ଦେଶ ବିଦେଶ

ନିର୍ଭୟା କେଶ୍: ଦୁର୍ଦ୍ଦାନ୍ତ ଅପରାଧୀ ଙ୍କ ଫାଶୀ ରେ ଅଟକ ପାଇଁ ହାଇକୋର୍ଟ ରେ ଦାବୀ, ଆଜି ଶୁଣାଣି ହେବ

ନିର୍ଭୟା ଦୋଷୀ ଙ୍କ ଫାଶୀ ଉପରେ ଶୁକ୍ରବାର ଦିନ ପଟିୟାଲା ହାଉସ କୋର୍ଟ ରେ ଅଟକ ରଖିବା ନିଷ୍ପତ୍ତି କୁ କେନ୍ଦ୍ର କରି ତିହାଡ଼ ଜେଲ୍ କତୃପକ୍ଷ ଶନିବାର କୁ ହାଇକୋର୍ଟ ରେ ଦାବି ରଖିଛନ୍ତି । କେନ୍ଦ୍ର ସରକାର ତରଫ ରୁ ଦାଖଲ ହେଇଥିବା ସାଲିସିଟର ଜନରଲ୍ ର ଦଲିଲ୍ ଶୁଣିବା ପରେ କୋର୍ଟ ମାମଲା ର ଶୁଣାଣି ପାଇଁ ଆଜି କୁ ସ୍ଥିର କରିଛି । ତ୍ୟାଗମୂର୍ତ୍ତି ସୁରେଶ କୁମାର, କେନ୍ଦ୍ର ଓ ତିହାଡ଼ କତୃପକ୍ଷ ଙ୍କ ତରଫରୁ ଦାୟର ଯାଚିକା ଉପରେ ଶୁଣାଣି କରିବେ ।

ଅଭିଯୋଜନ ପକ୍ଷ ରୁ ସାଲିସିଟର ଜନରଲ ତୁଷାର ମେହେଟା କହିଲେ,୪ ଜଣ ମିଶିକି କାନୁନ୍ ସହ ଖେଳୁଛନ୍ତି ଯେମିତି କି ଫାଶୀ ଟଳି ଯିବ ।

ଆବେଦନ ହେଇଥିବା ଦଲିଲ୍ ରେ କିଛି ବି କାରଣ ନାହିଁ ଯାହାକୁ ନେଇ ନ୍ୟାୟିକ ଯାଞ୍ଚ୍ ହେବ । ଦୋଷୀଙ୍କ ସବୁ ବିକଳ୍ପ ଶେଷ ହେଇଗଲା ପରେ  ଫାଶୀ ଅଟକେଇବା ପାଇଁ ଏମିତି ଦାବି କରିଛନ୍ତି । ସେ ଏ ପାଠ ରେ କହିଛନ୍ତି ଶୁକ୍ର ବାର ରେ ଅଟକ ଲଗାଯାଇଛି ଯେ ଏ ୪ ଦୋଷୀ ଙ୍କୁ ଅଲଗା ଅଲଗା ଫାଶୀ ଦିଆ ହେଇପାରିବନି ।

ଯାଚିକା ରେ କୁହାଯାଇଛି ଯେ ଏମିତି କିଛି ନିୟମ ନାହିଁ ଏକା ଥରେ ସମସ୍ତ ଦୋଷୀ ଙ୍କୁ ଏକାଠି ଫାଶୀ ଦେଇହେବ । ଅଦାଲତ ର ଦୋଷୀ ବିନୟ ଶର୍ମା ର ଦୟା ଯାଚିକା ରାଷ୍ଟ୍ରପତି ଙ୍କ ପାଖରେ ଅବଲମ୍ବିତ ଥିବା ବେଳେ ଅନ୍ୟ ଦୋଷୀ ଙ୍କ ଫାଶୀ ଅଟକେଇବା ଠିକ୍ ନୁହେଁ ।

ଅଦାଲତ ରେ ଅଭିଯୋଜନ ର ଦଲିଲ୍ କୁ ଖାରଜ କରିଦିଆଗଲା ଯେଉଁଥିରେ ବିନୟ କୁ ଛାଡି ଆଉ ଅନ୍ୟ ୩ ଜଣ କୁ ଫାଶୀ ଦେବା ପାଇଁ ଦାବି କରାଯାଇଥିଲା । ଯାଚିକା ରେ  ଏ ସମ୍ପର୍କ ରେ ଦିଶା ନିର୍ଦ୍ଦେଶ ଜାରି ପାଇଁ ଅନୁରୋଧ କରାଯାଇଛି । ଦଲିଲ୍ ଶୁଣିସାରି ଏ ପାଠ ରେ ତିହାଡି ଜେଲ୍ ପ୍ରଶାସନ ଓ ଚାରି ଦୋଷୀ ଙ୍କୁ ନୋଟିସ ଦେଇଛନ୍ତି ଯେ ଏ ମାମଲା ର ଶୁଣାଣି ରବିବାର କୁ ଘୁଞ୍ଚାଇଦିଆଗଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button