କ୍ରାଇମ

ଲାଂଚ ନେଇ ଧରାପଡିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ

କଟକ, ୨୬/୮ ଜନୈକ ଗରିବ ଛାତ୍ରଙ୍କ ଅରିଜିନାଲ ମାଟ୍ରିକ ସାର୍ଟିଫିକେଟ ସହିତ ମାର୍କସିଟ୍ ଓ ସ୍କୁଲ ଲିଭିଂ ସାର୍ଟିଫକେଟ୍ ଦେବା ପାଇଁ ୧୨ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଆଜି ବନ୍ଧା ହୋଇଛନ୍ତି ଜଣେ ହେଡମାଷ୍ଟର । ରାଉରକେଲା ଭିଜିଲାନ୍ସ ଡିଭିଜ ପକ୍ଷରୁ ଗିରଫ ହୋଇଥିବା ଏହି ହେଡମାଷ୍ଟର ଜଣକ ହେଲେ ସୁନ୍ଦରଗଡ ଜିଲ୍ଲା କୁମଝରିଆ ଏସସି ଓ ଏସଟି ଡେଭଲପମେଣ୍ଟ ହାଇସ୍କୁଲର ଭାରପ୬ାପ୍ତ ପ୍ରଧାନ ଶିକ୍ଷକ ସଂଜୟ ସାମଲ । ସାକ୍ଷୀମାନଙ୍କ ଉପସ୍ଥିତିରେ ଏହି ଲାଂଚ ଟଙ୍କା ତାଙ୍କଠାରୁ ଜବତ କରାଯାଇ ଏ ସଂପର୍କରେ ଥାନା କେସ ନଂ ୧୯/୨୨ରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button