ଜୀବନଶୈଳୀ

ଆସନ୍ତୁ ଜାଣିବା “ପି” (P) ନାମର ଲୋକ ହୋଇ ଥାନ୍ତି କେତେ ଦିଲଦାର

ଏହି ଦୁନିଆ ରେ ସମସ୍ତଙ୍କ ନାର ଅଲଗା ଅଲଗା ମହତ୍ଵ ହୋଇ ଥାଏ, କିନ୍ତୁ କିଛି ଲୋକ ଏମିତି ବି ଥାନ୍ତି ଯାହା ନା ବହୁତ ଭାଗ୍ୟଶାଳି ହୋଇ ଥାଏ । ଏହା ଛଡା ନା ପ୍ରଥମ ଅକ୍ଷର ଦ୍ଵାରା ଲୋକ ବ୍ୟକ୍ତିତ୍ବ ଏବଂ ସ୍ଵଭାବ ଜଣା ପଡି ଥାଏ, ଆଜି ଆମେ ଆପଣଙ୍କୁ ସେହି ଲୋକଙ୍କ ବିଷୟରେ କିଛି ବିଶେଷ କହିବା ପାଇଁ ଯାଉଛୁ ଯାହା ନା ଇଙ୍ଗ୍ରାଜି ପି ଅକ୍ଷୟ ରେ ଆରମ୍ଭ ହୋଇ ଥାଏ ।

ଏହି ଅକ୍ଷର ନା ଲୋକ ପରଫେକ୍ଟ ହବା ପାଇଁ କୌଣସି ଆସାର ଛାଡନ୍ତି ନାହିଁ, ଏହା ଛଡା ଯେଉଁ ଲୋକ ଏହି ଅକ୍ଷୟ ନା ର ହୋଇ ଥାନ୍ତି ସେ ବହୁତ ପ୍ରଭାବଶାଳି ହୋଇ ଥାନ୍ତି ଏବଂ ଜୀବନ ଭଲ ଭାବରେ ବଞ୍ଚିବା ପାଇଁ ତାଙ୍କର ରୁଚି ଥାଏ ।

ଏହା ଛଡା ଏହି ଅକ୍ଷୟ ନା ଲୋକ ବହୁତ ଭୟଙ୍କର ବୁଦ୍ଧି ପାଇ ଥାନ୍ତି ଏବଂ ଆଙ୍କ ଉତ୍ତର ଦ୍ଵାରା ସମସ୍ତେ ପ୍ରଶନ ହୋଇ ଥାନ୍ତି, ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଅକ୍ଷର ନା ଲୋକଙ୍କ ପାଖରେ କିଛି ନା କିଛି ରହସ୍ୟ ଅବଶ୍ୟ ହୋଇ ଥାଏ କାହିଁକିନା ଏହି ଲୋକ ବହୁତ କଥା ନିଜ ହୃଦୟ ରେ ଲୁଚେଇ ରଖନ୍ତି ।

ଏହା ଛଡା ଏହି ଅକ୍ଷର ଲୋକଙ୍କୁ ନିଜି ଜୀବନ କଥା କାହାକୁ କହିବା ଭଲ ଲାଗେ ନାହିଁ । ଏହି ଅକ୍ଷର ନା ଲୋକ ଭାବନା ରେ ବୁଡି ରହିବା ପସନ୍ଦ କରନ୍ତି ଏହା ଛଡା ଏହି ଲୋକ ନିଜ ଲାଇଫ ନିଜ ସର୍ତ ରେ ବଞ୍ଚିବା ପସନ୍ଦ କରନ୍ତି ଏବଂ କେତେକ ଥର ଅନ୍ୟ ଲୋକଙ୍କୁ ତାଙ୍କ ଏହି କଥା ପସନ୍ଦ ଆସି ନଥାଏ । ଏହି ଅକ୍ଷର ନା ଲୋକ ନିଜ ମନ କଥା ଅନୁଯାଇ କାମ କରନ୍ତି ଓ ବହୁତ ଥର ଅନ୍ୟ ଲୋକଙ୍କ ପାଇଁ ଅସୁବିଧା କରି ଥାନ୍ତି ଏବଂ ନିଜ ପାଇଁ ମଧ୍ୟ ସମସ୍ୟା କରି ଥାନ୍ତି ।

ଏହି ଅକ୍ଷର ନା ଲୋକ ନିଜ ଆଖ ପାଖ ଲୋକଙ୍କୁ ଖୁସି ରେ ରଖିବା ପାଇଁ ପୂର୍ଣ ଚେଷ୍ଟା କରନ୍ତି, ଏହି ଭଳି ଲୋକଙ୍କୁ ଗୋଟେ ଗୁଡ ଲୁକିଙ୍ଗ ଏବଂ ବୁଦ୍ଧିମାନ ଜୀବନ ସାଥି ଦରକାର ହୋଇ ଥାଏ । ଏହା ଛଡା ଏହି ଲୋକ ସବୁବେଳେ ଆଗ ରହିବା ପାଇଁ ଚେଷ୍ଟା କରନ୍ତି ଏବଂ ନିଜ କାମ ପାଇଁ ବହୁତ ପରିଶ୍ରମ କରି ଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button