ଭଲ ସମୟ ଆସିବା ପୂର୍ବର ଏହି ସବୁ ଶୁଭ ସଂକେତ, ଆପଣଙ୍କ ବି ମିଳୁଛି କି ଏଭଳି ସଂକେତ?

ବନ୍ଧୁଗଣ ନମସ୍କାର । ଯେତେବେଳେ ଆମ ଜୀବନରେ ଭଲ କି ଖରାପ ସମୟ ଆସିବାକୁ ଥାଏ ସେତେବେଳେ ଭଗବାନ ପ୍ରକୃତି ତଥା ଅନ୍ୟ କିଛି ମାଧ୍ୟମରେ ଆମକୁ କିଛି ନା କିଛି ସଂକେତ ପଠାଇଥାନ୍ତି । ସେହି ସଂକେତ ବିଷୟରେ ଆମେ ନ ଜାଣିପାରି ଅଣଦେଖା କରିଥାଉ । ପୌରାଣିକ ଗ୍ରନ୍ଥ ଅନୁଯାୟୀ ଅନେକ ସଂକେତ ବିଷୟରେ କୁହା ଯାଇଛି ।
ଯଦି ଏମିତି କିଛି ସଂକେତ ମିଳେ ତେବେ ଜାଣି ନେବେ ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଯାଉଛି । ଆସନ୍ତୁ ଜାଣିବା ଭଲ ସମୟ ଆସିବା ପୂର୍ବରୁ କିଛି ଶୁଭ ସଂକେତ ବିଷୟରେ ସଂପୂର୍ଣ୍ଣ ବିବରଣୀ । ୧- ଯଦି ଆପଣଙ୍କ ଘରର ଛାତରେ କୋଇଲି ରାବ ଛାଡେ ତେବେ ଆସନ୍ତା ଦିନରେ ଆର୍ଥିକ ବୃଦ୍ଧି ହେବାର ଶୁଭ ସୂଚନା ମିଳିଥାଏ ।
୨- ଯଦି ଆପଣ ରାସ୍ତା ରେ ଯାତ୍ରା ସମୟରେ ରାସ୍ତା ପାର୍ଶ୍ଵ ରେ ଦକ୍ଷିଣ ପଟେ ଆପଣଙ୍କୁ ମାଙ୍କଡ, କୁକୁର ଅଥବା ସାପ ଦେଖାଯାଏ ତେବେ ଏହା ଏକ ସଂକେତ ହୋଇଥାଏ କି ଆପଣଙ୍କ ପାଖରେ ବହୁତ ଜଲ୍ଦି ମା ଲକ୍ଷ୍ମୀ ଙ୍କର ଆଗମନ ହେବାକୁ ଯାଉଛି ।
୩- ଯଦି ଆପଣଙ୍କ ଘର ଅଗଣାରେ ଅରଖ ଗଛ ଟି ନିଜେ ନିଜେ ଉଠିଥାଏ ତେବେ ଆପଣ ସୁଖଦ ଖବର ପାଇବାର ସୂଚନା ମିଳିଥାଏ । ଭୁଲରେ ବି ସେ ଅରଖ ଆଚାକୁ କେବେ କାଟିବେ ନାହି । କାରଣ ଭଗବାନ ଶିବ ଙ୍କର ଅତି ପ୍ରିୟ ହୋଇଥାଏ ଅରଖ ଗଛ ।
୪- ଆପଣ କେଉଁଠି କି ଯାଇଥିବେ ଏବଂ ରାସ୍ତା ରେ ଘୋଡା ନାଲ ଦେଖନ୍ତି ତେବେ ଏହା ସୌଭାଗ୍ୟର ସଂକେତ ଅଟେ । ଏହା ବହୁତ ବିରଳ ଲୋକଙ୍କୁ ପଡି ଥିବାର ମିଳିଥାଏ । ଯଦି ଶନିବାର ବ୍ଯତୀତ ଅନ୍ୟ କୌନାଇ ଦିନ ଏହା ମିଳିଲେ ତେବେ ନିଶ୍ଚୟ ଏହାକୁ ପାଖରେ ରଖନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବ ।
୫- ଯଦି କୌଣସି ପକ୍ଷୀ ଟି ଆପଣଙ୍କ ଉପରେ ମଳତ୍ଯାଗ କରିଥାଏ ତେବେ ଏହା ଶୁଭ ସୂଚନା ମିଳିଥାଏ । କୁହାଯାଏ ଯେବେ ଭାଗ୍ଯର ତାଲା ଖୋଲିବାର ଥାଏ ସେତେବେଳେ ପକ୍ଷୀ କାହା ଉପରେ ମଳତ୍ଯାଗ କରିଥାଏ ।
୬- ଯଦି ଆପଣଙ୍କୁ ହଠାତ ଆଖପାଖର ରଙ୍ଗ ବେରଙ୍ଗର ପ୍ରଜାପତି ଦେଖା ଯାଇଥାନ୍ତି ତେବେ ଜୀବନରେ ଖୁସି ଆସିବାର ସଂକେତ ଅଟେ ।
୭- ମାର୍ଗରେ ଯଦି ଷୋହଳ ଶ୍ରୀଙ୍ଗାର ଥିବା କୌଣସି ନୂଆ ବୋହୂ ଦେଖାଦିଏ ତେବେ ଭଲ ସମୟା ଆସିବାର ସଂକେତ ବୋଲି ବିବେଚନା କରାଯାଏ ।
୮- ଯଦି ବାଦୁଡି ଆପଣଙ୍କ ଘରେ ନିଜର ବସା ବାନ୍ଧିଥାଏ ଏବଂ ସନ୍ଧ୍ୟାରେ ଘର ବାହାରେ ବା ଅଗଣାରେ ଉଡେ ତେବେ ଶୁଭ ବୋଲି ବିବେଚନା କରାଯାଏ ।
୯- କଇଁଛ ଭଲ ଭାଗ୍ୟର ପ୍ରତୀକ ଅଟେ । ଏହାର ଦେଖା ଦେବା କୌଣସି ନା କୌଣସି ଭଲ ଖବର ମିଳିଥାଏ ।
୧୦- ଘର ଦୁଆରେ ହାତୀ ଶୁଣ୍ଢ ବାରମ୍ବାର ଉଠାଇଥାଏ ସେଠାରେ ସୁଖ, ସମୃଦ୍ଧି, ମଙ୍ଗଳର ସୂଚନା ମିଳିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।