ଜୀବନଶୈଳୀ

ଦାନ୍ତ ହଳଦିଆ ପଡିବା ହେଉଛି ସମସ୍ୟା, ଏହି ଉପାୟ ଦ୍ଵାରା କରନ୍ତୁ ଦାନ୍ତର ହଳଦିଆପଣ ଦୂର

ଦାନ୍ତ ହଳଦିଆ ଦେଖା ଯିବା ବହୁତ ଥର ଆମ ପାଇଁ ବେଳେ ବେଳେ ବହୁତ ଲଜ୍ୟାଜନକ ହୋଇଥାଏ, ଦାନ୍ତ ହଳଦିଆ ହବା ସବୁ ଠାରୁ ବଡ କାରଣ ତମ୍ବାକୁ, ଗୁଟକା, ସିଗାରେଟ, ଚା କଫି ସେବନ ଦ୍ଵାରା ଆପଣଙ୍କ ଦାନ୍ତ ହଳଦିଆ ହୋଇଥାଏ । ଭଲ ଭାବରେ ବ୍ରସ ନକଲେ ମଧ୍ୟ ଆପଣଙ୍କ ଦାନ୍ତ ହଳଦିଆ ହୋଇଥାଏ, ପାଣି ରେ ଫ୍ଲୋରାଇଡ ରହିଲେ ମଧ୍ୟ ଏହା ଦାନ୍ତକୁ ହଳଦିଆ ରହିଥାଏ ଏହି ସବୁ କାରଣ ପାଇଁ ଆପଣଙ୍କ ଦାନ୍ତ ଖରାପ ହୋଇଥାଏ ।

ଆଜିକା ସମୟ ରେ ମାର୍କେଟ ରେ ବହୁତ ପ୍ରକାର ଟୁଥପେଷ୍ଟ ଆସି ଯାଇଛି ଯାହା ଦାନ୍ତ ସଫା କରିବା ପାଇଁ ଉତ୍ତମ ବୋଲି କୁହନ୍ତି ।

କିନ୍ତୁ ଆଜିକା ମାର୍କେଟ ରେ କେତେକ ଏମିତି ଜିନିଷ ଆସିଛି ଯାହା ଦାନ୍ତ ଧଳା କରିବା ପାଇଁ କୁହନ୍ତି ଯେମିତିକି ଟୁଥ ୱ୍ହାଇଟନର ପ୍ରଡ଼କ୍ଟ ମାର୍କେଟ ରେ ବିକା ହୋଇଛି । ଏହି ପ୍ରଡ଼କ୍ଟ ଗୁଡିକ ଆପଣଙ୍କ ଦାନ୍ତ ସଫା କରିଥାଏ କିନ୍ତୁ ଏହା ସହ ଏହି ଜିନିଷ ଗୁଡିକ ସାଇଡ ଇଫେକ୍ଟ ମଧ୍ୟ ହୋଇଥାଏ ।

ସାମଗ୍ରୀ :

ସୋଡା, ଲେମ୍ବୁ, ତୁଳା

ବିଧି :

ନିଜ ଦାନ୍ତ ତୁଳା ରେ ସଫା କରନ୍ତୁ, ଆପଣଙ୍କ ପାଟି ଭଲ ଭାବରେ ସଫା କରନ୍ତୁ, ଖାଇବା ସୋଡା ରେ ଲେମ୍ବୁ ଚିପୁଡି ନିଅନ୍ତୁ । ଏହାକୁ ଭଲ ଭାବରେ ମିଶେଇ ପେଷ୍ଟ କରନ୍ତୁ, ଏହି ପେଷ୍ଟ କୁ ତୁଳା ରେ ଲଗେଇ ନିଜ ଦାନ୍ତ ଉପରେ ଭଲ ଭାବରେ ଲଗାନ୍ତୁ ଓ ଗୋଟେ ମିନିଟ ପାଇଁ ଏହାକୁ ସେମିତି ଦାନ୍ତ ଉପରେ ଲଗେଇ ଛାଡି ଦିଅନ୍ତୁ । ଏହା ପରେ ଥଣ୍ଡା ପାଣି ରେ ପାଟି କୁଳି କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ସଫା ହୋଇଯିବ, ଏହି ଉପାୟ ସପ୍ତାହ କୁ ୩-୪ଥର ଉପାୟ କରିବା ପାଇଁ ଚେଷ୍ଟା କରନ୍ତୁ ଏହି ଉପାୟ ର କୌଣସି ସାଇଡ ଇଫେକ୍ଟ ନାହିଁ ।

ତେବେ ଯଦି ଆପଣ ବି ଏହି ସମସ୍ୟାରେ ପଡିଛନ୍ତି, ଯଦି ଆପଣଙ୍କ ଦାନ୍ତ ମଧ୍ୟ ହଳଦିଆ ପଡି ଯାଇଛି ଓ ଯେତେ ଚେଷ୍ଟା କଲେ ସଫା ହେଉ ନାହିଁ ତ ଏହି ଉପାୟ ନିଶ୍ଚୟ ଆପଣାନ୍ତୁ । ଦେଖିବେ ଆପଣଙ୍କ ଦାନ୍ତ କ୍ଷୀର ଭଳି ଧଳା ହୋଇଯିବ ଓ ଅପଣାଙ୍କ ମୁହଁ ସୁନ୍ଦର ଦେଖାଯିବ । ଆଗକୁ ଏହିଭଳି ସ୍ୱାସ୍ଥ୍ୟ ଟିପ୍ସ ପାଇଁ ପେଜକୁ ଲାଇକ କରନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button