ଜୀବନଶୈଳୀ

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୋହନା : ଗଜପତି ଜ଼ିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଠାରେ ଏକ ଯାତ୍ରୀବାହି ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି l ତେବେ ଏହି ଦୁର୍ଘଟଣା ରେ ବସ୍ ରେ ଥିବା ସମସ୍ତ 30 ଯାତ୍ରୀ ସୁରକ୍ଷିତ ଅଛନ୍ତି l ପାରଳାଖେମୁଣ୍ଡିରୁ ମୋହନା ଅଭିମୁଖେ ଆସୁଥିବା ହନୁମାନ ନାମକ ଏକ ବସ୍ ଛେଳିଗଡ଼ ହାଟପଦା ଠାରେ ଏକ ଗାଈକୁ ରକ୍ଷା କରିବାକୁ ଯାଇ ରାସ୍ତା କଡ଼କୁ ଖସି ପଡିଥିଲା l

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button