ଜୀବନଶୈଳୀ

ମିଛ ପ୍ରେମର 3ଟି ନିଶାନି, ଜାଣି ନେଲେ କେବେ ଧୋକା ଖାଇବେ ନାହିଁ… Krishna Vani

ଦର୍ଶକ ବନ୍ଧୁ କେହି ଜଣେ ଠିକ କହିଛନ୍ତି କି ଦୁନିଆରେ ପ୍ରେମ ଠାରୁ ସବୁଠୁ ସୁନ୍ଦର ଜିନିଷ ଆଉ କିଛି ବି ନାହି । ଯଦି ଏହି କଥା ଟି ସତ ଯେ ଦୁନିଆରେ ଅନେକ ଲୋକଙ୍କର ଦୁଖର କାରଣ ପ୍ରେମ କାହିଁଙ୍କି ହୋଇଥାଏ । କେତେକ ଲୋକେ ଏମିତି କୁହନ୍ତି କି ଯେବେ ପ୍ରେମ କରି ନ ଥିଲି ସେତେବେଳେ ଜୀବନ ଟା ଖୁସି ରେ କଟୁଥିଲା ।

ଯେବେ ଠାରୁ ପ୍ରେମ କରିଛି ସେବେ ଠାରୁ ଜୀବନ ଟା ବରବାତ ହୋଇ ଯାଇଛି । ପ୍ରତେକ ମଣିଷ ନିଜ ଜୀବନରେ କେବେ ନା କେବେ ଭଲ ପାଇଥାଏ । ଆଉ ଭଲ ପାଉଥିବା ମଣିଷ କେତେ ଥର ଏହି କଥା ନିଶ୍ଚୟ ଆସୁଥିବ କି ତାକୁ ପ୍ରେମ କରୁଥିବା ମଣିଷ ଟି ସଚ୍ଚା ପ୍ରେମ କରୁଛି ବା ମିଛ ପ୍ରେମ କରୁଛି । ନା ପ୍ରେମ କରିବାର ବାହାନା କରୁଛି । ଆଜି ଆମେ ଆପଣଙ୍କୁ ଏମିତି 3ଟି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣଙ୍କ ସାଥି ସଚ୍ଚା ନା ମିଛ ପ୍ରେମୀ ।

1- ମିଛ ପ୍ରେମ କରୁଥିବା ମଣିଷର ପ୍ରଥମ ସଂକେତ ହେଉଛି ଯେବେ ବି ଆପଣ ତାଙ୍କୁ ଦୁହିଙ୍କର ସମ୍ପର୍କ କୁ ନେଇ ଆଲୋଚନା କରିବେ ବା ସମ୍ପର୍କ ବିଷୟରେ ପଚାରିବେ ସେତେବେଳେ ସେ କହିବେ ମୁଁ ତୁମକୁ ବହୁତ ଭଲ ପାଉଛି କିନ୍ତୁ ବାହା ହୋଇ ପାରିବି ନାହି । ପରିବାର ଲୋକେ ମାନିବେ ନାହି । ମୁଁ ତୁମକୁ ବହୁତ ଭଲ ପାଉଛି କିନ୍ତୁ ଆମ ଦୁହିଙ୍କର ଜାତି ଅଲଗା ଅଲଗା ।

2- ମିଛ ପ୍ରେମ କରୁଥିବା ମଣିଷ ର ଦ୍ଵିତୀୟ ସଂକେତ ହେଉଛି ମିଛ ପ୍ରେମରେ ସବୁବେଳେ ସର୍ତ୍ତ ରହିଥାଏ । ଦେଖିବାକୁ ଗଲେ ବାପା ମା ଙ୍କ ଛଡା କେହି ବି ବିନା ସ୍ଵାର୍ଥ ରେ ଭଲ ପାଇବା ଦେବେ ନାହି । କିନ୍ତୁ ସବୁ ସମ୍ପର୍କ ରେ କିଛି ନା କିଛି ସର୍ତ୍ତ ନିଶ୍ଚୟ ରହିଥାଏ । କିନ୍ତୁ ଏହି ସର୍ତ୍ତ ଲିମିଟ ହୋଇଥିବା ଦରକାର ଯେମିତି ସେଠାକୁ ଯିବ ନାହି, ତା ସହ କଥା ହେବ ନାହି, ତାହା କରିବ ନାହି ଇତ୍ୟାଦି ।

3- ମିଛ ପ୍ରେମର ତୃତୀୟ ସଂକେତ ହେଉଛି ଯେଉଁ ବ୍ୟକ୍ତି ଆପଣଙ୍କୁ ସଚ୍ଚା ପ୍ରେମ କରୁଥାଏ ସେ ଆପଣଙ୍କ ସହ ଆପଣଙ୍କ ପରିବାର ବିଷୟରେ କଥା ହେବ । ଆପଣ ଦୁହିଙ୍କର ଭବିଷ୍ୟତ କୁ ନେଇ କଥା ହେବେ । କିନ୍ତୁ ମିଛ ପ୍ରେମୀ ଏବେ ବି ଏହି କଥା ଉପରେ ଧ୍ୟାନ ଦିଏ ନାହି । ମିଛ ପ୍ରେମ କରୁଥିବା ମଣିଷ ଟି ଆପଣଙ୍କୁ ଗୋଟେ କଥା ହିଁ କହିବ ଯେ ନିଜର ଜରୁରତ କେମିତି ପୁରା କରିବ ।

ତେବେ ଏହି ସବୁ ଲକ୍ଷଣ ଦେଖିଲେ ଆପଣ ଜାଣି ପାରିବେ କି କିଏ ଆପଣଙ୍କୁ ମିଛ ପ୍ରେମ କରୁଛି ଆଉ କିଏ ସଚ୍ଚା ପ୍ରେମ କରୁଛି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button