ଓଡିଶା

ଯେତେବେଳେ ଲିଫ୍ଟରେ ଅଜଣା ପୁଅମାନଙ୍କ ଭିତରେ ଫସି ଗଲା ଏହି ଝିଅ, ତାହା ପରେ ଯାହା କଲା ସିଏ ତାକୁ ଦେଖି କେହିବି ଚକିତ ରହିଯିବେ

ଆଜିକାଲି ସବୁଆଡେ ଝିଆପିଲାଙ୍କ ସୁରକ୍ଷା ନେଇ ଚର୍ଚା ହଉଛି । ମହିଳା ପ୍ରତି ବଢୁଥିବା ଅପରାଧ କୁ ଦେଖିବା ପରେ ଦେଶରେ ସବୁଠୁ ବଡ ଖବର ଏହା ଏବେ କେହି ନା କେହି ଏହି ଅପରାଧର ଶିକାର ହେଇ ସାରିଲେଣି । ଶୁଣିବାକୁ ଆସୁଛି କି ମହିଳାମାନେ ଦୁର୍ବ୍ୟବହାର ଶିକାର ହଉଛିନ୍ତି, ସରକାର ମଧ୍ୟ କେତେ ପ୍ରକାର ଉପାୟ କରିସାରିଲେଣି ହେଲେ ଏହା ବିଫଳ ହଉଛି । ଆଜି ଯାଏ ବି ଏହି ଘଟଣା ଥମିବାର ନାମ ନଉନି ।

ଦରକାର ଏହା କି ମହିଳାମାନଙ୍କୁ ନିଜର ରକ୍ଷା ନିଜେ କରିବାକୁ ପଡିବ, ଜରୁରୀ ନାହିଁ କି ସବୁ ବେଳେ ତାଙ୍କ ସାଥିରେ କେହି ଅଛନ୍ତି ।

ମହିଳା ମାନେ ଅପରାଧକୁ ଅଟକାଇବା ପାଇଁ ଆଗକୁ ପାଦ ବଢାଇବାକୁ ପଡିବ ଆଉନିଜର ରକ୍ଷା ପାଇଁ ତାଙ୍କୁ କରାଟେ ଆଉ ଅସ୍ତ୍ର ପରି କିଛି ଜିନିଷ ପାଖରେ ରଖିବାକୁ ପଡିବ ଏବେ ବହୁତ ହେଇଗଲା ଅତ୍ୟାଚାରକୁ ସହିବା । ମିଡିୟାରେ ଏହି କିଛି ଦିନ ତଳେ ମହିଳା ସୁରକ୍ଷା ବିଷହୟରେ ଗୋଟେ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖା ଯାଇଛି ଗୋଟେ ଝିଅ ଆଉ 3 ପୁଅ ସାଙ୍ଗରେ ଲିଫ୍ଟରେ ଫସି ଯାଏଥିଲା ଆଉ ସିଏ 3 ପୁଅ ତା ସାଙ୍ଗରେ ଖରାପ ବ୍ୟବହାର କରିବାକୁ ଭାବୁଥିଲେ କିନ୍ତୁ ତାପରେ ସିଏ ଝିଅ ଯାହା କଲା ତାକୁ ଦେଖିଲେ ବିଶ୍ଵାଶ ହବନି ।

ଏହି ଭିଡିୟକୁ ସୋସିଆଲ ମିଡିଆ ରେ ବହୁତ ଲୋକେ ପସନ୍ଦ କରିଛନ୍ତି ଏଥିରେ ଗୋଟେ ଝିଅ ଯେବେ କିଛି ଅଜଣା ଲୋକଙ୍କ ମଝିରେ ଥାଏ ତେବେ ନିଜକୁ କେମିତି ବଞ୍ଚାଇବ ଦେଖା ଯାଇଅଛି । ଏହା ଗୋଟେ ଫ୍ରାଙ୍କ ଅଟେ କିନ୍ତୁ ଏହି ଲୋକଙ୍କ ପାଇଁ ଗୋଟେ ଶିକ୍ଷା ଯେଉଁମାନେ ଝିଅ ମାନଙ୍କୁ କମଜୋର ଭାବୁଛନ୍ତି ଆଉ ତାଙ୍କ ସାଥିରେ ଖରାପ ବ୍ୟବହାର କରିଥାନ୍ତି ।

କିନ୍ତୁ ଏହି ଭିଡିଓ ରେ ଯେଉଁ ବ୍ୟବହାର ଝିଅ ଅଜଣା ଲୋକଙ୍କ ମଧ୍ୟରେ କଲା,ଏହାକୁ ଦେଖିକି ଜଣାଯାଉଛି କି ଝିଅ ପିଲା କାହଠୁ କମ ନୁହନ୍ତି ,ଏହି ଝିଅପିଲା ଲିଫ୍ଟରେ ଚାଲିଲା ମାନେ ନିଜର ହାତ ଗୋଡ ଜୋରେ ଚାଲିବାର ଲାଗେ ଯାହା ପାଇଁ ଲିଫ୍ଟରେ ଥିବା ସବୁ ଲୋକେ ଏକଦମ ରେ ଡଋ ଯାନ୍ତି ଆଉ ତାଙ୍କ ଭିତରୁ ଗୋଟେ ଟୋକା ତ ଝିଅର ପଛେପଟେ ଧକା ବି ଦଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button