ଦେଶ ବିଦେଶ

ସହିଦ ବିଏସଏଫ ସବ୍ ଇନ୍ସପେକ୍ଟର ମହମ୍ମଦ ଇମତେୟାଜଙ୍କୁ ବିଏସଏଫର ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଗତ ୧୦ ତାରିଖରେ ଜମ୍ମୁର ଆର ଏସ୍ ପୁରା ଅଞ୍ଚଳରେ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଦ୍ୱାରା ଗୁଳିଚାଳନା ସମୟରେ ବିଏସଏଫ ସବ୍ ଇନ୍ସପେକ୍ଟର ମହମ୍ମଦ ଇମତେୟାଜ ଶହିଦ ହୋଇଥିଲେ। ଭାରତମାତାର ସେବାରେ ତାଙ୍କର ଏହି ସର୍ବୋଚ୍ଚ ବଳିଦାନକୁ ବିଏସଏଫ ଡିଜି ଏବଂ ସମସ୍ତ ଅଧିକାରୀ ସଲାମ କରୁଛନ୍ତି।

 ଗତ ୧୦ ତାରିଖରେ ଜମ୍ମୁର ଆର ଏସ୍ ପୁରା ଅଞ୍ଚଳରେ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଦ୍ୱାରା ଗୁଳିଚାଳନା ସମୟରେ ବିଏସଏଫ ସବ୍ ଇନ୍ସପେକ୍ଟର ମହମ୍ମଦ ଇମତେୟାଜ ଶହିଦ ହୋଇଥିଲେ। ଭାରତମାତାର ସେବାରେ ତାଙ୍କର ଏହି ସର୍ବୋଚ୍ଚ ବଳିଦାନକୁ ବିଏସଏଫ

ଡିଜି ଏବଂ ସମସ୍ତ ଅଧିକାରୀ ସଲାମ କରୁଛନ୍ତି।

 

ଏଭଳି କଠିନ ସମୟରେ ପ୍ରହରୀ ପରିବାର ଶୋକସନ୍ତପ୍ତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button