ଜୀବନଶୈଳୀ

ଏହି ଉପାୟ ଦ୍ଵାରା ଆପଣଙ୍କ ଚୁଟି ଧଳା ହବ ନାହିଁ, ଥରେ ଟ୍ରାଏ କରି ଦେଖନ୍ତୁ

ଆଜିକା ସମୟରେ ଏହା ସାମାନ୍ୟ କଥା ଯେ କାହା ଚୁଟି ଧଳା ହାଉଛି କାହିଁକିନା ଆଜିକା ସମୟରେ କମ ବୟସରେ ଚିନ୍ତା ଓ ଖରାପ ଖାଦ୍ୟ ପାଇଁ ଏମିତି ହଉଛି । ଧଳା ଚୁଟି ଏହି ସମସ୍ୟା ପ୍ରାୟତଃ ସମସ୍ତଙ୍କୁ ଅଛି ଓ ଧଳା ଚୁଟି ଏହି ସମସ୍ୟା ଠାରୁ ସମସ୍ତେ ହଇରାଣ ଅଛନ୍ତି । ଏମିତି ସ୍ଥିତି ରେ ଲୋକ ନିଜ ଚୁଟି କଳା ଦେଖା ଯିବା ପାଇଁ ମହଙ୍ଗା କଲର ବ୍ୟବହାର କରନ୍ତି। ଏହି ମହଙ୍ଗା କଲର ତାଙ୍କ ଚୁଟି ପାଇଁ ବହୁତ ହାନିକାରକ ହୋଇଥାଏ, କିନ୍ତୁ ତାଙ୍କ ପାଖରେ ଅନ୍ୟ କିଛି ରାସ୍ତା ନଥାଏ ।

କିନ୍ତୁ ଏବେ ଆପଣଙ୍କୁ ନିଜ ଧଳା ଚୁଟି ପାଇଁ ଅଧିକ ହଇରାଣ ହବାକୁ ପଡିବ ନାହିଁ ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଗୋଟେ ଉପାୟ ଆଣିଛୁ ଯାହା ଆପଣଙ୍କ ଧଳା ଚୁଟି ପାଇଁ ବହୁତ ଗୁଣକାରୀ ଅଟେ ଓ ଆପଣଙ୍କ ଧଳା ଚୁଟି ପୂର୍ଣ ଭାବରେ କଳା କରିଥାଏ । ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ଆପଣ ଘରେ ପାଇବେ ସେହି ଜିନିଷ ଗୁଡିକ ପାଇଁ ଆପଣଙ୍କୁ ଘରେ ବାହାରେ ଯିବା କିଛି ଦରକାର ନାହିଁ ।

ଆଜି ଆମେ ଆପଣଙ୍କୁ ଘରେ ନେଚୁରଲ ଡାଇ ବନେଇବା ଶିଖେଇବୁ ଯାହା ଦ୍ଵାରା ଆପଣ ଘରେ ନିଜ ଚୁଟି ଡାୟ କରିପାରିବେ ଓ ଆପଣଙ୍କ ଚୁଟି ପୂର୍ଣ ଭାବରେ କଳା ହୋଇଯିବ । ଯଦି ଆପଣ ଚାହନ୍ତି ଯେ ଆପଣଙ୍କ ଚୁଟି କଳା, ଘନ ଓ ସଠିକ ପୋଷଣ ପାଉ ତେବେ ଆପଣଙ୍କୁ ଆୟୁର୍ବେଦିକ ଜଡୀ ବୁଟୀ ଉପଯୋଗ କରିବା ଉଚିତ ଅଟେ । କାହିଁକିନା ଏହା ଆପଣଙ୍କ ଚୁଟିକୁ କୌଣସି ପ୍ରକାର ହାନି କରି ନଥାଏ ଓ ଚୁଟି ଲାମ୍ବା, କଳା ଓ ଘନ ହୋଇଥାଏ, ତେବେ ଆସନ୍ତୁ ଏହି ନେଚୁରାଲ ଡାୟ ତିଆରି କରିବା ।

ସର୍ବପ୍ରଥମେ ଆପଣଙ୍କୁ ଅଁଳା ପାଉଡର ଦରକାର ଏହାକୁ ଲୁହା ବାସନ ରେ ରଖନ୍ତୁ, ପାଉଡରକୁ ଲୁହା ବାସନ ରେ ରାତି ସରରଖନ୍ତୁ ସକାଳେ ସେଥିରେ ଅଳପ ପାଣି ମିଶେଇ ଛାଡି ଦିଅନ୍ତୁ ଏହା ପରେ ସେହି ପେଷ୍ଟକୁ ସପ୍ତାହେ ଛାଡି ଦିଅନ୍ତୁ କିନ୍ତୁ ଗୋଟେ ଜିନିଷ ଧ୍ୟାନ ଦିଅନ୍ତୁ ଯେ ପେଷ୍ଟ ସୁଖୀ ନଯାଉ ସେଥିପାଇଁ ସବୁ ଦିନ ଅଳପ ଅଳପ ପାଣି ମିଶାନ୍ତୁ ।

ଏହା ପରେ ସପ୍ତାହ ପରେ ଏହି ମିଶ୍ରଣ କଳା ହୋଇ ଯାଇଥିବ ଏହା ପରେ ସେହି ମିଶ୍ରଣ ଚୁଟି ରେ ଲଗାନ୍ତୁ ଏମିତି ୩ ଥର ଲଗେଇଲା ପରେ ଆପଣଙ୍କ ଚୁଟି କଳା ହୋଇ ଜୀବ, ଏହି ଉପାୟ ଦ୍ଵାରା ଆପଣଙ୍କ ଚୁଟି ଏମିତି କଳା ହବ ଯେମିତି କେବେ ଧଳା ହୋଇ ନଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button