣଙ୍କ ସ୍ତ୍ରୀର କାହା ସହିତ ସମ୍ପର୍କ ଥିଲା । ଆପଣଙ୍କ ପାଖରେ କିଛି ଏମିତି ପ୍ରମାଣ ରହିବା ଦରକାର ଯାହା ଦ୍ଵାରା ମେଡିକାଲ ଟେଷ୍ଟ ଦ୍ଵାରା ଜଣା ଯାଇପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button