ମନୋରଞ୍ଜନ

ଏହି ଫଟୋକୁ ଯୁମ କରି ଦେଖନ୍ତୁ ତାପରେ ଜାଣି ପାରିବେ ଏଥିରେ ଲୁଚି ଥିବା ଭୁଲ ,୯୯% ଲୋକ ହେଇଯାଇଛନ୍ତି ଫେଲ

ବହୁତ ସାମୟରେ ଆମେ ଦେଖିଚେ କି ଲୋକମାନେ କୌଣସି ଫଙ୍କଶନକୁ ଯାଇଥାନ୍ତି ବା କୌଣସି ଜାଗାକୁ ବୁଲିବାକୁ ଯାଆନ୍ତୁ ସେଠାରେ ବହୁତ ସାରା ଫଟୋ ଉଠାଇ ଥାନ୍ତି ଏବଂ ତାହା ପରେ ତାକୁ ସୋସିଆଲ ମିଡିଆରେ ପୋଷ୍ଟ ବି କରିଦେଇଥାନ୍ତି । କିନ୍ତୁ ବହୁତ ଥର ଏହା ହୋଇଥାଏ କି ସେହି ଫଟୋରେ ଆମେ ନିଜକୁ ଖୋଜିଥାଉ ଏବଂ କେତେଥର ଏମିତି ହୋଇଥାଏ କି କୌଣସି ଆଲବମରେ ଏତେ ଭଲ ଫଟୋ ମିଳିଯାଇଥାଏ କି ପଚାରନ୍ତୁ ନାହିଁ ।

କିନ୍ତୁ କିଛି ଫଟୋ ଏମିତି ବି ହୋଇଥାଏ ଯେଉଁଥିରେ କି ଶରୀର ଲୁଚିଯାଇଥାଏ ଆଉ କେତବେଳେ ପାଦ ,ଏହାର ମାନେ ଆପଣ ଠିକ ବୁଝିପାରୁ ଥିବେ କି ଏହି ପ୍ରକାରର ଫଟୋ ଦେଖିବାକୁ କେତେ ମଜା ଲାଗିଥାଏ ।

ଆଜି ଯେଉଁ ଲେଖା ଆମେ ଆପଣଙ୍କ ପାଇଁ ଆଣି ଆସିଛୁ ତାହା କିଛି ଏଥିରେ ସମ୍ବନ୍ଧିତ । ଆଜି ଆମେ ଆପଣଙ୍କୁ କିଛି ଏମିତି ଫଟୋ ଦେଖାଇବାକୁ ଯାଉଛୁ ଯାହା ଭିତରୁ ପାନନକୁ ଭୁଲ ଖୋଜିବାକୁ ହେବ ଏବଂ ଖାସ କଥା ଏହା କି ଏବେ ପର୍ଯ୍ୟନ୍ତ ଏହି ପ୍ରଥମ କୁ କେତେକ ଠିକ କରି ପାରିଛନ୍ତି । କିଛି ଲୋକ ନିଜ ଜ୍ଞାନକୁ ନେଇ ବହୁତ ଗର୍ବ କରିଥାନ୍ତି କିନ୍ତୁ ଏହି ଦୁନିଆରେ କେହି ଏମିତି ନାହାଁନ୍ତି ଯିଏ ସବୁ ସମସ୍ୟାରୁ ବାହାରି ପାରିବେ ।

ପ୍ରଥମ ଫଟୋ

ଆଜି ଆମେ ଆପଣଙ୍କ ସାମ୍ନାକୁ କିଛି ଏମିତି ଫଟୋ ଆଣିଛୁ ଯାହା କି ସତରେ ମୁଣ୍ଡ ବୁଲାଇଦେବା ଭଳି ଅଟେ ଏବଂ ଏହି ଫଟୋକୁ ଟିକେ ଧ୍ୟାନରେ ଦେଖିବେ କି କେତେଲୋକ ଏହାର ଠିକ ଉତ୍ତର ଦେଇପାରୁଛନ୍ତି ।

ଦ୍ଵିତୀୟ ଫଟୋ

ଏହି ଫଟୋରେ ଆପଣଙ୍କୁ କଣ ଦେଖାଯାଉଛି କେବଳ ସ୍ପାଟ କିନ୍ତୁ ଆପଣ ଏହି ଫଟୋକୁ ଧ୍ୟାନରେ ଦେଖନ୍ତୁ ଏଥିରେ କୁକୁର ଉପରେ ଏକ ବିଲେଇ ବସିଛି ଆପଣ ହେଇଗଲେ ନା କନଫିଉଜ ।

ତୃତୀୟ ଫଟୋ

ଏହି ଫଟୋରେ ଆପଣଙ୍କୁ ଲାଗୁଥିବ କି ପୁରୁଷ ମହିଳା ପ୍ୟାଣ୍ଟ ରେ ହାତ ପୁରାଇଛି  କିନ୍ତୁ ଆପଣ ଟିକେ ଧ୍ୟାନରେ ଦେଖିବେ ତ ଜାଣିପାରିବେ କି ଏହି ଫଟୋରେ ପୁରୁଷର ହାତ ମହିଳାର ଆଗରେ ଅଛି ।

ଚତୁର୍ଥ ଫଟୋ

 

ଏହି ଫଟୋରେ ଆପଣଙ୍କୁ ଲାଗୁଥିବା କି ଏଠାରେ ଠିଆ ହୋଇଥିବା ଲୋକ ଝିଅ ନା ପୁଅ ଆପଣଙ୍କୁ କହୁଛୁ କି ଏହାର ଉତ୍ତର ଆପଣ ନିଜେ ଖୋଜି ପାରିବେ ବାସ ଖାଲି ଏହି ଫଟୋକୁ ଧ୍ୟାନରେ ଦେଖନ୍ତୁ ।

ପଞ୍ଚମ ଫଟୋ

ଏହି ଫଟୋକୁ ଟିକେ ଭଲରେ ଦେଖନ୍ତୁ ତିଆରି କରିଥିବା ଲୋକ ଟି ବହୁତ ସୁନ୍ଦର ଚିତ୍ର କରିଛି । ଏହାକୁ ଧ୍ୟାନର ସହିତ ଦେଖିଲେ ଜାଣିପାରିବେ କି ଏଠାରେ ୬ ପିଲର ଅଛି ଏବଂ ସେଠାରେ ୫ ଜଣ ଲୋକ ଅଛନ୍ତି । ଏହା ସତରେ ବହୁତ କଲାମ ଫଟୋ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button